Tag Archives: woman

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ବାଲିଗାଁ ୧୧ ନମ୍ବର ଓ୍ବାର୍ଡରେ। ବାସନ୍ତୀ...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ମନ୍ଦାର ପୁଟେଲ l ସ୍ବାମୀ, ଶ୍ୱଶୁର ଓ ତିନି ଛୋଟ ଛୁଆଙ୍କ...

ଜିଲାପାଳଙ୍କ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ: ପେଟ୍ରୋଲ ଢାଳିଲା ବେଳେ…

ବାଙ୍କୀ,୧।୧୨(ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ବାଙ୍କୀରେ ସୋମବାର ଜନ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଟକ ଜିଲାପାଳଙ୍କ ଉପସ୍ଥିତିରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ମହିଳା ଜଣକ ଦେହରେ ପେଟ୍ରୋଲ...

ଶ୍ରମ ଆଇନରେ ବଡ଼ ପରିବର୍ତ୍ତନ: ଏଣିକି ନାଇଟ୍‌ ଶିଫ୍ଟ କରିବେ ମହିଳା, ମିଳିବ ଦୁଇଗୁଣ ଦରମା

ନୂଆଦିଲ୍ଲୀ,୨୨ା୧୧: ମୋଦି ସରକାର ଶ୍ରମ ଆଇନ ସଂସ୍କାରରେ ସବୁଠାରୁ ବଡ଼ ପଦକ୍ଷେପ ନେଇଛନ୍ତି। ୨୯ଟି ପୁରୁଣା ଶ୍ରମ ଆଇନକୁ ଉଚ୍ଛେଦ କରିଛନ୍ତି। ନଭେମ୍ବର ୨୧ରେ ଦେଶବ୍ୟାପୀ ଚାରୋଟି ନୂତନ ଲେବର କୋଡ୍‌ ବା ଶ୍ରମ ସଂହିତା କାର୍ଯ୍ୟକାରୀ ହୋଇଛି। ସରକାର...

ବନ୍ଦ ଥିବା ସ୍କୁଲ ଖୋଲିବାକୁ ଜିଲାପାଳଙ୍କୁ ଦାବିପତ୍ର ଦେଲେ ମହିଳା

ଅମରପାଲି,୧୭ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ଉପାନ୍ତ ମାଳିଦାଦର ଗ୍ରାମରେ ବନ୍ଦ କରାଯାଇଥିବା ପ୍ରାଥମିକ ସ୍କୁଲ ଖୋଲିବାକୁ ଗ୍ରାମର ମହିଳାମାନେ ଦାବି କରିଛନ୍ତି। ଏନେଇ ଗୁରୁବାର ଗ୍ରାମର ମହିଳାମାନେ ସୁବର୍ଣ୍ଣପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ...

ମେଡିକାଲରୁ ପିଲା ଚୋରି, ବାପାଙ୍କୁ ଫଟୋ ଆଣିବାକୁ ପଠାଇ ନବଜାତକକୁ ନେଇ ମହିଳା ଚମ୍ପଟ

ବାରିପଦା,୧୧ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ୭ମହଲା କୋଠାର ମହିଳା ଏବଂ ଶିଶୁ ବିଭାଗ ଓ୍ବାର୍ଡରୁ ନବଜାତ ଶିଶୁ ଚୋରି ନେଇ ଅଭିଯୋଗ ହୋଇଛି। ଶନିବାର ସକାଳୁ ଶିଶୁଟି ଚୋରି ହୋଇଥିବା ନେଇ ନବଜାତକର...

୨ ଥର ମରି ବଞ୍ଚିଛନ୍ତି ଏହି ମହିଳା, ଏମିତି କଥା କହିଲେ ଯାହା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ କିଏ ବଞ୍ଚେ? ଏହା କେବଳ ଫିଲ୍ମର କାହାଣୀରେ ଘଟିଥାଏ। ମାତ୍ର ବାସ୍ତବ ଜୀବନରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ଘଟିଛି। ତାହା ପୁଣି ଥରେ ନୁହଁ ୨ ଥର। ସେ ମରି କି ବଞ୍ଚିଛନ୍ତି। ଏକଥା ଆମେ...

ପରକୀୟା ପ୍ରୀତି: ୨ ଯୁବକଙ୍କ ସହ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଯଶୀପୁର ଥାନା ଅଞ୍ଚଳରେ ଏକ ଅମାନବୀୟ ଘଟଣା ଘଟିଛି। ପରକୀୟା ପ୍ରୀତିକୁ ସନ୍ଦେହ କରି ଗ୍ରାମବାସୀ କଙ୍ଗାରୁ କୋର୍ଟ କରିଛନ୍ତି। ୨ ଯୁବକ ଓ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ନିସ୍ତୁକ...

ଦାରିଙ୍ଗବାଡ଼ିରେ ପ୍ରଥମ: କଲମୀ ବାଇଗଣ ଚାଷ କରି ଲାଭବାନ ହେଲେ ମହିଳା

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏକ ନୂଆ କିସମ ଓ କଲମୀ ପ୍ରସ୍ତୁତିରେ ଚାଷ କରି ଜଣେ ମହିଳା ଲାଭବାନ ହୋଇଛନ୍ତି। ଏଭଳି ଦେଖିବାକୁ ମିଳିଛି ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଗ୍ରାମରେ। ପ୍ରକାଶ...

ରାସ୍ତା ମଝିରେ ଭୋଜପୁରୀ ଗୀତରେ ଶାଢ଼ି ପିନ୍ଧି ଏମିତି ଡ୍ୟାନ୍ସ କଲେ ମହିଳା, ଅଟକିଗଲା ବସ୍‌, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ ଅନେକ କିଛି କରନ୍ତି। କିଛି ଲୋକ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରନ୍ତି ତ ଆଉ କିଏ ଡ୍ୟାନ୍ସ କରନ୍ତି। କିଛି ଲୋକ ରାସ୍ତା ମଝିରେ ଗୀତ ବି ଗାଇଥାନ୍ତି। ଯଦିଓ ସମସ୍ତେ...

ମହିଳାଙ୍କୁ ଜାଳିଦେଲେ ପୂର୍ବତନ ପାର୍ଟନର

ବେଙ୍ଗାଲୁରୁ,୨ା୯: ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ୍‌ ସିଟି ଥାନା ଅଞ୍ଚଳରେ ଜଣେ ୩୫ ବର୍ଷୀୟା ମହିଳାଙ୍କୁ ତାଙ୍କ ପୂର୍ବତନ ଲିଭ୍‌-ଇନ୍‌ ପାର୍ଟନର ପେଟ୍ରୋଲ ଢାଳି ଜାଳିଦେଇଛନ୍ତି। ଗତ ଶନିବାର ଏହି ଘଟଣା ଘଟିଥିବାବେଳେ ଅଭିଯୁକ୍ତ ବିଠଲ(୫୨)ଙ୍କୁ ଗିରଫ କରାଯାଇଛି। ବନଜାକ୍ଷୀ ଏବଂ ବିଠଲ...

ଅପରେଶନ ସମୟରେ ମହିଳାଙ୍କ ପେଟରେ ଡାକ୍ତର ଛାଡ଼ିଦେଲେ ଏହି ଜିନିଷ, ଚାଲିଗଲା ଜୀବନ, ୧୨ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ

ଡାକ୍ତରମାନଙ୍କୁ ଭଗବାନଙ୍କ ରୂପ ବୋଲି ବିବେଚନା କରାଯାଏ। ମାତ୍ର ଆମ ଜୀବନ ରକ୍ଷା କରୁଥିବା ଡାକ୍ତରମାନେ ବେଳେବେଳେ ଅସାବଧାନ ହୋଇଯାଆନ୍ତି, ଯାହା ଯୋଗୁ ରୋଗୀଙ୍କ ଜୀବନ ବିପଦରେ ପଡ଼ିଯାଏ। ଉତ୍ତରପ୍ରଦେଶର ଗାଜିପୁରରୁ ଠିକ୍‌ ସେମିତି ଏକ ଘଟଣା ସାମ୍ନାକୁ ଆସିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri