ମା’ଙ୍କ ମୃତ୍ୟୁପରେ ଭାବପ୍ରବଣ ହେଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ତଥା ଭାଜପା ନେଥା ବାବୁଲ ସୁପ୍ରିୟୋଙ୍କ ମା’ଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ମା’ଙ୍କ ମୃତ୍ୟୁ ପରେ ସୁପ୍ରିୟୋ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି। ମା’ଙ୍କର ଏକ ପୁରୁଣା ଫଟୋ ଶେୟାର କରି ସେ ଲେଖିଛନ୍ତି, ମା’ ତୋର ପୁଅ ୨୦ ଘଣ୍ଟାରେ ଆହୁରି ୨୦ ବର୍ଷ ବଡ଼ ହୋଇଯାଇଛି। ମା’ ଚାଲିଯାଇଛନ୍ତି, ସେ ଆଉ କେବେ ଫେରିବେ ନାହିଁ। ମୁଁ ମୋର ପ୍ରତି ଜନ୍ମରେ ତାଙ୍କୁ ମା’ ରୂପରେ ପାଇବାକୁ ଚାହୁଁଛି ବୋଲି ସେ କହିଛନ୍ତି। ଏଥିସହ ଏହି ଦୁଃଖଦ ସମୟରେ ଯେଉଁମାନେ ତାଙ୍କ ସହ ଛିଡା ହୋଇଛନ୍ତି ସେ ମସସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରିତିକଙ୍କ ମୁଣ୍ଡରେ ଝୁଲୁଛି ବିଜ୍ଞାପନର ଖଣ୍ଡା, ମାଗିବାକୁ ପଡିବ କ୍ଷମା

ମୁମ୍ବାଇ: ଏମିତି ସମୟ ଥିଲା ଯେତେବେଳେ ଲୋକେ ବଲିଉଡ ଷ୍ଟାରଙ୍କୁ ଆଖିବୁଜି ଭଲ ପାଉଥିଲେ । ଏମିତିକି ସେମାନଙ୍କ ଭୁଲ ବି ନଜରକୁ ଆସୁ ନ...

୧୦୦ କୋଟି କ୍ଲବ୍‌ରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ‘ବ୍ରହ୍ମାସ୍ତ୍ର’ ତିନି ଦିନ ମଧ୍ୟରେ୧୦୦କୋଟି କ୍ଲବରେ...

୨୧ ବର୍ଷରେ ପ୍ରେମରେ ପଡ଼ିଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ପ୍ରେମ ଏବଂ ବ୍ରେକଅପ ବିଷୟରେ ଏକ ନୂଆ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ ତାଙ୍କ ପ୍ରେମ ସମ୍ପର୍କ...

ଡ୍ରେସ୍‌କୁ ନେଇ ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କଙ୍ଗନା ସୋସିଆଲ ମିଡିଆରେ ଏକ ଟ୍ରାନ୍ସପରେଟ ପୋଷାକ ପିନ୍ଧିଥିବାର ଥ୍ରୋବ୍ୟାକ୍‌ ଫଟୋ...

ଉର୍ଫି ଜଣେ ଫ୍ୟାଶନ୍‌ ଆଇକନ୍‌: ରଣବୀର

ବମ୍ବେ: ଯିଏ ନିଜର ଅଜବଗଜବ ପରିଧାନକୁ ନେଇ ସର୍ବଦା ରହିଥାନ୍ତି ଚର୍ଚ୍ଚାରେ, ତାଙ୍କର ବଡ଼ ପ୍ରଶଂସକ ପାଲଟିଛନ୍ତି ବଲିଉଡ୍‌ ସୁପରଷ୍ଟାର ରଣବୀର ସିଂହ। ଆମେ କହୁଛୁ...

ପ୍ରଥମ ଥର ପାଇଁ ଡବଲ ରୋଲ୍‌ରେ ସିଦ୍ଧାର୍ଥ

୨୦୧୯ରେ ମୁକ୍ତିଲାଭ କରିଥିବା ସୁପରହିଟ୍‌ ତାମିଲ ଫିଲ୍ମ ‘ଥଣ୍ଡମ’ ର ହିନ୍ଦୀ ରିମେକ୍‌ ଖୁବ୍‌ଶୀଘ୍ର ନିର୍ମାଣ ହେବାକୁ ଯାଉଛି। ଏଥିରେ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ...

‘ଅବତାର: ଦ ୱେ ଅଫ ୱାଟର’ର ନୂଆ ଟ୍ରେଲର ରିଲିଜ୍‌, ଡିସେମ୍ବରରେ ରିଲିଜ୍ ହେବ ଫିଲ୍ମ

ମୁମ୍ବାଇ: ଜେମ୍ସ କ୍ୟାମରୁନଙ୍କ ନିର୍ଦ୍ଦେଶିତ ହଲିଉଡ ଫିଲ୍ମ ‘ଅବତାର’ ସାରା ବିଶ୍ୱରେ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ଭାବେ ଜଣାଶୁଣା ।...

୭୫ ବର୍ଷର ସଂଘର୍ଷମୟ ଜୀବନ: ଜାଭେଦ୍‌ ଅଖତରଙ୍କ ମୁହଁକୁ ସ୍କ୍ରିଫ୍ଟ ଫୋପାଡ଼ି ଦେଇଥିଲେ ଜଣେ ଫିଲ୍ମ ନିର୍ମାତା

ମୁମ୍ବାଇ: ବିଶିଷ୍ଟ ଗୀତିକାର ଜାଭେଦ୍‌ ଅଖତର୍‌ ଶୁକ୍ରବାର ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ...

Advertisement
Archives

Model This Week