ଶିଶୁ ହେପାଜତ ମାମଲାରେ ହେବିୟସ୍‌ କର୍ପସ ହୋଇପାରିବ ନାହିଁ: ହାଇକୋର୍ଟ

କଟକ,୨୧ା୬:ସ୍ବାମୀଙ୍କ ଠାରୁ ଶିଶୁକୁ ହେପାଜତକୁ ନେବା ଦାବିରେ ସ୍ତ୍ରୀ କରିଥିବା ଆବେଦନ ଉପରେ ହେବିୟସ୍‌ କର୍ପସ ଇସ୍ୟୁ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆବେଦନକାରିଣୀ କୌଶଲ୍ୟା ଦାସଙ୍କ ପକ୍ଷରୁ ଦାଏର ପିଟିଶନର ଶୁଣାଣି କରି ଜଷ୍ଟିସ୍‌ ସଂଗ୍ରାମ କୁମାର ସାହୁ ଏବଂ ଏମ୍‌.ଏମ୍‌. ରମଣଙ୍କ ଖଣ୍ଡପୀଠ ଏହା କହିଛନ୍ତି। ଏନେଇ ଖଣ୍ଡପୀଠ ତେଜସ୍ବସିନୀ ଗୌଡ଼ ଏବଂ ଜଗଦୀଶ ପ୍ରସାଦ ତିଓ୍ବାରୀଙ୍କ ମଧ୍ୟରେ ହୋଇଥିବା ଅନୁରୂପ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ଉଦାହରଣ ଦେଇଥିଲେ। ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ଦର୍ଶାଇଥିଲେ ଯେ, ହେବିୟସ୍‌ କର୍ପସ ପ୍ରୋସିଡିଂ ଶିଶୁର ଆଇନଗତ ହେପାଜତ ପ୍ରସଙ୍ଗକୁ ଯଥାର୍ଥ ଭାବେ ଦର୍ଶାଉନାହିଁ। ଶିଶୁର ହେପାଜତ ଆଇନଗତ ହୋଇ ନ ଥିଲେ, ମାମଲାରେ ହାଇକୋର୍ଟ ରିଟ୍‌କୁ ଗ୍ରହଣ କରିଥାନ୍ତି। ଶିଶୁର କଲ୍ୟାଣ ଓ ବିକାଶ ହେଉଛି ପ୍ରାଥମିକ। ସେଥିପାଇଁ ମହିଳାଙ୍କ ଏଭଳି ଆବେଦନକୁ ହାଇକୋର୍ଟ ଗ୍ରହଣ କରିନାହାନ୍ତି। ମାମଲାରେ ସବିଶେଷ ତଦନ୍ତ ଆବଶ୍ୟକ ଥିବା ଅଦାଲତ କହିଛନ୍ତି। ହେପାଜତ ମାମଲାରେ ଉଭୟ ସ୍ତ୍ରୀ-ସ୍ବାମୀ ସିଭିଲ୍‌ କୋର୍ଟରେ ଆବେଦନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିରାମ ପରମହଂସ ଉଚ୍ଚ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପରିବେଷଣରେ ଅନିୟମିତତା: ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟରେ ଝୁଲୁଛି ତାଲା

ରସୁଲପୁର,୨୦।୮(ଡିଏନଏ)- ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଦାମୋଦରପୁର ଗ୍ରାମସ୍ଥିତ ଅଭିରାମ ପରମହଂସ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପରିବେଷଣରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଶନିବାର ଏହି...

ବ୍ରହ୍ମପୁରରେ ସଙ୍ଗିନ ହେଉଛି କରୋନା ସ୍ଥିତି

ବ୍ରହ୍ମପୁର ଅଫିସ,୨୫ା୬-ବ୍ରହ୍ମପୁରରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହରର ଭିଡ ନିୟନ୍ତ୍ରଣ କରିବା ନେଇ ବୁଧବାର ବିଳମ୍ବିତ...

ପୋତିଦେଲେ ଡ୍ରେନ୍‌, ଉପୁଜିପାରେ ଜଳବନ୍ଦୀ ସମସ୍ୟା

ଭୁବନେଶ୍ୱର,୧୧।୩ (ବ୍ୟୁରୋ): ଭାରତରେ ଜି-୨୦ ସମ୍ମିଳନୀ ଅବସରରେ ବିଦେଶୀ ପ୍ରତିନିଧି ଦଳ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ବରମୁଣ୍ଡାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ...

୨୩ରେ ଅନୁଗୋଳ-ଭୁବନେଶ୍ୱର ବସ୍‌ ବନ୍ଦ

ଅନୁଗୋଳ ଅଫିସ, ୪।୧୨: କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ ଶେଷ ହେଉନାହିଁ। ଏପରି କି କାର୍ଯ୍ୟ ତ୍ୱରାନ୍ବିତ ହେଉ ନ ଥିବାରୁ ରାସ୍ତା ଶୋଚନୀୟ...

୧୯୩୩ଙ୍କୁ ମିଳିଛି ଶହେ ଦିନର କାମ

ଛେଣ୍ଡିପଦା,୨୫।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଆବାସ ଯୋଜନା ୨୦୨୨-୨୩ ବର୍ଷର...

ବିଧାୟକଙ୍କ ପିଏସଓ, ଡ୍ରାଇଭର ଆକ୍ରମଣ ପ୍ରତିବାଦରେ ଭଜପାର ରାସ୍ତାରୋକୋ

ଲୋଇସିଂହା,୧୩।୪(ଡିି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ପିଏସ୍‌ଓ ଏବଂ ଡ୍ରାଇଭରଙ୍କୁ ମଙ୍ଗଳବାର ଆକ୍ରମଣ କରାଯାଇଥିଲା। ଏ ନେଇ ଲୋଇସିଂହା ଅଞ୍ଚଳରେ ଆଇନ ଶୃଙ୍ଖଳା...

ପେଟ୍ରୋଲ, ଡ଼ିଜେଲ ଚୋରି କରି ଧରାପଡ଼ିଲେ ଅଭିଯୁକ୍ତ

ନାକଟିଦେଉଳ,୩୧ା୭(ବୈକୁଣ୍ଠ ନାଥ ସାହୁ): ନାକଟିଦେଉଳ ଥାନା ବାଟଗାଁ ଛକର ଏକ ଦୋକାନରୁ ଚୋରି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ...

୮ଟି ଜିଲାରେ କାଳବୈଶାଖୀ ଭୟ

ଭୁବନେଶ୍ୱର,୨୩।୪: ଓଡ଼ିଶାର ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ୮ ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ସାଙ୍ଗକୁ ଝଡତୋଫାନ ସମ୍ଭାବନା ରହିଥିବା ଭୁବନେଶ୍ୱର...

Advertisement
Archives

Model This Week