ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ ଶିକ୍ଷକ

ବରଗଡ଼ ଅଫିସ,୨୩ା୧୦: ବରଗଡ଼ ମୁଖ୍ୟ କେନାଲରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ଶିକ୍ଷକ ଭାସି ଯାଇଛନ୍ତି। ସେ ହେଲେ ବରଗଡ଼ ବ୍ଲକ ଅନ୍ତର୍ଗତ ସିମେଣ୍ଟ ନଗର ନିକଟ ସ୍କୁଲ ପଡ଼ାର ଜଳନ୍ଧର କଲେତ୍‌ (୭୦)। ଜଳନ୍ଧର ଭଟଲି ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ଏବଂ ଅବସର ଗ୍ରହଣ ପରେ ଘରେ ଥିଲେ। ଶୁକ୍ରବାର ସେ ନିକଟସ୍ଥ ବରଗଡ଼ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇଥିଲେ ଏବଂ ଗାଧୋଉ ଥିବା ସମୟରେ କେନାଲ ପାଣିରେ ଭାସି ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଖବର ପାଇ ବରଗ’ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖାଜି କରୁଛନ୍ତି। ଖବର ଲେଖା ହେବା ସୁଦ୍ଧା ତାଙ୍କ ସନ୍ଧାନ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ

ପାଟଣା, ୨୮।୯( ସ୍ବ. ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦେଓ ନଦୀର ମଙ୍ଗଳପୁର ଘାଟରେ ଶନିବାର ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଭାସୁଥିବା...

ଖୁଣ୍ଟାପିଙ୍ଗୁରେ ଅଗ୍ନିକାଣ୍ଡ: ଜଳିଗଲା ଦୁଇ ବଖରା

ପାଟଣା,୯।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ସାହାରପଡା ବ୍ଲକ ଖୁଣ୍ଟାପିଙ୍ଗୁ ଗ୍ରାମରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଜଣେ ବିଧବା ମହିଳା ଜିଙ୍ଗି ମୁଣ୍ଡାଙ୍କର...

ଦୁଇ ପେସାଦାର ଅପରାଧୀ ଗିରଫ

ବ୍ରହ୍ମପୁର ଅଫିସ,୧୮ା୫: ବ୍ରହ୍ମପୁରର ଏସ୍‌ପି ଭାବେ ଡା. ଶ୍ରବଣ ବିବେକ ଏମ୍‌. ଯୋଗଦେବା ପରେ ପୋଲିସ ଜିଲାର ପେସାଦାର ଅପରାଧୀ ଓ ଆପରାଧିକ କାର୍ଯ୍ୟକଳାପ ଉପରେ ପୋଲିସ...

ଶ୍ରୀମନ୍ଦିରରେ ଲାଗି ହେଲା ପହିଲି ଭୋଗ

ପୁରୀ ଅଫିସ,୧୬ା୧୨: ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠାରୁ ମକର ସକ୍ରାନ୍ତି ଯାଏ ମାସେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ...

୪ ପୁଅ ଥାଇ ବି ବେସାହାରା

ବାଲେଶ୍ୱର ଅଫିସ,୧୬।୧- ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ରୁଡ଼ିଙ୍ଗିଆ ଗ୍ରାମର ହରେକୃଷ୍ଣ ନାୟକ(୮୭)। ୪ ପୁଅ ଥିବା ସତ୍ତ୍ୱେ ଭରଣପୋଷଣ ପାଇବା ତ...

ଦୂବଘାଟି, ଟେଙ୍ଗେରୀ ଗ୍ରାମବାସୀଙ୍କୁ ଚୁଆ ଭରସା

ଫୁଲବାଣୀ ଅଫିସ, ୧୯ା୧୧: କନ୍ଧମାଳ ଜିଲା ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ପାଣିର ଘୋର ଅଭାବ। ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ...

ମିଲ୍‌ ଭିତରୁ ପାଇଲେ, ବେପାରୀଙ୍କୁ ଦାୟୀ କଲେ

ସମ୍ବଲପୁର,୧୯।୧୧(ବ୍ୟୁରୋ): ସମ୍ବଲପୁର ଜିଲା ଚାଆଁରପୁର ଅଞ୍ଚଳରେ ଚାଷୀମାନେ ୯ ଗାଡି ଧାନ ଅଟକ ରଖି ଯୋଗାଣ ବିଭାଗକୁ ଜିମା ଦେଇଥିଲେ। ମିଲ ଭିତରେ ମଧ୍ୟ ୭...

ଏନ୍‌ଟିପିସି ଡାକ୍ତରଙ୍କ ପ୍ରସ୍ତାବ ଉପରେ ମୋହର : ଗ୍ରହଣଖଣ୍ଡିଆ ରୋଗୀ ଯିବେ ହାଇଦ୍ରାବାଦ

ଅନୁଗୋଳ ଅଫିସ, ୧୪।୭ – ଅନୁଗୋଳ ଜିଲାରେ ଥିବା ଗ୍ରହଣଖଣ୍ଡିଆ ଓ ଅଗ୍ନି ବିକଳାଙ୍ଗ ରୋଗୀଙ୍କ ପ୍ଲାଷ୍ଟିକ ସର୍ଜରୀ ଚିକିତ୍ସା ହାଇଦ୍ରାବାଦରେ କରାଯିବ। ସେଠାରେ ମାଗଣା...

Advertisement
Archives

Model This Week