Posted inଜାତୀୟ

ବଜେଟ ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୨୯।୧: ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଚଳିତ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି କହିଛନ୍ତି। ଦଶନ୍ଧିର ଭରପୂର ଉପଯୋଗ ନେଇ ଚଳିତ ଅଧିବେଶନରେ ସମସ୍ତ ଚର୍ଚ୍ଚା ହେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲୋକଙ୍କ ଆଶା, ଆକାଂକ୍ଷାକୁ ପୂର୍ଣ୍ଣ କରି ସମସ୍ତ ସଦସ୍ୟ ପାର୍ଲାମେଣ୍ଟ ଅଧିବେଶନରେ ଭାଗନେବେ ବୋଲି ବିଶ୍ୱାସ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଚିନ୍ତା: ଉଚ୍ଚସ୍ତରୀୟ ବୈଠକ ଡକାଇ ସ୍ଥିତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ,୨୨।୧୨: ଚାଇନାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଭାରତରେ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ବିଏଫ୍‌-୭ର ୪ଟି ମାମଲା ଚିହ୍ନଟ ହେବାପରେ...

ଆବୁ-ଧାବି-ମୁମ୍ବାଇ ଫ୍ଲାଇଟରେ ହାଇଡ୍ରାମା

ମୁମ୍ବାଇ/ଆବୁଧାବି,୩୧ ।୧: ବିମାନରେ ଗୋଟିଏ ପରେ ଗୋଟିଏ ଅଘଟଣ ସାମ୍ନାକୁ ଆସୁଛି । ଏଥର ଏୟାର ଭିସ୍ତାରାର ଆବୁ-ଧାବିରୁ ମୁମ୍ବାଇ ଆସୁଥିବା ଏକ ଫ୍ଲାଇଟରେ ହାଇ...

ଭଗତ ସିଂଙ୍କୁ ଆତଙ୍କବାଦୀ କହିଲେ ପଞ୍ଜାବ ଏମ୍‌ପି

ଚଣ୍ଡିଗଡ଼, ୧୬ା୭: ସ୍ବାଧୀନତା ସଂଗ୍ରମୀ ଶହୀଦ ଭଗତ ସିଂଙ୍କୁ ଆତଙ୍କବାଦୀ କହି ବିବାଦକୁ ଆସଛନ୍ତି ପଞ୍ଜାବ ଏମ୍‌ପି ତଥା ଶିରୋମଣି ଅକାଳୀ ଦଳ ନେତା ସିମ୍ରନଜିତ୍‌...

ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲା: ସଞ୍ଜୟ ସିଂଙ୍କ ନେତୃତ୍ୱରେ ଦିଲ୍ଲୀ ଏନ୍‌ସିବିର ଏସ୍‌ଆଇଟି ଆରମ୍ଭ କଲା ଯାଞ୍ଚ, ୱାନଙ୍ଖଡେ ବି କରିବେ ସାହାଯ୍ୟ

ମୁମ୍ବାଇ,୬ ।୧୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଦିଲ୍ଲୀ ଟିମ୍‌ରେ ଥିବା ଉପ ମହାନିର୍ଦ୍ଦେଶକ ସଞ୍ଜୟ ସିଙ୍କ ନେତୃତ୍ୱରେ ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ...

ମିଶନ ଉତ୍ତରପ୍ରଦେଶ,ମମତା-କେଜ୍ରିଓ୍ବାଲଙ୍କ ଫର୍ମୂଲା ଅନୁସରଣ କରୁଛନ୍ତି ପ୍ରିୟଙ୍କା-ମାୟା-ଅଖିଳେଶ…

ଲକ୍ଷ୍ନୌ,୧୨।୧୦: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଭୋଟରଙ୍କୁ ହାତେଇବା ପାଇଁ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ବହୁଜନ ସମାଜବାଦୀ ପାର୍ଟିର ମାୟାବତୀ...

ଶ୍ୱାସରୋଗରୁ ଦୂରେଇ ରହିବା ପାଇଁ…

ଶ୍ୱାସରୋଗରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ଉପାୟ ସମ୍ପର୍କରେ ଉଲ୍ଲେଖ ରହିଛି। ପୁରୁଣା ଶ୍ୱାସରୋଗରୁ ମୁକ୍ତି ପାଇଁ ହଳଦୀ, ଗୋଲମରିଚ, ଦ୍ରାକ୍ଷା ଓ...

ଅଟକିବନି ସିରିଏଲ୍‌ ଶୁଟିଂ

ମୁମ୍ବାଇ,୧୪।୪: ମହାରାଷ୍ଟ୍ରରେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ୧୫ ଦିନିଆ ଜନତା କର୍ଫ୍ୟୁ ପାଇଁ ଘୋଷଣା କରିଛନ୍ତି। ଏହି ସମୟରେ ଫିଲ୍ମ, ଟିଭି...

ସହରରେ କର୍ଫ୍ୟୁ ଜାରି କଲା ପ୍ରଶାସନ

ପଟିଆଲା,୨୯।୪: ପଞ୍ଜାବର ପଟିଆଲାରେ ଶୁକ୍ରବାର ଶିବସେନା ପକ୍ଷରୁ ଖଲିସ୍ତାନ ବିରୋଧରେ ବାହାର କରାଯାଇଥିବା ଶୋଭାଯାତ୍ରା ସମୟରେ ଶିବସେନା କର୍ମକର୍ତ୍ତା ଓ ଖଲିସ୍ତାନ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ...

Advertisement
Archives

Model This Week