ଗଡ଼ିଲା ଆଉ ଏକ ମୁଣ୍ଡ! ବିବାହର ୪୫ ଦିନ ମଧ୍ୟରେ ସ୍ୱାମୀଙ୍କ ହତ୍ୟା କଲା ସ୍ତ୍ରୀ, ମାମୁଁଙ୍କୁ ବିବାହ ପାଇଁ ରଚିଲା ଷଡ଼ଯନ୍ତ୍ର ନୂଆଦିଲ୍ଲୀ,୩।୭: ବିହାରର ଔରଙ୍ଗାବାଦ ଜିଲାରେ ଏକ ହୃଦୟବିଦାରକ ଘଟଣାରେ, ବିବାହର ମାତ୍ର ୪୫ ଦିନ ମଧ୍ୟରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ମେଘାଳୟରେ ଘଟିଥିବା ହନିମୁନ ହତ୍ୟାକାଣ୍ଡକୁ ମନେ...