Tag Archives: viral-video

ପାକିସ୍ତାନରେ ଚାଇନା କଲ୍‌ ସେଣ୍ଟରକୁ ଲୁଟିନେଲେ; କିଏ କମ୍ପ୍ୟୁଟର ତ କିଏ ଚେୟାର; ଭାଇରାଲ Video ଦେଖିଲେ.. 

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। କୌଣସି ବଲିଉଡ ଚଳଚ୍ଚିତ୍ରର ଦୃଶ୍ୟ ଭଳି ପ୍ରଥମେ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (FIA) ଏଠାକାର ସେକ୍ଟର F-୧୧ରେ କାର୍ଯ୍ୟରତ ଏକ ଚାଇନା କଲ୍‌ ସେଣ୍ଟର ଉପରେ ଚଢାଉ କରିଥିଲା।…

ତକିଆରେ ପଶିଥିଲା ବିଷଧର ସାପ, ଭିଡିଓ ଦେଖିଲେ ଥରିଉଠିବ ଛାତି

ସାପ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ମାରାତ୍ମକ ପ୍ରାଣୀ। ବିଶେଷକରି ସ୍ପେକ୍ଟ୍ୟାକଲ୍ଡ କୋବ୍ରା କିମ୍ବା ବ୍ଲାକ ଇଣ୍ଡିଆନ କୋବ୍ରା ଯାହା ସାଧାରଣତଃ ନାଗ ନାଁରେ ମଧ୍ୟ ଜଣାଶୁଣା। ଯଦି ଏହା ଜଣେ ବ୍ୟକ୍ତିଙ୍କୁ କାମୁଡ଼ି ତା ଭିତରେ ବିଷ ନିର୍ଗତ କରେ,…

Viral Video: ଫୋନରେ କଥା ହେଉଥିଲେ ବ୍ୟକ୍ତି, ପଛପଟୁ ଆକ୍ରମଣ କଲା ସାପ, ଆଉ ତା’ପରେ…

ସାପ ଏପରି ଏକ ପ୍ରାଣୀ ଯାହା କେବଳ ଦେଖିବାକୁ ବିପଦପୂର୍ଣ୍ଣ ନୁହେଁ ବରଂ ଘାତକ ମଧ୍ୟ। ଯଦି ଏହା ବିଷାକ୍ତ ତେବେ ତାହେଲେ ବଞ୍ଚିବା ମୁସ୍କିଲ । ଏପରି ପରିସ୍ଥିତିରେ, ସାପ କାମୁଡ଼ା ବ୍ୟତୀତ, ଲୋକମାନେ ପ୍ରାୟତଃ ନିଜ ଅସାବଧାନତା ଯୋଗୁ…

ନରେନ୍ଦ୍ର ମୋଦି କହିଛନ୍ତି…ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିବା ମହିଳା ଧରାପଡିବାରୁ ଏମିତି କିଛି କହିଦେଲେ, ଦେଖନ୍ତୁ ଭିଡିଓ

ପ୍ରୟାଗରାଜ,୧୭।୨: ପ୍ରୟାଗରାଜ ମହାକୁମ୍ଭ ଚାଲିଛି। ଏହା ୨୬ ଫେବୃଆରୀରେ ଶେଷ ହେବ। କୁମ୍ଭ ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଥିବାରୁ, କୁମ୍ଭରେ ଲୋକଙ୍କ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି। ବସ ଷ୍ଟାଣ୍ଡଠାରୁ ରେଳ ଷ୍ଟେଶନ ପର୍ଯ୍ୟନ୍ତ ସବୁଠି ଭିଡ଼। ଏତେ ଭିଡ଼…

ଅର୍କେଷ୍ଟାରେ ନାଚୁଥିଲେ ଯୁବତୀ, ହଠାତ୍‌ ମଥାରେ ସିନ୍ଦୂର ଦେଇ ଜୀବନସାଥୀ କରିନେଲେ ଯୁବକ, Video ଦେଖିଲେ…

ବିବାହ କାର୍ଯ୍ୟକ୍ରମରେ ଅର୍କେଷ୍ଟା ମନ ମୋହିଥାଏ। ରଙ୍ଗାରଙ୍ଗ ଗୀତ ତାଳରେ ବରଯାତ୍ରୀମାନେ ଝୁମିଥାନ୍ତି। ହେଲେ ବିହାରର ଜଣେ ଯୁବକ ଅର୍କେଷ୍ଟାରେ ନାଚୁଥିବା ଯୁବତୀଙ୍କ ପ୍ରେମରେ ପଡ଼ିବା ପରେ ବିବାହ କରିନେଇଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାହା…

୩୦୦୦ କୋଟି ସମ୍ପତ୍ତି ଛାଡି ଗେରୁଆ ପିନ୍ଧିଲେ ଏହି ବ୍ୟକ୍ତି : ମହାକୁମ୍ଭରେ ଭାଇରାଲ୍‌ ହେଉଛନ୍ତି ବିଜ୍‌ନେସମ୍ୟାନ୍‌ ବାବା

ପ୍ରୟାଗରାଜ,୧୩।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ କରାଯାଉଛି। ୧୩ ଜାନୁଆରୀରେ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ମହାକୁମ୍ଭକୁ ଭାରତ ଏବଂ ବିଦେଶରୁ କୋଟି କୋଟି ଭକ୍ତ ଆସୁଛନ୍ତି। ଏହି ମହାକୁମ୍ଭରେ ଏପରି…

Viral Video: ବଧୂଙ୍କ ପରେ ଶାଳିମାନଙ୍କ ମଥାରେ ସିନ୍ଦୂର ଭରିବାକୁ ଲାଗିଲେ ବର, ପରେ ଯାହା ହେଲା ଦେଖିଲେ…

ଆଜିକାଲି ଚାଲିଛି ବିବାହ ଋତୁ। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଘୁରିବୁଲୁଛି। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଚକିତ କରୁଛି। ଠିକ୍‌ ସେଭଳି ଏକ ଭିଡିଓ ଚର୍ଚ୍ଚାରେ ରହିଛି। ଭିଡିଓରେ ବର ବଧୂଙ୍କ ମୁଣ୍ଡରେ ସିନ୍ଦୁର…

Video Viral: ଦ୍ୱିତୀୟ ବିବାହ କରୁଥିବା ସମୟରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ, ଆଉ ତା’ପରେ ଯାହା ହେଲା…

ଉତ୍ତର ପ୍ରଦେଶର ଝାନ୍ସୀର ସଦର ବଜାର ଥାନା ଅଞ୍ଚଳର ଭଟ୍ଟାଗାଓଁରେ ଏକ ବିବାହକୁ ନେଇ ବହୁତ ଆଲୋଚନା ହେଉଛି। ଯେଉଁଠାରେ ଜଣେ ସ୍ବାମୀ ଦ୍ୱିତୀୟ ବିବାହ କରୁଥିବା ସମୟରେ ତାଙ୍କ ପ୍ରଥମ ସ୍ତ୍ରୀ ଆସି ପହଞ୍ଚିଗଲେ। ଆଉ ତାଙ୍କୁ ପ୍ରବଳ ପିଟିଥିଲେ।…

Viral Video: ମହାକୁମ୍ଭରେ ଚର୍ଚ୍ଚିତ ଲଭଷ୍ଟୋରୀ, ଅଘୋରୀ ବାବାଙ୍କ ପ୍ରେମରେ ପଡିଲେ ଋଷୀୟ ମହିଳା, କରିଲେ ଏମିତି…

ମହାକୁମ୍ଭ ୨୦୨୫ରେ ଅଜବ ଏବଂ ଅନନ୍ୟ କାହାଣୀ ସାମ୍ନାକୁ ଆସୁଛି। ଆଇଆଇଟି ବାବାଙ୍କଠାରୁ ମୋନାଲିସା ପର୍ଯ୍ୟନ୍ତ, ଅନେକ ଚର୍ଚ୍ଚିତ ବିଷୟ ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ସମୟରେ ବିବାହର ଅନେକ ଖବର ମଧ୍ୟ ଭାଇରାଲ ହୋଇଥିଲା। ପ୍ରଥମେ ଜଣେ…

ମହିଳାଙ୍କ ଅଶ୍ଳୀଳ ଭିଡିଓ, ଫଟୋ ଭାଇରାଲ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୨ା୧୨(ସତ୍ୟଜିତ୍‌ ରାଉତ): ସମ୍ପର୍କରେ ବିଷ ଦେଲେ ଯୁବକ। ମହିଳାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ବ୍ଲାକମେଲ୍‌ କରି ନେଇଗଲେ ୪.୯୬ ଲକ୍ଷ। ତେବେ ଅଧିକ ଟଙ୍କା ନ ପାଇବାରୁ ତାଙ୍କ ଫଟୋ ଓ ଭିଡିଓ…

ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ କରି ବନ୍ଧାହେଲେ ଯୋଗାଣ ସହାୟକ

ବଲାଙ୍ଗୀର,୧୧ା୧୧(ସୁନୀଲ କୁମାର ମହାନ୍ତି): ଜଣେ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ଭାଇରାଲ କରି ଫେରାର ଥିବା ଯୋଗାଣ ସହାୟକଙ୍କୁ ବଲାଙ୍ଗୀର ପୋଲିସ ଛତିଶଗଡ଼ରୁ ଗିରଫ କରିଛି। ବଲାଙ୍ଗୀର ଜିଲା ଆଗଲପୁର ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଶାରୀରିକ ସମ୍ପର୍କ…

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ ବେଞ୍ଚ ଉପରକୁ ଚଢ଼ିଯାଇଥିଲେ। ଛାତ୍ରୀଛାତ୍ରଙ୍କ ଦ୍ୱାରା ରେକର୍ଡ ହୋଇଥିବା ଏହି ଘଟଣାର ଏକ ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?