ଶିଶୁର କାନ ସଫା କରୁଥିଲେ

ଶିଶୁର କାନ ଅତ୍ୟନ୍ତ ସୂକ୍ଷ୍ମ ଏବଂ ନରମ। ତେଣୁ ଏହାକୁ ସଫା କରିବା ସମୟରେ କେତେଗୁଡ଼ିଏ ଦିଗ ପ୍ରତି ବିଶେଷ ଧ୍ୟାନ ନ ଦେଲେ ତାକୁ ଅଧିକ କଷ୍ଟ ହେବା ସହ କାନର ନରମ ଚର୍ମ ଘଷି ହୋଇ କ୍ଷତ ହେବାର ଆଶଙ୍କା ମଧ୍ୟ ବଢିଥାଏ…
– ପିଲାଙ୍କ କାନର ରନ୍ଧ୍ର ଖୁବ୍‌ ଛୋଟ ହୋଇଥିବାରୁ ଇଅରବଡ୍‌ରେ ସଫା କରିବା ବେଳେ ଯେପରି ମଳି ବାହାରିବା ପରିବର୍ତ୍ତେ ଠେଲି ହୋଇ କାନ ଭିତରକୁ ଚାଲି ନ ଯାଏ ସେଥିପ୍ରତି ସତର୍କ ରୁହନ୍ତୁ। ତା’ ଛଡା କାନ ଭିତରେ ବାହାର ଧୂଳି ଅବରୋଧ କରିବା ଲାଗି ପ୍ରାକୃତିକ ଉପାୟରେ ଥିବା ଅଠାଳିଆ ଉପାଦାନ ଛାଡିଯାଇଥାଏ ଏବଂ ଧୂଳି ସହଜରେ ଭିତରକୁ ଯାଇଥାଏ। ପତଳା ନରମ ସୂତା କପଡ଼ାକୁ ମୋଡ଼ି ଧୀରେ ଧୀରେ କାନ ସଫା କଲେ ପିଲାଙ୍କୁ କଷ୍ଟ ହୋଇ ନ ଥାଏ।
– ଏମିତିରେ ସମସ୍ତଙ୍କ କାନର ପରଦା ଅଧିକ ସମ୍ବେଦନଶୀଳ। ସେହି ଅନୁଯାୟୀ ପିଲାଙ୍କ କାନ ଆହୁରି ସମ୍ବେଦନଶୀଳ। ତେଣୁ ଇୟର ବଡ କିମ୍ବା ଅନ୍ୟ କୌଣସି ଜିନିଷରେ ପିଲାଙ୍କ କାନ ସଫା କରିବା ବେଳେ ସାମାନ୍ୟ ଭୁଲ୍‌ ପିଲାର କାନ ପରଦାକୁ କ୍ଷତି ପହଞ୍ଚାଇବା ଯୋଗୁ ରକ୍ତ ସ୍ରାବ ହେବା କିମ୍ବା ଫାଟିଯିବା ଭଳି ସମସ୍ୟା ଉପୁଜିଥାଏ। ଏମିତି କି ଏଥିପାଇଁ ପିଲାର ଶ୍ରବଣଶକ୍ତି ଚାଲିଯିବାର ଆଶଙ୍କା ବି ରହିଛି।
– ବେଳେ ବେଳେ ଅନେକ ମା’ ଥରେ ପିଲାର କାନ ସଫା କରିବା ପରେ ଇୟର ବଡ୍‌କୁ ପୁନର୍ବାର ବ୍ୟବହାର କରିବା ଲାଗି ରଖିଦିଅନ୍ତି। ହେଲେ ବାରମ୍ବାର ଏପରି କରିବା ଦ୍ୱାରା ପିଲା କାନରେ ଇନ୍‌ଫେକ୍ସନ ହୋଇ ଯନ୍ତ୍ରଣା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପତ୍ରରୁ ସୁନ୍ଦରତା

ବିଭିନ୍ନ ପ୍ରକାର ପତ୍ରକୁ ବ୍ୟବହାର କରି ପ୍ରାକୃତିକ ଉପାୟରେ ସୌନ୍ଦର୍ଯ୍ୟ ବୃଦ୍ଧି କରିହେବ। ବିଭିନ୍ନ ପ୍ରକାରର ପତ୍ରକୁ କିଭଳି ବ୍ୟବହାର କରିବେ ଜାଣି ରଖନ୍ତୁ… କଦଳୀ...

କ୍ୟାମେରାଯୁକ୍ତ ସିରିଞ୍ଜ

ସାଧାରଣତଃ ରକ୍ତ ପରୀକ୍ଷା, କେତେକ ଆନୁଷଙ୍ଗିକ ପରୀକ୍ଷା କରିବା ଲାଗି ଏବଂ ଇଞ୍ଜେକସନ ନେବା ପାଇଁ ସିରିଞ୍ଜର ବ୍ୟବହାର କରାଯାଇଥାଏ। ନିକଟରେ ଏପରି ଏକ ସିରିଞ୍ଜ...

ହୃଦ୍‌ରୋଗୀ ଓ ଖାଦ୍ୟ

ହୃଦ୍‌ରୋଗରେ ଆକ୍ରାନ୍ତ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବାକୁ ପଡ଼ିଥାଏ। ତା’ସହ ନିୟମିତ ସମୟ ଅନ୍ତରାଳରେ ଚେକ୍‌ଅପ୍‌ ପ୍ରତି ନଜର ଦେବାକୁ ପଡ଼େ। ଏହାବ୍ୟତୀତ...

ଏଭଳି ହେଉଛି କି, ଶୀଘ୍ର ପିଲାଙ୍କୁ ନିଅନ୍ତୁ ହସ୍ପିଟାଲ…

ନୂଆଦିଲ୍ଲୀ,୧୭।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ନୂଆ ଷ୍ଟ୍ରେନ୍‌ର ନୂଆ ଲକ୍ଷଣ ଏବଂ ୩ ଗୁଣା ଅଧିକ ବେଗରେ...

କରୋନା ବୃଦ୍ଧି କରିପାରେ କିଡ୍‌ନୀ ସଂକ୍ରମଣ

କୋଭିଡ୍‌-୧୯ର ଭୟାବହତା ଏବେ ମଧ୍ୟ ଦୂର ହୋଇନାହିଁ। ସାର୍‌ସ-କୋଭ୍‌-୨ ପରେ ଏବେ ଓମିକ୍ରନ୍‌ ଭ୍ୟାରିୟାଣ୍ଟ ପୁଣି ଥରେ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। କୋଭିଡ୍‌କୁ...

ଘରେ ଏମିତି ଭାବେ ଜୋତା ରଖୁଥିଲେ ସାବଧାନ : ମାଡ଼ି ଆସିବ ବିପଦ

ବାସ୍ତୁ ଅନୁଯାୟୀ, ସମସ୍ତ ଜିନିଷକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଏବଂ ଘରେ ଉପଯୁକ୍ତ ସ୍ଥାନରେ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଘରେ ଜୋତା ଏବଂ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସେ…

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍‌ ଏବଂ ସୋଡିୟମ୍‌ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି...

ଗର୍ଭାବସ୍ଥାରେ କେଶର ଯତ୍ନ

ଗର୍ଭାବସ୍ଥା ସମୟରେ ଅଧିକାଂଶ ମହିଳାଙ୍କର କେଶ ଝଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ। ତେଣୁ ଏ ସମୟରେ କିପରି ଭାବରେ କେଶର ଉପଯୁକ୍ତ ଯତ୍ନ ନେବେ...

Advertisement
Archives

Model This Week