ବାର୍‌ହା ପାଇଁ ବିଛା ଯାଇଥିଲା ଜାଲ: ଶିକାର ହେଲା ହାତୀ

ଢେଙ୍କାନାଳ ଅଫିସ,୧।୧୨: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ କଡ଼ାଲ ଗ୍ରାମ ନିକଟରୁ ଏକ ମୃତ ଦନ୍ତାହାତୀ ପଡ଼ିଥିବା ମଙ୍ଗଳବାର ସକାଳୁ ଦେଖିବାକୁ ମିଳିଛି। ହାତୀ ପାଖରେ ଏକ ବାର୍‌ହା ମଧ୍ୟ ପଡ଼ିଥିଲା। ବିଦ୍ୟୁତ୍‌ ଆଘତରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବାର୍‌ହା ଶିକାର ପାଇଁ ଏହି ବିଦ୍ୟୁତ ତାର ବିଛା ଯାଇଥିବା ଜଣା ପଡ଼ିଛି। ଏ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରହା ଶିକାର ପାଇଁ ଭିଡୁଥିଲେ ବୋମା, ବିସ୍ଫୋରଣ ଘଟି ଛିଣ୍ଡିଗଲା ଯୁବକଙ୍କ ୨ ପାପୁଲି

ପରଜଙ୍ଗ, ୧୯ା୬ (ନିଗମାନନ୍ଦ ଦଳବେହେରା): ଜଙ୍ଗଲରୁ ବାରହା ଶିକାର କରିବା ପାଇଁ ବୋମା ତିଆରି ବେଳେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ୨ ପାପୁଲି ଛିଣ୍ଡି ଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri