ମହିଳାମାନେ ତାଙ୍କ ପାର୍ଟନରଙ୍କୁ ଲୁଚାଇଥାନ୍ତି ଏହି ୪ଟି କଥା

ଯେବେ ପାର୍ଟନରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥାଏ। ତେବେ ଜଣେ ଅନ୍ୟ ଜଣଙ୍କର ଯତ୍ନ ନେବା ସହ କଷ୍ଟ, ଖୁସି ବାଣ୍ଟିଥାନ୍ତି। ତେବେ ଏପରି କିଛି କଥା ଅଛି ଯାହା ଝିଅମାନେ ସେମାନଙ୍କ ପାର୍ଟନରଙ୍କ ସହ କେବେ ବାଣ୍ଟିବାକୁ ଚାହିଁ ନ ଥାନ୍ତି, ଜାଣନ୍ତୁ ସେ ସମ୍ପର୍କରେ…

ଯଦି ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥାଏ। ତେବେ ଏ ବିଷୟରେ ମହିଳାମାନେ କିଛି ଖୋଲିକରି କହି ନ ଥାନ୍ତି। ଏ ନେଇ କେହି ପଚାରିଲେ ସେମାନେ ବିରକ୍ତ ହୋଇ କିଛି ଜାଣି ନ ଥିବା କହିଥାନ୍ତିି। ଯଦି ଏପରି କିଛି ଦେଖୁଛନ୍ତି ଅବା ଶୁଣୁଛନ୍ତି, ତେବେ ସେ ଆପଣଙ୍କ ଉପରେ ରାଗିଛନ୍ତି ଏବଂ କିଛି କହିବାକୁ ଚାହୁଁ ନାହାନ୍ତି ବୋଲି ଜାଣି ରଖିବା ଉଚିତ।

ଅନେକ ସମୟରେ ମହିଳାମାନେ ପାର୍ଟନରଙ୍କୁ ନିଜ ଉପରେ ଧ୍ୟାନ ଦେଉ ନ ଥିବା କହିଥାନ୍ତି। ବାସ୍ତବରେ କିନ୍ତୁ ଏହା ହୋଇ ନ ଥାଏ।

ମହିଳାମାନେ ତାଙ୍କ ପାର୍ଟନରଙ୍କୁ ଦେଖିବା ମାତ୍ରେ ଯେତେ ଭଲ ଡ୍ରେସ ପିନ୍ଧିଥିଲେ ମଧ୍ୟ ବହୁତ ଖରାପ ଦେଖାଯାଉଥିବା କହିଥାନ୍ତି। ଏପରି କରିବାର ଉଦ୍ଦେଶ୍ୟ ଭଲ ଥାଏ। ସେ ଆପଣଙ୍କଠାରୁ ହୁଏତ କମ୍ପ୍ଲିମେଣ୍ଟ ଆଶା କରୁଥାଇ ପାରନ୍ତି।

ଅନେକ ସମୟରେ ମହିଳାମାନେ ପାର୍ଟନରଙ୍କୁ ନିଜ ପ୍ରଥମ ପ୍ରେମିକ ବୋଲି ଅଭିହିତ କରିଥାନ୍ତି। ମାତ୍ର ଅଧିକାଂଶ କ୍ଷେତ୍ରରେ ଏହା ହୋଇ ନ ଥାଏ। ଏପରି କରିବା ପଛରେ ଡର ଥାଏ ବୋଲି କୁହାଯାଇପାରେ। ସେ ବି ପାର୍ଟନରଙ୍କୁ ହରାଇବାର ଅଥବା ତାଙ୍କଠାରୁ ଦୂରେଇଯିବାର ଭୟଥାଏ। ଏଣୁ ଯଦି ଆପଣଙ୍କ ପାର୍ଟନର କିଛି ଲୁଚାଇବା ଆପଣ ପରେ ଜାଣିବାକୁ ପାଉଛନ୍ତି, ତେବେ ତାଙ୍କ ଚରିତ୍ରକୁ ସନ୍ଦେହ କରନ୍ତୁ ନାହିଁ। ସେ ହୁଏ ତ ହୃଦୟ ଦେଇ ଆପଣଙ୍କୁ ଭଲପାଉଥାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri