ଜନ୍ମାଷ୍ଟମୀରେ ଫିଟିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ: ହେବ ଧନ ବର୍ଷା

ଚଳିତ ବର୍ଷ ଅଗଷ୍ଟ ୧୧/୧୨ ତାରିଖରେ ଜନ୍ମାଷ୍ଟମୀ ପଡ଼ୁଛି। ପଞ୍ଚଙ୍ଗ ଅନୁଯାୟୀ, ଜନମାଷ୍ଟମୀ ୧୧ ତାରିଖ ସକାଳ ୯.୦୭ ରୁ ଆରମ୍ଭ ହୋଇ ପରଦିନ ସକାଳ ୧୧.୧୭ ପର୍ଯ୍ୟନ୍ତ ଜାରି ରହିବ। ଜ୍ୟୋତିଷ୍ୟମାନଙ୍କ ଅନୁଯାୟୀ ଏହି ସମୟରେ ଅନେକ ରାଶି ପାଇଁ ଶୁଭ ସହ ଧନ ପ୍ରାପ୍ତିର ଯୋଗ ରହିଛି । ସେଗୁଡିକ ହେଲା ମେଷ, କର୍କଟ, ସିଂହ, ଧନୁ ଏବଂ ମୀନ। ଏହି ସବୁ ରାଶି ଅଧିକ ଲାଭଦାୟକ ହେବ ଜନ୍ମାଷ୍ଟମୀରେ।

ଏହି ଦିନରୁ ଏହିସବୁ ରାଶିଙ୍କ ଭାଗ୍ୟ ଫିଟିବା ସହ ଆରମ୍ଭ କରିଥିବା କାର୍ଯ୍ୟରେ ନିଶ୍ଚିତ ଭାବରେ ସଫଳ ହେବବେ। ଯେଉଁମାନେ ଏକ ନୂତନ ରୋଜଗାର କିମ୍ବା ବ୍ୟବସାୟ ଆରମ୍ଭ କରନ୍ତି ସେମାନେ ବହୁତ ଲାଭବାନ ହେବେ। କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ହେବ ନାହିଁ କିମ୍ବା ଏଥିରେ କ୍ଷତି ହେବାର ସମ୍ଭାବନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚିକେନ ରାଜପୁତାନା

ପୁରୀ ସହରର ଭିଆଇପି ରୋଡରେ ରହିଛି ହୋଟେଲ ଭିଆଇପି ସ୍କୋୟାର। ଏହି ହୋଟେଲର ଏକ ଚାହିଦା ଥିବା ଡିଶ୍‌ ହେଉଛି ଚିକେନ ରାଜପୁତାନା। ଏହାର ଗୋଟିଏ...

ରାତିରେ ଏସବୁ ଖାଦ୍ୟ ଖାଇଲେ ବଢ଼ିଯାଏ ଓଜନ

ଆଜିକାଲି ଓଜନ ବଢ଼ିବା ସମସ୍ୟା ନେଇ ପ୍ରାୟ ସମସ୍ତେ ଚିନ୍ତିତ। ଏମିତି କିଛି ଖାଦ୍ୟ ରହିଛି ଯାହାକୁ ରାତିରେ ଶୋଇବା ପୂର୍ବରୁ ଖାଇଲେ ଓଜନ ବଢ଼ିବାର...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁ ଉପକାରୀ…

ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗରେ ପୀଡ଼ିତ। ଏହି ରୋଗ ହେଲେ ରକ୍ତରେ ଶର୍କରା ଅଂଶ ବଢ଼ିଯାଇଥାଏ। ଶରୀରରେ ଇନ୍‌ସୁଲିନ ଠିକ୍‌ ଭାବେ କାମ କରି...

ଆଜିଠୁ ନବରାତ୍ରି ଆରମ୍ଭ: ଭୁଲରେ ମଧ୍ୟ କରନ୍ତୁ ନାହିଁ ଏପରି କାମ

ଶାରଦୀୟ ନବରାତ୍ରି ୧୭ ଅକ୍ଟୋବରରୁ ଆରମ୍ଭ ହୋଇଛି। ଏହା ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ, ମା ଦୁର୍ଗାଙ୍କର ପୂଜା କଲେ କୃପା ମିଳିଥାଏ।...

ପିଲାଙ୍କୁ ଶୁଣାନ୍ତୁ ଗପ

ଆଜିକାଲି ଡିଜିଟାଲ ଯୁଗରେ ପିଲାମାନେ ଅଧିକାଂଶ ସମୟ ଫୋନ୍‌, ଟିଭି, କମ୍ପ୍ୟୁଟର ଆଗରେ କଟାଉଛନ୍ତି। ଏସବୁର ଭଲ ପ୍ରଭାବ ସହିତ କୁପ୍ରଭାବ ବି ରହିଛି। ତେଣୁ...

ଚିକେନ୍‌ ଦମ୍‌ ବିରିୟାନି

ଆବଶ୍ୟକ ସାମଗ୍ରୀ : ବସୁମତୀ ଚାଉଳ, ଚିକେନ୍‌, ପୋଦିନାପତ୍ର, ଡାଲଚିନି, ଗୁଜୁରାତି, ଅନାସୀଫୁଲ, କ୍ଷୀର, ଦହି, ଅଣ୍ଡା, ପିଆଜ, ଅଦା, ରସୁଣ, ଲବଙ୍ଗ, କଳାମରିଚ, ତେଜପତ୍ର,...

ଏହି ୫ ରାଶିର ଝିଅମାନେ ପୁଅଙ୍କୁ ନିଜପ୍ରତି କରିଥାନ୍ତି ଆକର୍ଷିତ

ରାଶି ଦ୍ୱାରା ମଣିଷର ଗୁଣ ଏବଂ ବିଘ୍ନତା ବିଷୟରେ ସବୁକିଛି ଜଣାପଡ଼ିଥାଏ। ପ୍ରତିଦିନର ରାଶିଫଳ ମାଧ୍ୟମରେ ଦିନଟି କିପରି ବିତିବ ତାହା ଜଣାପଡ଼ିଥାଏ। ଯାହା ଫଳରେ...

ଡିଜିଟାଲ ଡ୍ରଗ ଡିଭାଇସ୍‌

କାର୍ଯ୍ୟବ୍ୟସ୍ତତା ଏବଂ ଅଧିକ କାର୍ଯ୍ୟ ଚାପ ଯୋଗୁଁ ଅନେକ ଆଜିକାଲି ମାନସିିକ ଚାପ (ମେଣ୍ଟାଲ ପ୍ରେସର)ର ସମ୍ମୁଖୀନ ହେଉଛନ୍ତି। ଯଦି ଆପଣ ଏପରି ପରିସ୍ଥିତିର ସମ୍ମୁଖୀନ...

Play 250+ Trending Games
Archives

Model This Week

Why Dharitri