Posted inଜାତୀୟ

ମା’ବାପାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେଲେ କୋଭିଶିଲ୍ଡ ଟିକା

ନୂଆଦିଲ୍ଲୀ,୪।୩: ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାରେ ଗୁରୁବାର ବାପା ଗୋବିନ୍ଦ ରାମ କେଜ୍ରିୱାଲ ଏବଂ ମା’ ଗୀତା ଦେବୀଙ୍କ ସହ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଉତ୍ପାଦିତ କୋଭିଶିଲ୍ଡ ଟିକା ନେଇଛନ୍ତି। ଟିକାକରଣ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, ମୁଁ ଏବଂ ମୋର ମା’ବାପ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛୁ। ଟିକା ନେବାରେ କୌଣସି ଅସୁବିଧା ନ ଥିଲା। ସମସ୍ତେ ସୁସ୍ଥ ଅଛୁ। ଭୟଭୀତ କରିବାର କିଛି ନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ ଯୋଗ୍ୟ ବ୍ୟକ୍ତି ଆଗକୁ ଆସି ଟିକା ନେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାବ ଶୂନ୍ୟ ୫୦୦ କୋଟି ଟଙ୍କାର କରୋନା ଔଷଧ ସେବନ କରିଛନ୍ତି ଲୋକେ!

ନୂଆଦିଲ୍ଲୀ,୧୮ ।୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ସାରା ବିଶ୍ୱ ଏହାକୁ ଭୟ କରିଯାଇଛି । ତେବେ କରୋନା ମହାମାରୀର...

ଗୋଟିଏ ଦିନ ପୂର୍ବରୁ କରିଥିଲେ ଦଳ ପାଇଁ ପ୍ରଚାର, ଆଜି ଛାଡିଲେ ହାତ

ଭୋପାଳ,୨୪।୧୦: ମଧ୍ୟପ୍ରଦେଶରେ କଂଗେସକୁ ଏକ ବଡ଼ ଝଟ୍‌କା ଲାଗିଛି। ରବିବାର ବଡବାହର କଂଗ୍ରେସ ବିଧାୟକ ସଚିନ ବିର୍ଲାଙ୍କ କଂଗ୍ରେସ ବିଧାୟକ ଦଳ ଛାଡି ଭାଜପାରେ ଯୋଗ...

ଗୋଟିଏ ପରିବାରର ୨୬ ସଦସ୍ୟ କରୋନା ପଜିଟିଭ

ଜଇପୁର,୯।୬: ରାଜସ୍ଥାନରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ସେଠାରେ ଗୋଟିଏ ପରିବାରର ୨୬ ଜଣ ସଦସ୍ୟ କରୋନାରେ ପୀଡ଼ିତ ହେବା...

ଭାରତ ନିର୍ମାଣ କରିବ ହଜାରେ ବରାକ୍‌-୮ କ୍ଷେପଣାସ୍ତ୍ର କିଟ୍‌ : ବାୟୁସେନାର ଶକ୍ତି ହେବ ବୃଦ୍ଧି

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଭାରତ ହଜାରେ ବରାକ୍‌-୮ କ୍ଷେପଣାସ୍ତ୍ର ନିର୍ମାଣ କରିବ। ଏନେଇ ଭାରତର ହାଇଦ୍ରାବାଦ୍‌ସ୍ଥିତ...

ଋଣଛାଡ ଆଶାରେ କୃଷକ କରୁ ନାହାନ୍ତି ପରିଶୋଧ, ସୁପ୍ରିମ୍‌କୋର୍ଟରେ ବ୍ୟାଙ୍କର ଉତ୍ତର…

ନୂଆଦିଲ୍ଲୀ, ୧୮।୧ : କୃଷକମାନେ ଋଣ ପରିଶୋଧ କରୁନାହାଁନ୍ତି ବୋଲି ପଞ୍ଜାବର ଏକ ବ୍ୟାଙ୍କ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ବ୍ୟାଙ୍କ କହିଛି ଯେ ଏହାର କାରଣ...

୮ରୁ ବ୍ରିଟେନକୁ ବିମାନ

ନୂଆଦିଲ୍ଲୀ,୧।୧: ଜାନୁଆରୀ ୮ରୁ ଭାରତରୁ ବ୍ରିଟେନକୁ ବିମାନସେବା ଆଂଶିକ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଶୁକ୍ରବାର କହିଛନ୍ତି।...

ବିଧାୟକ ଭାବେ ନିର୍ବାଚନ ଜିତିଥିଲେ ବି ଶପଥ ନେଇପାରୁନାହାନ୍ତି

କୋଲକାତା,୧।୫: ଭାଜପାରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ଗାୟକ ବାବୁଲ ସୁପ୍ରିଓ ବାଲିଗଞ୍ଜ ସିଟ୍‌ରୁ ବିଧାୟକ ଭାବେ ନିଯୁକ୍ତ ହୋଇଛନ୍ତି। ଉପନିର୍ବାଚନ ଫଳାଫଳ...

ପ୍ରଧାନମନ୍ତ୍ରୀ କହିଲେ ଏହା ୧୦୦ ବର୍ଷର ବିଶ୍ୱାସର ବଜେଟ

ନୂଆଦିଲ୍ଲୀ,୧ ।୨: ମଙ୍ଗଳବାର ଉପସ୍ଥାପିତ ହୋଇଛି ବଜେଟ ୨୦୨୨ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ବଜେଟ ୧୦୦ ବର୍ଷର ଭୟଙ୍କର ବିପତ୍ତି(କରୋନା...

Advertisement
Archives

Model This Week