Tag Archives: yogi adityanath

ବଳତ୍କାର ମାମଲାରେ ବୁଲ୍‌ ଡୋଜର ଆକ୍ସନ ନେଲେ ମୁଖ୍ୟମନ୍ତ୍ରୀ

ଅଯୋଧ୍ୟା,୦୩।୦୮: ଅଯୋଧ୍ୟାରେ ହୋଇଥିବା ଏକ ବଳତ୍କାର ମାମଲାରେ ମୁଖ୍ୟମନ୍ତ୍ରୀ ବଡ଼ ଆକ୍ସନ ନେଇଛନ୍ତି । ପ୍ରଥମେ ପୋଲିସ ଇନ୍‌ଚାର୍ଜ ଏବଂ ଥାନା ଅଧିକାରୀଙ୍କୁ ନିଲମ଼୍ବିତ କରିବା ପରେ ଏହି ମାମଲର ମୁଖ୍ୟ ଅଭିଯୁକ୍ତ ମୋଇଦ୍‌ ଖାନ୍‌ଙ୍କ ଘରେ ବୁଲ୍‌ ଡୋଜର...

କାଉଡ଼ିଆ ବିବାଦରେ ଯୋଗୀଙ୍କ ସମର୍ଥନରେ ବାହାରିଲେ ବାବା ରାମଦେବ, କହିଲେ-ରେହମାନଙ୍କୁ …

ନୂଆଦିଲ୍ଲୀ,୨୧।୭: ଉତ୍ତରପ୍ରଦେଶରେ କାଉଡ଼ିଆ ମାର୍ଗରେ ପଡୁଥିବା ଦୋକାନ ମାଲିକଙ୍କରେ ମଲଙ୍କ ମାନଙ୍କର ଅସଲି ନାମ ଲେଖିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ବିବାଦ ଲାଗି ରହିଛି। ଏବେ ଏହି ବିବାଦରେ ଯୋଗଗୁରୁ ବାବା ରାମଦେବ ଏଣ୍ଟ୍ରି ମାରିଛନ୍ତି।...

ୟୁପି ପୋଲିସର ବୋଲ୍‌ବମ୍‌ ଯାତ୍ରା ନିର୍ଦ୍ଦେଶକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୭: ବୋଲ୍‌ବମ୍‌ ଯାତ୍ରୀମାନଙ୍କ ସୁବିଧା ପାଇଁ ଯାତ୍ରା ମାର୍ଗରେ ଥିବା ମୁଜାଫରନଗରର ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ମାଲିକଙ୍କ ନାଁ ସାଇନ୍‌ବୋର୍ଡରେ ଉଲ୍ଲେଖ କରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ନିର୍ଦ୍ଦେଶ ଦେଇଥିଲା। ପୋଲିସର ଏଭଳି ନିର୍ଦ୍ଦେଶକୁ...

ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ଆମର…

ନୂଆଦିଲ୍ଲୀ,୭ା୭: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହାଥରସ୍‌ ଦୁର୍ଘଟଣା ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି। ରାହୁଲ ପୀଡ଼ିତଙ୍କ ପରିବାରର ସମସ୍ୟାକୁ ଏକ ଚିଠି ମାଧ୍ୟମରେ କହିଛନ୍ତି। ଏହା...

NEET ପେପର ଲିକ୍‌ ଉପରେ ନୂଆ ଆଇନ ଆଣିବେ ଯୋଗୀ ସରକାର

ଲକ୍ଷ୍ନୌ,୨୧ା୬: ପ୍ରତିଯୋଗିତାମୂଳକ ପରୀକ୍ଷାରେ ପେପର ଲିକ୍‌ ପ୍ରସଙ୍ଗ ଆଜିକାଲି ଚର୍ଚ୍ଚାରେ ରହିଛି। ନିକଟରେ ଉତ୍ତରପ୍ରଦେଶ ପୋଲିସ ନିଯୁକ୍ତି ପରୀକ୍ଷାର ପେପର ଲିକ୍‌ ହୋଇଥିଲା। ଏବେ NEET ଏବଂ UGC- NET ପେପର ଲିକ୍‌ ହେବା ପରେ ସମଗ୍ର ଦେଶରେ ଉତ୍ତେଜନା...

ଯୋଗୀ ଆଦିତ୍ୟନାଥ ଦେଲେ ବଡ ବୟାନ, ଏହି କାରଣ ପାଇଁ ମୁସ୍‌ଲିମ୍‌ ସଂରକ୍ଷଣ ବିରୋଧ କରୁଛି ଭାଜପା

ନୂଆଦିଲ୍ଲୀ,୨୭।୫: ଧର୍ମକୁ କେନ୍ଦ୍ର କରି ସଂରକ୍ଷଣ ଦେବା ଅଣସାମ୍ବିଧାନିକ ଏବଂ ଭାରତୀୟ ଜନତା ପାର୍ଟି କୌଣସି ପ୍ରକାର ମୁସଲିମ ସଂରକ୍ଷଣକୁ ବିରୋଧ କରେ ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ”ଧର୍ମ କେନ୍ଦ୍ରୀକ ସଂରକ୍ଷଣ ଦେବା ଅଣସାମ୍ବିଧାନିକ। ବାବା...

‘ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଉ’

ବାଣପୁର,୨୩ା୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୁରୁବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଚିଲିକାର ବାଣପୁରରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇଛନ୍ତି। ଯୋଗୀ ଆରମ୍ଭରୁ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ଯୋଗୀ କହିଛନ୍ତି, ନବୀନ ସରକାର ଏଠାରେ...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ କୃଷ୍ଣଙ୍କ ଜମିରେ ଗୋ’ହତ୍ୟା ପାଇଁ ଅନୁମତି ଦେବାକୁ ଚାହୁଁଛନ୍ତି। କାଶୀ ଏବଂ ଅଯୋଧ୍ୟା...

ପୋଲିସ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ବାତିଲ କଲେ ସରକାର

ଲକ୍ଷ୍ନୌ,୨୪ା୨: ଉତ୍ତରପ୍ରଦେଶ ସରକାର ଶନିବାର ରାଜ୍ୟର ବିଭିନ୍ନ ଜିଲାରେ ଫେବୃଆରୀ ୧୭ ଏବଂ ୧୮ରେ ଅନୁଷ୍ଠିତ ହୋଇଥିବା ପୋଲିସ ନିଯୁକ୍ତି ପରୀକ୍ଷାକୁ ବାତିଲ କରି ୬ମାସ ମଧ୍ୟରେ ପୁନର୍ବାର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ...

ଏକ୍ସରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୨ କୋଟି ୭୦ ଲକ୍ଷରୁ ଅଧିକ ଫଲୋଅର୍ଶ

ନୂଆଦିଲ୍ଲୀ,୩।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏକ୍ସରେ ଅନୁସରଣକାରୀଙ୍କ ସଂଖ୍ୟା ଦୃଷ୍ଟିରୁ ଯୋଗୀ ଆଦିତ୍ୟନାଥ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ପ୍ରଥମ ସ୍ଥାନରେ ଥିବାବେଳେ ଦେଶରେ ରାଜନେତାଙ୍କ...

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମ୍ପନ୍ନ: ଜାଣନ୍ତୁ ଏହି ଦିବ୍ୟମୁହୂର୍ତ୍ତବେଳେ କିଏ ଥିଲେ ଉପସ୍ଥିତ

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଭଗବାନ ରାମଲାଲାଙ୍କ ପୂଜାରେ ଜଡିତ ଅଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭଗବତ, ୟୁପି ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ,...

ଊର୍ଦ୍ଦୁ ଭାଷାକୁ ନେଇ ଯୋଗୀ ସରକାରଙ୍କ ବଡ଼ ଆକ୍ସନ, ବଦଳିଯିବ ୧୧୫ ବର୍ଷର ଆଇନ

ଲକ୍ଷ୍ନୌ,୮ା୧୨: ରେଜିଷ୍ଟ୍ରି ଡକ୍ୟୁମେଣ୍ଟରୁ ଊର୍ଦ୍ଦୁ-ପାର୍ସୀ ଶବ୍ଦ ହଟାଇବାକୁ ଉତ୍ତରପ୍ରଦେଶ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ବର୍ତ୍ତମାନ ସବ୍‌-ରେଜିଷ୍ଟ୍ରାରଙ୍କୁ ଊର୍ଦ୍ଦୁ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଜନସେବା ଆୟୋଗରୁ ମନୋନୀତ ହେବା ପରେ ମଧ୍ୟ ସବ୍‌-ରେଜିଷ୍ଟ୍ରାରଙ୍କୁ ସ୍ଥାୟୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri