ଜାଡେଜାଙ୍କୁ ପଛରେ ପକାଇଲେ ଯଶସ୍ବୀ ଜୟସ୍ବାଲ: ହାସଲ କଲେ ବଡ଼ ଉପଲବ୍ଧି
ଓ୍ବେଲିଂଟନ୍,୨୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଜାରି ରହିଛି। ନ୍ୟୁଜିଲାଣ୍ଡର ପ୍ରଥମ ପାଳି ଶେଷ ହୋଇଥିବା ବେଳେ ହେନରୀ ନିକୋଲସ ଓ ଗ୍ଲେନ ଫିଲିପ୍ସଙ୍କ ଶତକୀୟ ପାଳି ବଳରେ ଦଳ ୩୬୮ ରନ୍ର ବଡ଼ ସ୍କୋର କରିଛି।…

