‘ମାଇଁ ଲର୍ଡ଼, କହିବା ବନ୍ଦ କରନ୍ତୁ ଆପଣଙ୍କୁ ମୋର ଅଧା ଦରମା ଦେବି’: ଜାଣନ୍ତୁ କାହିଁକି ଏପରି କହିଲେ ସୁପ୍ରିମକୋର୍ଟ ବିଚାରପତି ନୂଆଦିଲ୍ଲୀ,୩/୧୧: ବିଚାର ପ୍ରକ୍ରିୟା ମଧ୍ୟରେ ବାରମ୍ବାର ‘ମାଇଁ ଲର୍ଡ଼ ଏବଂ ୟୋର ଲର୍ଡସିପ୍’ କହିବାରୁ ସୁପ୍ରିମକୋର୍ଟ ବିଚାରପତି ଜଣେ ବରିଷ୍ଠ ଓକିଲଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ବୁଧବାର ଏକ ମାମଲାର ଶୁଣାଣି ସମୟରେ ବିଚାରପତି ପିଏସ୍. ନରସିଂହ କହିଛନ୍ତି...