ସବୁ ଦୁଃଖର କାରଣ ହେଉଛି ପ୍ରେମ: ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଚାଣକ୍ୟ ଏପରି କିଛି କହିଛନ୍ତି, ଯାହା ସାଧାରଣ ଚିନ୍ତାଧାରାରୁ ଅଲଗା ଅଟେ। ଆସନ୍ତୁ ଜାଣିବା ପ୍ରେମକୁ ନେଇ କ’ଣ କହିଛନ୍ତି ଚାଣକ୍ୟ…

-ଚାଣକ୍ୟଙ୍କ ଅନୁସାରେ, ଯାହାକୁ ଆମେ ପ୍ରେମ କରୁ, ତାକୁ ଭୟ କରୁ। ଏଣୁ ପ୍ରେମ ସବୁ ଦୁଃଖର କାରଣ ପାଲଟେ। ଏଣୁ ପ୍ରେମର ବନ୍ଧନରୁ ମୁକୁଳି ସୁଖୀ ଜୀବନ ବିତାଇବା ଉଚିତ। ଯିଏ ପ୍ରେମ କରନ୍ତି ସେମାନେ ହିଁ ଡରିଥାନ୍ତି। କାରଣ ତାଙ୍କୁ ସର୍ବଦା ହରାଇଦେବାର ଭୟ ଥାଏ।

-ଚାଣକ୍ୟ କୁହନ୍ତି, ଯଦି କୌଣସି ପୁରୁଷକୁ ଲାଗେ କି ତାଙ୍କ ସ୍ତ୍ରୀ ସୁନ୍ଦର ନୁହନ୍ତି। ସେ ସର୍ବଦା ତାଙ୍କ ସମ୍ମାନ ହାନୀ କରୁଛନ୍ତି। ତେବେ ତାଙ୍କୁ ପ୍ରଥମେ ନିଜକୁ ଦର୍ପଣରେ ଦେଖି ନେବା ଉଚିତ। ନାରୀ ମଧ୍ୟରେ ଶାରିରିକ ସୁନ୍ଦରତାକୁ ଖୋଜୁଥିବା ଲୋକ ବୁଝିବା ଉଚିତ ଯେ, ସୁନ୍ଦରତା ଶାରିରୀକ ଗଠନରୁ ନୁହେଁ ବରଂ ହୃଦୟରୁ ହେବା ଆବଶ୍ୟକ। ସମସ୍ତଙ୍କ ନିକଟରେ କିଛି ନା କିଛିର ଅଭାବ ରହିଥାଏ। କାରଣ ସଂସାରରେ କୌଣସି ବ୍ୟକ୍ତି ପୂର୍ଣ୍ଣ ନୁହନ୍ତି। ଏଣୁ ବ୍ୟକ୍ତିକୁ ଏହା ବୁଝିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗା ବ୍ୟକ୍ତିଙ୍କଠାରେ କ୍ୟାନସର୍‌ ଆଶଙ୍କା ଅଧିକ କାହିଁକି

ଉଚ୍ଚତାରେ ଡେଙ୍ଗା ହେବା ପ୍ରତ୍ୟେକ ବ୍ୟକ୍ତିଙ୍କ ଇଚ୍ଛା। କିନ୍ତୁ ଜାଣନ୍ତି, ଡେଙ୍ଗା ବ୍ୟକ୍ତିଙ୍କର ଉଚ୍ଚତା ସହ କ୍ୟାନସର୍‌ର ସମ୍ପର୍କ ଗଭୀର ଥାଏ। ଏକ ନୂତନ ଗବେଷଣାରୁ...

ସିଙ୍ଗାପୁରରୁ ଆସିଲା ଖୁସି ଖବର: କରୋନା ସଂକ୍ରମଣ ରୋକିବାକୁ ସକ୍ଷମ ୫ ଆଣ୍ଟିବଡ଼ି

ସିଙ୍ଗାପୁର, ୧୮।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସିଙ୍ଗାପୁରରୁ...

ଘର ଭଡ଼ା

ଜବ୍‌, ବ୍ୟବସାୟ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ପରିବାରକୁ ବାହାରେ ଘର ଭଡ଼ା ନେଇ ରହିବାକୁ ହୋଇଥାଏ। ଆବଶ୍ୟକ ସ୍ଥଳେ ବାରମ୍ବାର ଘର ବି...

 ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି କରେ ତୁଳସୀ ଚେର

ଆୟୁର୍ବେଦ ଏବଂ ଚୀନ୍‌ ଔଷଧୀୟ ବିଜ୍ଞାନରେ ତୁଳସୀ ଚେରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମହୌଷଧି ଭାବେ ବିବେଚନା କରାଯାଇଛି। ଅଧିକାଂଶ ଲୋକେ ତୁଳସୀ ପତ୍ରର ଫାଇଦା ସମ୍ପର୍କରେ...

ମଧୁମେହ ରୋଗୀ ଜଳଖିଆରେ ପିଅନ୍ତୁ ଏକ ଗ୍ଲାସ କ୍ଷୀର

ବର୍ତ୍ତମାନ ସମୟରେ ଡାଇବେଟିକ୍‌ ବା ମଧୁମେହ ରୋଗ ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏହି ରୋଗର ଉପଶମ ପାଇଁ ସବୁଠାରୁ ଅଧିକ ଖାଦ୍ୟପେୟ ପ୍ରତି ଧ୍ୟାନ...

ଶାଶୁ-ବୋହୂଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ୬ ସୂତ୍ର

ଶାଶୁ-ବୋହୂ ମଧ୍ୟରେ କଳହ ହେବା ଖବର ଅଧିକାଂଶ ସମୟରେ ଖବରକାଗଜ ତଥା ଟିଭିରେ ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ। ତେବେ ପ୍ରତିଦିନ ଶାଶୁ-ବୋହୂଙ୍କ ମଧ୍ୟରେ ହେଉଥିବା...

ରିଙ୍କିଲ୍ସ ପାଇଁ ଚିନ୍ତିତ କି, ତାହେଲେ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍‌ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା...

ଘରେ ଅର୍ଥାଭାବ ଲାଗି ରହୁଛି କି? ଏହି ୫ ଉପାୟ ଆପଣାଇ କିଛି ଦିନରେ ଫରକ ଦେଖନ୍ତୁ..

ବାସ୍ତୁଶାସ୍ତ୍ରକୁ ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଘରେ ଆର୍ଥିକ ଅଭାବ ଲାଗି ରହୁଥିଲେ ,ଏହାକୁ ଆପଣାଇବା ଦ୍ୱାରା ସ୍ଥିତିରେ ସୁଧାର ଆସିଥାଏ ବୋଲି ମାନ୍ୟତା...

Advertisement
Archives

Model This Week