Posted inଜାତୀୟ

ବାକି ଟଙ୍କା ନ ଶୁଝି ଚା’ ସିଗାରେଟ କିଣୁଥିଲେ ଯୁବକ, ଦୋକାନୀ ବିରୋଧ କରିବାରୁ କରିଦେଲେ ହତ୍ୟା

ଅଗରତାଲା,୨୩।୫: ତ୍ରିପୁରାର ଅଗରତାଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଜଣେ ଚା ’ଦୋକାନୀଙ୍କୁ ଏକ ଇଟା ଦ୍ୱାରା ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଗିରଫ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ମୃତକଙ୍କ ନାମ ସୁଖେନ ଦାସ। ପୋଲିସ ଅଭିଯୁକ୍ତ ଦୀପଙ୍କର ସେନଙ୍କୁ ଗିରଫ କରିଛି।

ପୋଲିସ କହିବାନୁସାରେ, ଅଭିଯୁକ୍ତ ଦୀପଙ୍କର ସେନ ଏବଂ ସୁଖେନ ପରସ୍ପରର ପଡ଼ୋଶୀ। ଅଭିଯୁକ୍ତ ଦୀପଙ୍କର, ସୁଖେନଙ୍କ ଦୋକାନକୁ ଯାଇ ବାକିରେ ସବୁବେଳେ ଚା ଏବଂ ସିଗାରେଟ ପିଉଥିଲେ। କିନ୍ତୁ ଯେତେବେଳେ ସୁଖେନ ଟଙ୍କା ମାଗୁଥିଲେ ସେ ମନା କରି ଦେଉଥିଲେ। ଏହା ବଢି ବଢି ପ୍ରତିଦିନର ଘଟଣା ହେବାରୁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଥରେ ଦୀପଙ୍କର, ସୁକେନଙ୍କୁ ଏକ ଇଟା ଦ୍ୱାରା ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଚସ୍ପତି ପଦକୁ ନେଇ ସଂଘର୍ଷ! ଜେଡିୟୁ ପ୍ରସ୍ତୁତ, ହେଲେ ଟିଡିପିକୁ ନେଇ ଫସିଛି ପେଞ୍ଚ, ଭାଜପାର ବଢୁଛି ଟେନସନ

ନୂଆଦିଲ୍ଲୀ,୧୬।୬: ଜୁନ ୨୬ରେ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ବାଚସ୍ପତି ପଦବୀ ସମ୍ପର୍କରେ ଏନଡିଏ ଏବଂ ଇଣ୍ଡିଆ ସହ ଜଡିତ ଦଳ...

ସର୍ବାଧିକ ଆୟ କରୁଥିବା ପ୍ରଥମ ୫ ଷ୍ଟେଶନ ମଧ୍ୟରେ ଓଡ଼ିଶାର ୪ ଷ୍ଟେସନ

ଭୁବନେଶ୍ୱର,୧୬।୬: ପୂର୍ବତଟ ରେଳପଥର ସର୍ବାଧିକ ଆୟ କରୁଥିବା ୨୦ଟି ଷ୍ଟେଶନ ତାଲିକାରେ ପ୍ରଥମ ୫ଟି ଷ୍ଟେଶନ ମଧ୍ୟରୁ ଓଡ଼ିଶାର ୪ଟି ଷ୍ଟେଶନ ସ୍ଥାନ ପାଇଛି ।...

ଜନସେବା କାର୍ଯ୍ୟକ୍ରମରେ ୪୦ଲକ୍ଷ ଲୋକଙ୍କୁ ଏକତ୍ରିତ କରି ଲିମ୍‌‌କା ବୁକ୍‌‌ ରେକର୍ଡ କଲା ରେଳ ମନ୍ତ୍ରଣାଳୟ-

ନୂଆଦିଲ୍ଲୀ,୧୬।୬: ଜନସେବା କାର୍ଯ୍ୟକ୍ରମରେ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳ ମନ୍ତ୍ରଣାଳୟକୁ ଲିମ୍‌‌କା ବୁକ୍‌‌ ଅଫ୍‌‌ ରେକର୍ଡରେ ସ୍ଥାନ ମିଳିଛି । ରେଳ...

ପୁଣି ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା, କାର ଧକ୍କାରେ ୫ ଆହତ

ମୁମ଼୍ବାଇ, ୧୬।୬: ମହାରାଷ୍ଟ୍ରରେ ହିଟ ଆଣ୍ଡ ରନ ମାମଲା ପୁଣିଥରେ ସାମ୍ନାକୁ ଆସିଛି । ପୁଣେ ପୋର୍ସେ ଘଟଣାକୁ ଲୋକେ ଏପର୍ଯ୍ୟନ୍ତ ଭୁଲି ନଥିବା ବେଳେ...

‘ଦୟାକରି ଭେଟିବାକୁ ଆସନ୍ତୁ’, କାହିଁକି ଶାହାରୁଖ ଖାଁଙ୍କୁ ଏମିତି ଅପିଲ କଲେ କଂଗ୍ରେସ ନେତା? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୬: କଂଗ୍ରେସ ନେତା ଜାରିଟା ଲୌଟଫ୍ଲାଙ୍ଗ ଏକ ଭିଡିଓ ଶେୟାର କରି ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ସେ ଶାହାରୁଖଙ୍କୁ...

ଆସିବ ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍ସନ ରିପୋର୍ଟ

ନୂଆଦିଲ୍ଲୀ,୧୬ା୬: କେନ୍ଦ୍ର କ୍ୟାବିନେଟ୍‌ରେ ଆସିପାରେ ଓ୍ବାନ ନେଶନ ୱାନ ଇଲେକସନ ରିପୋର୍ଟ। ଏନ୍‌ଡିଏ ସରକାରଙ୍କ ୧୦୦ ଦିନିଆ ଯୋଜନାର ଅଂଶ ଭାବରେ ଆସନ୍ତା ସପ୍ତାହେ, ଦୁଇ...

ଭାରତ ଜି-୭ର ଅଂଶ ନୁହେଁ, ତଥାପି ଇଟାଲୀରେ କିଭଳି ସେଣ୍ଟର ପଏଣ୍ଟରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଜି୭ ଶିଖର ସମ୍ମିଳନୀ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲିରୁ ଭାରତ ଫେରି ଆସିଛନ୍ତି। ହେଲେ ଗତ ୨ ଦିନ ମଧ୍ୟରେ ବିଶ୍ୱନେତାଙ୍କ...

ପ୍ରବଳ ଖରା ଯୋଗୁ ବଢିଲା ଖରାଛୁଟି, ଏହିଦିନ ଖୋଲିବ

ନୂଆଦିଲ୍ଲୀ,୧୬।୬: ବଢିଲା ଖରା ଛୁଟି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଛୁଟି ବଢାଇବାକୁ ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମଛୁଟିକୁ ଆହୁରି କିଛିଦିନ ପାଇଁ ବଢାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri