Posted inଫୁରସତ

ମହିଳାଙ୍କୁ ମୁଣ୍ଡରୁ ଟୋପି ନେଇଯାଉଛି ହାତୀ, ଭିଡିଓ ଦେଖିଲେ…

ସମସ୍ତେ ସୋସିଆଲ ମିଡିଆରେ ମଜାଳିଆ ଏବଂ ଚମତ୍କାର ଭିଡିଓ ଦେଖିବାକୁ ପସନ୍ଦ କରନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ମୁହଁରେ ବି ହସ ଖେଳିଯିବ।

ଭାଇରାଲ ଭିଡିଓରେ ଏକ ହାତୀ ସହିତ ଫଟୋ ଉଠାଉଥିବା ସମୟରେ ଜଣେ ମହିଳାଙ୍କ ମୁଣ୍ଡରୁ ଶୁଣ୍ଢ ସାହାଯ୍ୟରେ ଟୋପି ନେଇ ଯାଉଛି ହାତୀ। ଏହା ପରେ ହାତୀଟି ଯାହା କରୁଛି ଦେଖିଲେ ପ୍ରଶଂସା କରିବେ।

 


ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇ କହିଥିଲେ, ତାଙ୍କ ଭଉଣୀ ତାଙ୍କୁ କ୍ୟାପ୍‌ ଉପହାର ଦେଇଛନ୍ତି। ସେ ହାତୀକୁ ପଚାରିଥିଲେ ଯେ, ସେ ତାଙ୍କୁ ଫେରାଇ ଆଣି ଦେବ କି? ଆଶ୍ଚର୍ଯ୍ୟର କଥା ହାତୀଟି ଶୁଣ୍ଢରୁ ଟୋପି ବାହାର କରି ସଙ୍ଗେ ସଙ୍ଗେ ସେହି ମହିଳାଙ୍କୁ ଦେଇଦେଲା।

ଏଥିରେ କ୍ୟାପଶନ ଲେଖାଅଛି, ଏହି ହାତୀଟି ମହିଳାଙ୍କ ଟୋପି ଖାଇବାର ନାଟକ କରେ। କିନ୍ତୁ ପରେ ଏହାକୁ ଫେରାଇ ଦିଏ। ଭିଡିଓଟି ଟୁଇଟର ପେଜ୍‌ରେ ଶେୟାର ହେବା ପରେ ବର୍ତ୍ତମାନ ସୁଦ୍ଧା ଏହାକୁ ୧୬ ଲକ୍ଷ ଥର ଦେଖାସରିଲାଣି। ଲୋକେ ହାତୀର ଏପରି ହାବଭାବକୁ ବହୁତ ପସନ୍ଦ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପ୍ରାଣୀମାନଙ୍କର ଏକ ଚମତ୍କାର ହାସ୍ୟରସ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୩ରେ ଗୁଗୁଲ୍ ରେ କ’ଣ ସର୍ଚ୍ଚ କରିଥିଲେ ଭାରତୀୟ? କିଆରା ଆଡଭାନୀଙ୍କ ଠାରୁ ଚନ୍ଦ୍ରୟାନ୍-୩ ପର୍ଯ୍ୟନ୍ତ ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୧।୧୨: ୨୦୨୩ ଶେଷ ହୋଇ ଆସୁଥିଲା ବେଳେ, ବର୍ତମାନ ଚଳିତ ବର୍ଷ ଘଟିଥିବା ଘଟଣାଗୁଡ଼ିକ, ବିଭିନ୍ନ ପ୍ରଶ୍ନ ଏବଂ ଆଗ୍ରହ ବିଷୟରେ ଚିନ୍ତା କରିବାର ସମୟ...

ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ଦିନକର ଲାଭ ଜାଣିଲେ  ଛାଡ଼ିଦେବେ ଚାକିରି, ଭିଡିଓ ଦେଖିଲେ… 

ଗୁପ୍‌ଚୁପ୍‌ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ । ଯେ କେହି ଏହାକୁ ସପ୍ତାହରେ ଥରେ କିମ୍ବା ୨ ଥର ଖାଉଥିବେ। । ମାତ୍ର ଏହା କ’ଣ...

ଗୁପ୍‌ଚୁପ୍‌ ବିକାଳି କହିଲେ ନିଜର ଗୋଟିଏ ଦିନର ରୋଜଗାର, ଚାକିରିଆଙ୍କୁ ବି ପକାଇଲେ ପଛରେ

ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ବିକାଳିଙ୍କୁ ଦେଖିଥିବେ ନିଶ୍ଚିତ। ଏକ ଠେଲାରେ କିଛି ଗୁପ୍‌ଚୁପ୍‌ ଧରି ସେମାନେ ଗରାଖଙ୍କ ବାଟକୁ ଚାହିଁ ରହିଥାନ୍ତି। କେବେ ଭାବିଛନ୍ତି ଏହି ଗୁପ୍‌ଚୁପ୍‌...

କେଜି ପିଲାଙ୍କ ପାଇଁ ବିଦ୍ୟାଳୟରେ ଅଜବ ଫି: ଅଭିଭାବକଙ୍କ ଲାଗି ମଧ୍ୟ ଦେୟ, ସୋସିଆଲ ମିଡିଆରେ ଭାଇରାଲ…

ନୂଆଦିଲ୍ଲୀ,୧୧।୧୨ : ସମୟ ସହିତ ବେସରକାରୀ ବିଦ୍ୟାଳୟଗୁଡ଼ିକର ଫି ଏବେ ମହଙ୍ଗା ହେବାରେ ଲାଗିଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ତାଙ୍କ ପିଲାମାନଙ୍କୁ ଇଂଲିଶ ମାଧ୍ୟମ...

ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ କରିଥିବା ଯୁବକ ଏବେ ଜେଲ୍‌ରେ: ଜାଣନ୍ତୁ କାହିଁକି

ମ୍ୟାଡେଲିନ ବ୍ରୋକୱେ ଏବଂ ଜ୍ୟାକବ ଲାଗ୍ରନଙ୍କ ବିବାହକୁ ‘ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ’ କୁହାଯାଏ। ଏହି ବିବାହରେ ହୋଇଥିବା ଖର୍ଚ୍ଚ ବିଷୟରେ ଜାଣିବା ପରେ ହିଁ...

ସ୍ପାମ କଲ  ବିରକ୍ତି  କରିପକାଉଛି କି, ଭିଡିଓ ଦେଖି ଆପଣାନ୍ତୁ ଏହି ଉପାୟ 

ବର୍ତ୍ତମାନ ସ୍ପାମ କଲ ପାଇଁ  ସମସ୍ତେ ଅସୁବିଧାରେ ପଡ଼ୁଛନ୍ତି। ଏହା ଅନେକ ସମୟରେ ଅସୁବିଧାରେ ପକାଇଥାଏ। ଅନେକ ଚେଷ୍ଟା ପରେ ମଧ୍ୟ ଯଦି ଆପଣ ଏହି...

ପୃଥିବୀ ବି ନେଇଥାଏ ନିଃଶ୍ୱାସ, ଦେଖନ୍ତୁ ଏହି ଭିଡିଓ…

ଆମେ ପୃଥିବୀ ଉପରେ ବାସ କରୁ। ଆମେ ବଞ୍ଚିବା ପାଇଁ ପୃଥିବୀରୁ ବହୁତ କିଛି ପାଇଥାଉ, ତେଣୁ କେତେକ ସଭ୍ୟତାରେ ଏହାକୁ ମା’ ଭାବରେ ପୂଜା...

ବରଣମାଳା ସମୟରେ ଷ୍ଟେଜ୍‌ ଉପରେ କନ୍ୟାଙ୍କୁ ଅଜବ ଡିମାଣ୍ଡ କଲେ ବର, ଭିଡିଓ ଦେଖି ରାଗିଗଲେ ଲୋକେ, କହିଲେ…

ବର୍ତ୍ତମାନ ଚାରିଆଡ଼େ ବିବାହ ଋତୁ ଚାଲିଛି। ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବରକନ୍ୟା ସ୍ବତନ୍ତ୍ର କିଛି କରିଥାନ୍ତି। ଏବେ ସେମିତି ଜଣେ ବରଙ୍କ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri