ଟ୍ରୋଲ ହେଲେ ତମନ୍ନା

ମୁମ୍ବାଇ:  ଦକ୍ଷିଣ ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ଦମଦାର ଆକ୍ଟିଂ କରିଥିବା ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ ଲାକମେ ଫ୍ୟାଶନ ଓ୍ବିକ ୨୦୨୩ରେ ଓ୍ବାକ କରୁଥିବା ନଜର ଆସିଥିଲେ। ଏହି ଶୋ’ରେ ଅଭିନେତ୍ରୀ ମୋତିରେ ଖଚିତ ଏକ ଭାରୀ ଲେହେଙ୍ଗା ପିନ୍ଧି ଓ୍ବାକ କରିଥିଲେ। ହେଲେ ଏବେ ଏହି କାରଣରୁ ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି।

ଲାକମେ ଫ୍ୟାଶନ ଓ୍ବିକରେ ତମନ୍ନା ଭାଟିଆ ଏକ ଓଜଚନିଆ ଏବଂ ସୁନ୍ଦର ଲେହେଙ୍ଗା ପିନ୍ଧିଥିଲେ। ଯାହା ଭିଭାନି ଲେବଲ କଲେକଶନରୁ ଆସିଥିଲା। ଅଭିନେତ୍ରୀଙ୍କ ଏହି ପୁରା ଲେହେଙ୍ଗା ମୋତିରେ ସଜ୍ଜିତ ଥିଲା । ଯାହାକୁ ସେ ପୁରା ସ୍ଲିଭ ଡିପନେକ ଡିଜାଇନ ବ୍ଲାଉଜ ସହିତ କ୍ୟାରି କରିଥିଲେ। ତମନ୍ନା ଏହି ଲେହେଙ୍ଗାରେ ଜଣେ ଅପସରାଠାରୁ କମ ଲାଗୁ ନ ଥିଲେ।ଏହି କାରଣରୁ ଶୋ’କୁ ଆସିଥିବା ଲୋକମାନେ ତାଙ୍କ ଉପରୁ ନଜର ହଟାଇ ପାରୁ ନ ଥିଲେ।

ଲାକମେ ଫ୍ୟାଶନ ଓ୍ବିକରେ ତମନ୍ନା ଭାଟିଆ ଏକ ଓଜନିଆ ଏବଂ ସୁନ୍ଦର ଲେହେଙ୍ଗା ପିନ୍ଧିଥିଲେ। ଯାହା ଭିଭାନି ଲେବଲ କଲେକଶନରୁ ଆସିଥିଲା। ଅଭିନେତ୍ରୀଙ୍କ ଏହି ପୁରା ଲେହେଙ୍ଗା ମୋତିରେ ସଜ୍ଜିତ ଥିଲା । ଯାହାକୁ ସେ ପୁରା ସ୍ଲିଭ ଡିପନେକ ଡିଜାଇନ ବ୍ଲାଉଜ ସହିତ କ୍ୟାରି କରିଥିଲେ। ତମନ୍ନା ଏହି ଲେହେଙ୍ଗାରେ ଜଣେ ଅପସରାଠାରୁ କମ ଲାଗୁ ନ ଥିଲେ।ଏହି କାରଣରୁ ଶୋ’କୁ ଆସିଥିବା ଲୋକମାନେ ତାଙ୍କ ଉପରୁ ନଜର ହଟାଇ ପାରୁ ନ ଥିଲେ।
କିନ୍ତୁ ସୋସିଆଲ ମିଡିଆରେ ତମନ୍ନାଙ୍କ ଓ୍ବାକ କରିବାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଘଟଣା ହେଲା ଦର୍ଶକଙ୍କୁ ତମନ୍ନାଙ୍କ ଓ୍ବାକ ଆଦୌ ପସନ୍ଦ ଆସି ନ ଥିଲା। ଅଭିନେତ୍ରୀଙ୍କ ଭିଡିଓ ଉପରେ କମେଣ୍ଟ କରି ଜଣେ ୟୁଜର ଲେଖିଛନ୍ତି – ‘ସେ ବଡିଗାର୍ଡ ଭଳି ଚାଲୁଛନ୍ତି ..’ ଆଉ ଜଣେ ଲେଖିଛନ୍ତି – ‘ବବଲି ବାଉନ୍ସର୍‌ କ୍ୟାରେକ୍ଟରରେ ଓ୍ବାକ କରୁଛନ୍ତି ..’ ଏହା ବ୍ୟତୀତ ଜଣେ ଲେଖିଥିଲେ – ‘ଲାଗୁଛି ଯେପରି ସେ ରେସଲିଂ ବା କୁସ୍ତି କରିବାକୁ ଯାଉଛନ୍ତି … ’।
ସୂଚନାଯୋଗ୍ୟ, ତମନ୍ନା ଭାଟିଆ ତାଙ୍କର ଗୋଟିଏ ମୂଭିରେ ରେସଲର ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଚରିତ୍ରର ନାମ ଥିଲା ବବଲି ବାଉନ୍ସର୍‌। ୱାର୍କ ଫ୍ରଣ୍ଟ କଥା କହିଲେ ତମନ୍ନା ଶେଷ ଥର ପାଇଁ ରଜନୀକାନ୍ତଙ୍କ ସହ ଫିଲ୍ମ ‘ଜେଲର’ରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri