Posted inଫୁରସତ

ମହିଳାଙ୍କୁ ମୁଣ୍ଡରୁ ଟୋପି ନେଇଯାଉଛି ହାତୀ, ଭିଡିଓ ଦେଖିଲେ…

ସମସ୍ତେ ସୋସିଆଲ ମିଡିଆରେ ମଜାଳିଆ ଏବଂ ଚମତ୍କାର ଭିଡିଓ ଦେଖିବାକୁ ପସନ୍ଦ କରନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ମୁହଁରେ ବି ହସ ଖେଳିଯିବ।

ଭାଇରାଲ ଭିଡିଓରେ ଏକ ହାତୀ ସହିତ ଫଟୋ ଉଠାଉଥିବା ସମୟରେ ଜଣେ ମହିଳାଙ୍କ ମୁଣ୍ଡରୁ ଶୁଣ୍ଢ ସାହାଯ୍ୟରେ ଟୋପି ନେଇ ଯାଉଛି ହାତୀ। ଏହା ପରେ ହାତୀଟି ଯାହା କରୁଛି ଦେଖିଲେ ପ୍ରଶଂସା କରିବେ।

 


ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇ କହିଥିଲେ, ତାଙ୍କ ଭଉଣୀ ତାଙ୍କୁ କ୍ୟାପ୍‌ ଉପହାର ଦେଇଛନ୍ତି। ସେ ହାତୀକୁ ପଚାରିଥିଲେ ଯେ, ସେ ତାଙ୍କୁ ଫେରାଇ ଆଣି ଦେବ କି? ଆଶ୍ଚର୍ଯ୍ୟର କଥା ହାତୀଟି ଶୁଣ୍ଢରୁ ଟୋପି ବାହାର କରି ସଙ୍ଗେ ସଙ୍ଗେ ସେହି ମହିଳାଙ୍କୁ ଦେଇଦେଲା।

ଏଥିରେ କ୍ୟାପଶନ ଲେଖାଅଛି, ଏହି ହାତୀଟି ମହିଳାଙ୍କ ଟୋପି ଖାଇବାର ନାଟକ କରେ। କିନ୍ତୁ ପରେ ଏହାକୁ ଫେରାଇ ଦିଏ। ଭିଡିଓଟି ଟୁଇଟର ପେଜ୍‌ରେ ଶେୟାର ହେବା ପରେ ବର୍ତ୍ତମାନ ସୁଦ୍ଧା ଏହାକୁ ୧୬ ଲକ୍ଷ ଥର ଦେଖାସରିଲାଣି। ଲୋକେ ହାତୀର ଏପରି ହାବଭାବକୁ ବହୁତ ପସନ୍ଦ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପ୍ରାଣୀମାନଙ୍କର ଏକ ଚମତ୍କାର ହାସ୍ୟରସ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାରି ହେଲା ସୂର୍ଯ୍ୟର ସ୍ପଷ୍ଟ ଫଟୋ: ଝଟକୁଛି ଦାନାଦାର ସୁନା କଣିକା

ହଓ୍ବାଇ,୩୦।୧: ସୂର୍ଯ୍ୟର ସ୍ପଷ୍ଟ ଫଟୋକୁ ଆମେରିକା ଜାରି କରିଛି। ଏହାକୁ ହାଓ୍ବାଇର ନ୍ୟାସନାଲ୍‌ ସାଇନ୍ସ୍‌ ଫାଉଣ୍ଡେଶନ ପକ୍ଷରୁ ଡେନିୟଲ କେ ଇନୋୟ ଟେଲିସ୍କୋପ୍‌ ଦ୍ୱାରା ଉତ୍ତୋଳନ...

ବାଘକୁ ଆକ୍ରମଣ କଲା ଘୁଷୁରି ଛୁଆ: ତା ପରେ ଘଟିଲା ଏମିତି

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଘୁଷୁରି ଛୁଆ ଏକ ବାଘକୁ ଆକ୍ରମଣ କରୁଥିବା ଭିଡିଓ ବେଶ ଭାଇରାଲ ହେବାରେ...

ସାବଧାନ! ଏସବୁ ଫୋନ୍‌ରେ ବନ୍ଦ ହୋଇଯିବ ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୩୧ା୧୦: ହ୍ବାଟ୍ସଆପ୍‌ ହେଉଛି ସବୁଠୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌। ଅନେକ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ଉପଭୋକ୍ତା ସେମାନଙ୍କ ନିଜ ଲୋକମାନଙ୍କ ସହ ଯୋଡ଼ି ହୋଇ...

ସାର୍‌ ଗାଈ ଦେଉନି କ୍ଷୀର, ଥାନାକୁ ଡାକି ଟିକେ ବୁଝାଅ ବୋଲି ମାଲିକଙ୍କ ଗୁହାରି…

ଶିମୋଗା,୮।୧୨: ପୋଲିସ ଷ୍ଟେସନରେ ସାଧାରଣତଃ ଚୋରି, ଡକାୟତି, ଧମକ, ଆକ୍ରମଣ, ହତ୍ୟା ଏବଂ ବଳାତ୍କାରର ମାମଲା ଆଦି ରୁଜୁ ହୋଇଥାଏ। କିନ୍ତୁ ବେଳେବେଳେ ଏପରି ମାମଲା...

ଯୁବତୀଙ୍କ କୋଳରେ ଶିଶୁ ଥିବା ଦେଖି ମେଟ୍ରୋରେ ସିଟ୍‌ ଛାଡ଼ିଦେଲେ ଯୁବକ; ତା’ ପରେ ଯାହା ହେଲା ଜାଣିଲେ…

ନୂଆଦିଲ୍ଲୀ,୨୪।୭: ମେଟ୍ରୋରେ ଯାତ୍ରା କରିବା ସମୟରେ ଭିଡ ହେବା ସ୍ବାଭାବିକ। ହେଲେ ଅନେକ ସମୟରେ ଭିଡ ଜମିବା ସତ୍ତ୍ୱେ କିଛି ଲୋକ ମାନବିକତା ନାମରେ ଅଭାବୀ...

ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶା

୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶା ଏକ ଗୌରବମୟ ଭୂମିକା ଗ୍ରହଣ କରିଥିଲା। ଅଗଷ୍ଟ ୯ ତାରିଖ ରାତିରେ ବମ୍ବେଠାରେ ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟକାରୀ...

ବୁଲିଯାଆନ୍ତୁ ରାଜସ୍ଥାନର ବରନ

ବରନ ହେଉଛି ରାଜସ୍ଥାନର ବରନ ଜିଲା ଅନ୍ତର୍ଗତ ଏକ ପବିତ୍ରତମ ପର୍ଯ୍ୟଟନସ୍ଥଳୀ। ଏକାଦଶ ଖ୍ରୀଷ୍ଟାବ୍ଦରେ ନିର୍ମିତ ପବିତ୍ର ଭାଣ୍ଡ ଦେବ୍ରା ମନ୍ଦିର ଏବଂ ସୀତାବରୀ ପାଇଁ...

ପ୍ରବଳ ଥଣ୍ଡାରେ ଜମାଟ ବାନ୍ଧିଲା ଅଣ୍ଡା-ନୁଡୁଲ୍ସ୍‌ : ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୋଭୋସିବିରସ୍କି,୨୯।୧୨: ପ୍ରବଳ ଥଣ୍ଡାରେ ଅଣ୍ଡା ଏବଂ ନୁଡୁଲ୍ସ୍‌ କିଭଳି ତଳେ ନ ପଡ଼ି ଜମାଟ ବାନ୍ଧି ଯାଇଛି, ତାହାର ଏକ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ...

Advertisement
Archives

Model This Week