ଜବରଦଖଲ ଉଚ୍ଛେଦ ପରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ବଲାଙ୍ଗୀର ଅଫିସ,୨୩।୨: ବଲାଙ୍ଗୀର ଟାଉନ କଂଗ୍ରେସ ପକ୍ଷରୁ ଭୂମିହୀନ, ବାସହୀନ ଲୋକଙ୍କୁ ବିନାମୂଲ୍ୟରେ ଜମି ଯୋଗାଇ ଦେବା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପଦର୍ଶନ କରାଯାଇଛି। ବଲାଙ୍ଗୀର ସହରରେ ବିଭିନ୍ନ ସରକାରୀ ଜମିକୁ ଜବରଦଖଲ କରି ଗରିବ ଖଟିଖିଆ ପରିବାର ନିଜ ପାଇଁ ଘର ଖଣ୍ଡେ ତିଆରି କରି ସେଠାରେ ନିଜର ପେଟପାଟଣା କରୁଛନ୍ତି। ସରକାରୀ ଯୋଜନା ଅନ୍ତର୍ଗତ ଗରିବ ତଥା ଭୂମିହୀନ, ବାସହୀନ ଲୋକଙ୍କୁ ସରକାର ବିନାମୂଲ୍ୟରେ ଜମି ବାସଗୃହ ଯୋଗାଇଦେବା କଥା l କିନ୍ତୁ ତାହା ନ କରି ଜିଲାପାଳ ଭୂମିହୀନଙ୍କୁ ବିନା ଥଇଥାନରେ ସେମାନେ ରହୁଥିବା ଜାଗାକୁ ତାଙ୍କ ଘରଦାର ଭାଙ୍ଗି ସେମାନଙ୍କୁ ବେଦଖଲ କରୁଛି l ସରକାରୀ ଜମିରୁ ଉଚ୍ଛେଦ କରାଯାଇଥିବା ଗରୀବ ଭୂମିହୀନ, ବାସହୀନ ଲୋକଙ୍କୁ ଜମି ଓ ବାସଗୃହ ତୁରନ୍ତ ଯୋଗାଇ ଦିଆଯାଉ ନଚେତ୍‌ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ। ଯଦି ଏଥିରେ କୌଣସି ଧନଜୀବନ କ୍ଷତି ହୁଏ ତେବେ ପ୍ରଶାସନ ଦାୟୀ ରହିବେ ବୋଲି ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଚେତାବନୀ ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ବିପନ୍ନଙ୍କ ଚୁଡ଼ା ପୋଡ଼ାଗଲା

ବରୀ,୩୧ା୩(ଡି.ଏନ.ଏ.): ଯାଜପୁର ଜିଲାର ବରୀ ବ୍ଲକ ଏକ ବନ୍ୟା ବାତ୍ୟା ପ୍ରଭାବିତ ଅଞ୍ଚଳ। ବିଭିନ୍ନ ସମୟରେ ଏଠି ପ୍ରାକୃତିକ ବିପର୍ଯ୍ୟୟ ଆସି ଲୋକଙ୍କର କ୍ଷତି କରିଥାଏ।...

କନ୍ଧପଡ଼ାରେ ଦଶହରା: ପୂଜାରେ ଯୋଗଦାନ ପାଇଁ ୬ଜଣ ସମ୍ମାନିତ

ମାଧପୁର, ୯।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡାରେ ମା’ ଦୁର୍ଗାଙ୍କ ୪୮ତମ ଦଶହରା ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଅଷ୍ଟମୀରେ ଆଠମଲ୍ଲିକର ଯୁବରାଜ...

ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଲୁଟିବା ଘଟଣାରେ ଗିରଫ ହେଲେ ୨ ଅଭିଯୁକ୍ତ

ବଡ଼ବିଲ,୨୯।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅର୍ନ୍ତଗତ କାରାଖେଣ୍ଡରାସ୍ଥିତ ସ୍ପଞ୍ଜ ଆଇରନ ପ୍ଲାଣ୍ଟର ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ...

ଦୁର୍ଘଟଣା ଯୋଗୁ ୪ଲକ୍ଷ କୋଟିର ଆର୍ଥିକ କ୍ଷତି

ଯାଜପୁର ଅଫିସ,୩ା୨:ରାଜ୍ୟରେ ଗତ ଏକ ଦଶନ୍ଧି ମଧ୍ୟରେ ୧୫ରୁ ୪୫ ବୟସର ପ୍ରାୟ ୪୫ ହଜାର ଲୋକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି। ସିଆଇଡି ଏବଂ କ୍ରାଇମବ୍ରାଞ୍ଚର...

ବାଲିଘାଟକୁ ନେଇ ଗଡ଼ିଲା ମୁଣ୍ଡ

ବିଞ୍ଝାରପୁର,୨୪।୩(ଡି.ଏନ୍‌.ଏ): ଯାଜପୁର ଜିଲା ବିଞ୍ଝାରପୁର ଅଞ୍ଚଳରେ ବାଲିଘାଟକୁ ନେଇ ହୋଇଥିବା ବିବାଦରେ ଜଣଙ୍କର ମୁଣ୍ଡ ଗଡିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।...

ଗଞ୍ଜେଇ ଜବତ, ୩ ମହିଳା ଗିରଫ

ଫୁଲବାଣୀ ଅଫିସ, ୮ା୧୨: ଏକ ଘରୋଇ ବସ୍‌ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଖଜୁରିପଡା ପୋଲିସ ଚଢ଼ାଉ କରି ୩୨ କେଜି ଗଞ୍ଜେଇ ଜବତ କରିଛି।...

ରଦ୍ଦ ହେଲା ଡେପୁଟି କଲେକ୍ଟର ସ୍ତ୍ରୀଙ୍କ ରାଶନ କାର୍ଡ

ମାଲକାନଗିରି, ୨୨ା୮ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ଡେପୁଟି କଲେକ୍ଟର ସ୍ତ୍ରୀଙ୍କ ନାମରେ ରାଶନ କାର୍ଡ କରି ଜମି ଖଜଣା ବାବଦକୁ ଅର୍ଥ କମ୍‌ ଦେଇ ପଟ୍ଟା...

ଖାଏଦ୍‌ ସୁରକ୍ଷା, ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ଭାଇବହେନ

ପର୍ଲା, ୫।୩ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖି, ଦିବ୍ୟାଙ୍ଗମାନକର ଲାଗି ମାଲମାଲ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ପରଶାସନିକ ଅଧ୍‌କାରୀ, କରମ୍‌ଚାରୀକଁର ଅନ୍‌ଦେଖା...

Advertisement
Archives

Model This Week