୪୮ ହଜାର ଟଙ୍କାର ଶାଢ଼ି ପିନ୍ଧି ଫିଲ୍ମ ଶୁଟିଂ କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ କିଆରା ଆଡଭାନୀ ଫିଲ୍ମ ‘ଶେରଶାହ’ରେ ନଜର ଆସିବେ। ଏହି ଫିଲ୍ମର ପ୍ରମୋଶନ କରିଛନ୍ତି। ସୋସିଆଲ ମିଡିଆରେ କିଆରା ଏକ ନୂଆ ଫଟୋ ଶୁଟ୍‌ ପାଇଁ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି। ସେ ଶେରଶାହ ପ୍ରମୋଶନ ଉତ୍ସବରେ ଏକ ଗ୍ରୀନ୍‌ କଲରର ଶାଢ଼ି ପିନ୍ଧିଥିବା ନଜର ଆସିଛନ୍ତି। ସବୁଠୁ ଖାସ୍‌ କଥା ହେଲା ଏହି ଫିଲ୍ମରେ କିଆରା ଯେଉଁ ଶାଢ଼ି ପିନ୍ଧି ଶୁଟିଂ କରିଛନ୍ତି ତାହାରଦାମ୍‌ ୪୮ ହଜାର ଟଙ୍କା। ଏହି ଶାଢ଼ି ବ୍ୟତୀତ କିଆରା ଟିକିଲି, କାନ ଝୁମୁକା ଏବଂ ଚୁଡ଼ି ପିନ୍ଧିଥିବା ଦେଖିବାକୁ ମିଳିଛି। ପ୍ରିଣ୍ଟେଡ ବ୍ଲାଉଜ ମଧ୍ୟ ପିନ୍ଧିଥିବା ନଜର ଆସିଛନ୍ତି।

ଶେରଶାହର ଟ୍ରେଲର ଲଞ୍ଚ ସମୟରେ କିଆରା ଆଇବର-ହ୍ବାଇଟ୍‌ ଶାଢ଼ିରେ ନଜର ଆସିଛନ୍ତି। ଏହି ଫିଲ୍ମରେ କିଆରା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ମିଶ୍ରଙ୍କ ଘରେ ପୋଲିସ ଟିମ୍‌

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ମାମଲା ଥମିବାର ନାଁ ନେଉନାହିଁ। ଆଜିକୁ ପ୍ରାୟ ୩ଦିନ ହେଲାଣି ଏହି ଘଟଣା ଦିନକୁ...

କିଛି ହିଟ୍ ଫିଲ୍ମ ଦେଇ ବି ଫ୍ଲପ ହୋଇଥିଲେ ବିବେକ

ମୁମ୍ବାଇ: ବଲିଉଡରେ ପ୍ରଥମ ଫିଲ୍ମରେ ଦର୍ଶକଙ୍କ ହୃଦୟ ଜିତିଥିବା ବିବେକ ମୁଶରାନ କିନ୍ତୁ ଇଣ୍ଡଷ୍ଟ୍ରିରେ ବେଶୀଦିନ ତିଷ୍ଠି ପାରି ନ ଥିଲେ । ଏବେ ସେ...

‘ଆର୍ଟିକିଲ୍‌ ୧୫’ ରିଲିଜ୍‌ ଅପେକ୍ଷାରେ ଆୟୁଷ୍ମାନ୍‌

ମୁମ୍ବାଇ: ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଆର୍ଟିକିଲ୍‌ ୧୫’ ରିଲିଜ ପାଇଁ ବ୍ୟସ୍ତ ରହୁଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନା। ଏହାର କାହାଣୀ ବାସ୍ତବ...

ମନେ ମନେ ମନ ଖୋଜୁଥିଲା

ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା’ ପରଦା ଉପରକୁ ଆସୁଛି। ଚଳିତ ମାସ ୮ ତାରିଖରେ ଏହି ଫିଲ୍ମଟି ମୁକ୍ତିଲାଭ କରିବ ବୋଲି...

ଫେରିଲା ମଞ୍ଜୁଲିକା

ମୁମ୍ବାଇ: ଚଳିତ ବର୍ଷର ସବୁଠାରୁ ବଡ ହରର କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଓ ତବୁଙ୍କ ଅଭିନୀତ...

ସୋହେଲଙ୍କ ସହ ଅଲଗା ହେବା ପରେ ସରନେମ୍‌ ବଦଳାଇଲେ ସୀମା

ଅଭିନେତା ସୋହେଲ ଖାନ ଏବଂ ସୀମା ଖାନ କିଛି ଦିନ ପୂର୍ବରୁ ଦୁହିଁଙ୍କ ଭିତରେ ଛାଡପତ୍ରକୁ ନେଇ ଚର୍ଚ୍ଚା ହେଉଥିଲା। ଦୀର୍ଘ ଦିନ ଧରି ଅଲଗା...

ଓ୍ବେବ୍‌ସିରିଜ୍‌ରେ କପିଲ

ବମ୍ବେ: ଓଜନ କମାଇ ଚର୍ଚ୍ଚାରେ କମେଡିଆନ କପିଲ ଶର୍ମା। ପ୍ରଥମେ କମେଡି ଶୋ’ରେ ପ୍ରତିଯୋଗୀ ଭାବେ ଚମକିବା ପରେ ନିଜର ସ୍ବତନ୍ତ୍ର ଶୋ’ରେ ନଜର ଆସିଥିଲେ...

ରାଜନୀତିରେ ଏଣ୍ଟ୍ରି କରିବେ ଅକ୍ଷୟ! ଜାଣନ୍ତୁ କ’ଣ କହିଲେ…

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଅଭିନୟ ଏବଂ ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଅନେକ ଦର୍ଶକ ତାଙ୍କ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି। ନିକଟରେ...

Advertisement
Archives

Model This Week