କାର୍ ଭିତରେ ଜିଅନ୍ତା ଜଳିଗଲେ ଯୁବକ, ବେକରେ ଗୁଡ଼ା ହୋଇଛି ତାର, ବଢୁଛି ନାନା ସନ୍ଦେହ
ରାଇକିଆ,୧୬ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା କରଡା ପଞ୍ଚାୟତର ସିନାପାଲି ନିକଟରେ ଏକ କାର୍ ସମ୍ପୂର୍ଣ୍ଣ ଜଳି ଯାଇଥିବା ଏବଂ ସେଥିରେ ଜଣେ ଯୁବକ ଜିଅନ୍ତା ଜଳିଯାଇଛନ୍ତି। ରବିବାର ମଧ୍ୟରାତ୍ରରେ ଏହି ଘଟଣା ଘଟିଥିବାବେଳେ ଶୂନ୍ଶାନ ଅଞ୍ଚଳ ହୋଇଥିବାରୁ ଘଟଣା…

