ମାତୃଗର୍ଭରୁ ସ୍ଥିର ହୋଇଥାଏ ପିଲାଙ୍କ ସହ ଜଡ଼ିତ ଏହି ୫ କଥା

ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମାନବ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ମାନବ ଜୀବନ ସହିତ ଜଡ଼ିତ ୫ କଥା ମାତୃଗର୍ଭରେ ସ୍ଥିର ହୋଇଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ…

आयुः कर्म च वित्तं च विद्या निधनमेव च ।
पञ्चैतानि हि  सृज्यन्ते गर्भस्थस्यैव देहिनः ।।

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି, ଯେତେବେଳେ ପିଲାଟି ମାତୃ ଗର୍ଭରେ ଥାଏ, ସେତେବେଳେ ତାଙ୍କ ଜୀବନ ସହିତ ଜଡ଼ିତ ୫ଟି କଥା ସ୍ଥିର ହୋଇଥାଏ। ଏଗୁଡ଼ିକ ହେଉଛି ବୟସ, କର୍ମ, ଧନ, ଶିକ୍ଷା ଏବଂ ମୃତ୍ୟୁ। ପିଲାଟି ତା’ ଜୀବନରେ କେତେ ବର୍ଷ ବଞ୍ଚିବ, ସେ କ’ଣ କାର୍ଯ୍ୟ କରିବ, କେତେ ଧନ ପ୍ରାପ୍ତ ହେବ, ସେ କେତେ ଜ୍ଞାନବାନ ହେବ ଏବଂ କେବେ ମୃତ୍ୟୁ ଘଟିବ ଏସବୁ ସ୍ଥିର ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାସ୍ତୁ ଦୋଷ ବଢ଼ାଇଥାଏ ଭୂମି ଉପରେ ଲଟିଥିବା ମନି ପ୍ଲାଣ୍ଟ

୧.ମନିପ୍ଲାଣ୍ଟର ପତ୍ର ବଡ଼ ଓ ସବୁଜ ରହିବା ଶୁଭ ବୋଲି ମଣାଯାଏ। ପତ୍ର ମଉଳିବା, ଝଡ଼ିବା ଓ ହଳଦିଆ ହେବା ଅଶୁଭ ଧରାଯାଏ। ତେଣୁ ଖରାପ...

ଗବେଷଣା ଦିଏ ନୂଆ ଧାରଣା

କାଠ, କାଗଜ, ଚିନି, ମାଟି, ପାଣି – ବିଜ୍ଞାନ ଆଖିରେ ଏସବୁ ବସ୍ତୁ। ପ୍ରତ୍ୟେକ ବସ୍ତୁ କ୍ଷୁଦ୍ର କ୍ଷୁଦ୍ର କଣିକାକୁ ନେଇ ତିଆରି ହୋଇଥାଏ। ସେହି...

ବାତ ବ୍ୟାଧିର ଆୟୁର୍ବେଦୀୟ ଚିକିତ୍ସା

ମାନବ ଶରୀର ତ୍ରିଦୋଷ (ବାତ, ପିତ୍ତ, କଫ)ର ବିକୃତି କାରଣରୁ ବ୍ୟାଧି ଉତ୍ପନ୍ନ ହୋଇ ବାତ ବିକୃତି କାରଣରୁ ପକ୍ଷାଘାତ (ପାରାଲିସିସ୍‌), ଆମବାତ (ରିଭମାଟିଡ୍‌ ଆର୍ଥ୍ରାଇଟିସ୍‌),...

ରୋଜି ଡିଲାଇଟ୍‌

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌- ୫ଟି (ସ୍ଲାଇସ୍‌ ବ୍ରେଡ୍‌), ୫ ଚାମଚ ରୋଜ୍‌ ସିରପ୍‌, ୧/୪ କପ୍‌ ନଡିଆ କୋରା, ୨ ଚାମଚ ଠଣ୍ଡାଇ ପାଉଡର, ୨୫୦ଗ୍ରାମ୍‌...

ଆପଣଙ୍କ ହାତରେ ଅଛି କି ଏମିତି ରେଖା, ଭାଙ୍ଗିଦେବ ବୈବାହିକ ଜୀବନ

ଜୀବନ ସହିତ ଜଡ଼ିିତ ସମସ୍ତ କଥାକୁ ହାତର ରେଖା ଦ୍ୱାରା ପୂର୍ବାନୁମାନ କରାଯାଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ଲେଖାଅଛି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ହାତର ରେଖା ମଧ୍ୟ ବୈବାହିକ...

ସାଇକେଲ ଚଳାଇଲେ ଏହି ରୋଗ ଆଶଙ୍କା ଦୂର ହୁଏ

ଆଜିକାଲି ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ସାଇକେଲ ଚଳାଇବା ଏକପ୍ରକାର ଭୁଲିଗଲେଣି। ମାତ୍ର ସାଇକେଲ ଚାଳନା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ବୋଲି ଏକ...

ଘରକୁ ଦିଅନ୍ତୁ ନୂଆ ଲୁକ୍‌

ଘରକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ଲାଗି ଦୀର୍ଘଦିନ ପର୍ଯ୍ୟନ୍ତ ଏକାପ୍ରକାର ସାଜସଜ୍ଜା ନ ରଖି ମଝିରେ ମଝିରେ ପରିବର୍ତ୍ତନ ଆବଶ୍ୟକ। ତେବେ ଏଥିପାଇଁ ଯେ,...

ହୃତ୍‌ପିଣ୍ଡ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ

ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ୍‌ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩...

Advertisement
Archives

Model This Week