ଫୋନ୍‌ପେରେ ହେବ ଟିକସ ଫାଇଲିଂ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଡିଜିଟାଲ ପେମେଣ୍ଟ ପ୍ଲାଟ୍‌ଫର୍ମ ଫୋନ୍‌ପେ ସହିତ ପ୍ରମୁଖ ଅନ୍‌ଲାଇନ ଟ୍ୟାକ୍ସ ଫାଇଲ ପ୍ଲାଟ୍‌ଫର୍ମ ଟ୍ୟାକ୍ସ ଟୁ ଓ୍ବିନ୍‌ ସହିତ ସହବନ୍ଧିତ ହୋଇଛି। ଫଳରେ ଫୋନ୍‌ପେର ୨୫ କୋଟି ଉପଭୋକ୍ତାଙ୍କୁ ଟ୍ୟାକ୍ସ ଫାଇଲ କରିବାର ସୁବିଧା ମିଳିପାରିଛି। ଏହି ସହବନ୍ଧିତ ଏଭଳି ଏକ ସମୟରେ କରାଯାଇଛି ଯେ, ଯେତେବେଳେ କି ଭାରତ ସରକାର ଚଳିତ ବର୍ଷ ଡିସେମ୍ବର ୩୧କୁ ଟ୍ୟାକ୍ସ ରିଟର୍ନ ଫାଇଲିଂ କରିବାର ଶେଷ ତାରିଖ ଭାବେ ସମୟସୀମା ଧାର୍ଯ୍ୟ କରିଛନ୍ତି। ଏ ସମ୍ପର୍କରେ ଫୋନ୍‌ପେ ବରିଷ୍ଠ ଅଧିକାରୀ ଋତୁରାଜ ରୌଟେଲା କହିଛନ୍ତି, ଟ୍ୟାକ୍ସ ଟୁ ଓ୍ବିନ୍‌ ସହିତ ଯୋଡ଼ିହୋଇ ଆମେ ବେଶ୍‌ ଉସତ୍ାହିତ ଅଛୁ। ଏହା ଜରିଆରେ ଆମର ଗ୍ରାହକମାନେ ନିଜ ନିଜ ଫୋନ୍‌ପେ ଆପ୍‌ ବ୍ୟବହାରକରି ମଧ୍ୟ ସେମାନଙ୍କର ଟ୍ୟାକ୍ସ ଫାଇଲ କରିପାରିବେ। ସେହିଭଳି ଟ୍ୟାକ୍ସ ଟୁ ଓ୍ବିନର ସହ-ପ୍ରତିଷ୍ଠାତା ଭର୍ଟିକା କେଡିଆ କହିଛନ୍ତି, ଫୋନ୍‌ପେର ସମସ୍ତ ଉପଭୋକ୍ତାଙ୍କୁ ଏକ ସର୍ବୋତ୍ତମ ଟ୍ୟାକ୍ସ-ଫାଇଲିଂର ଅଭିଜ୍ଞତା ପ୍ରଦାନ କରିବା ଲାଗି ଏହା ସହ ଏକତ୍ର ଭାବେ କାର୍ଯ୍ୟ କରିବା ନେଇ ଆମେ ବେଶ୍‌ ଉସତ୍ାହିତ।


Enter your email to get our daily news in your inbox.

All Right Reserved By Dharitri.Com

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri