Tag Archives: violence

ଡ୍ରଗ୍‌ କାର୍ଟେଲ ନେତା ମେଜା ଫ୍ଲୋରେସ୍‌ ଗିରଫ ପରେ ଉତ୍ତର ମେକ୍ସିକୋରେ ହିଂସା: ୧୧ ମୃତ

ଗୁଆସାଭା(ମେକ୍ସିକୋ),୨୩ା୧୧: ଉତ୍ତର ମେକ୍ସିକୋର ସିନାଲୋଆ ପ୍ରଦେଶରେ ଡ୍ରଗ୍‌ କାର୍ଟେଲ ନେତା ଫାଉଷ୍ଟୋ ଇସିଡ୍ରୋ ମେଜା ଫ୍ଲୋରେସ୍‌ ଓରଫ୍‌ ଏଲ୍‌ ଚାପୋ ଇସିଡ୍ରୋଙ୍କୁ କର୍ତ୍ତୃପକ୍ଷ ଗିରଫ କରିବା ପରେ ହିଂସାକାଣ୍ଡ ଘଟି ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମେକ୍ସିକୋ ସୁରକ୍ଷା ବଳ…

ହାଲୋଓ୍ବିନ୍‌ରେ ହିଂସା: ୨୪ ମୃତ

ଓ୍ବାଶିଂଟନ, ୩ା୧୧: ହାଲୋଓ୍ବିନ ସପ୍ତାହନ୍ତରେ ସମଗ୍ର ଆମେରିକାରେ ବିଭିନ୍ନ ସ୍ଥାନରେ ଅନେକ ଗୁଳିକାଣ୍ଡରେ ୨୪ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୦୦ଜଣ ଆହତ ହୋଇଛନ୍ତି। ଏହି ହିଂସା କାଲିଫର୍ନିଆରୁ ଡେଲାଓ୍ବେର ପର୍ଯ୍ୟନ୍ତ ବ୍ୟାପିଥିଲା, ଯେଉଁଥିରେ ବିଶ୍ୱବିଦ୍ୟାଳୟି କ୍ୟାମ୍ପସ ଏବଂ ନାଇଟ୍‌ଲାଇଫ୍‌…

ଜର୍ମାନୀରେ ଜେନ୍‌-ଜି ଆନ୍ଦୋଳନ ବେଳେ ହିଂସା

ଫ୍ରାଙ୍କଫର୍ଟ/ବର୍ଲିନ,୨ା୧୧ ଉନ୍ନତ ଶିକ୍ଷା ଓ ଦରଦାମ୍‌ ହ୍ରାସ, ସାର୍ବଜନିକ ସେବାରେ ଉନ୍ନତି ଦାବି ଏବଂ ବାଧ୍ୟତାମୂଳକ ସାମରିକ ସେବା ବିରୋଧରେ ଜର୍ମାନୀର ବିଭିନ୍ନ ସହରରେ ଜେନ୍‌-ଜି ନେତୃତ୍ୱରେ ଶନିବାର ବିକ୍ଷୋଭ ବେଳେ ହିଂସାକାଣ୍ଡ ଓ ଲୁଟ୍‌ପାଟ ହୋଇଛି। ଜେନ୍‌ ଜି ରିଗେଲ୍ଟ…

ଡ୍ରଗ୍ସ ମାଫିଙ୍କ ମୃତ୍ୟୁ ପରେ ମେକ୍ସିକୋରେ ବଢୁଛି ହିଂସା, ଆଡଭାଇଜରୀ ଜାରି କଲା ଭାରତୀୟ ଦୂତାବାସ

ମେକ୍ସିକୋ ସିଟି,୨୩।୨: ମେକ୍ସିକୋର ମୋଷ୍ଟ ଓ୍ବାଣ୍ଟେଡ ଡ୍ରଗ୍ସ ଚାଲାଣକାରୀ ଏଲ ମେଞ୍ଚୋଙ୍କ ମୃତ୍ୟୁ ପରେ ମେକ୍ସିକୋର ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ଏକ ସାମରିକ ଅଭିଯାନରେ ଏଲ ମେଞ୍ଚୋଙ୍କ ମୃତ୍ୟୁ ପରେ ମେକ୍ସିକୋ ରାଜ୍ୟରେ ଅଧିକାଂଶ ସ୍ଥାନରେ ହିଂସା ଦେଖାଦେଇଛି।…

ହିଂସାର ନିଆଁରେ ଜଳୁଛି ଇରାନ, ଏବେ ପର୍ଯ୍ୟନ୍ତ ୬୪୮ ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଅଧିକ ଗିରଫ

ନୂଆଦିଲ୍ଲୀ,୧୩।୧: ଇରାନରେ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଇରାନ ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୬୪୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଆମେରିକାର ଏକ ମାନବାଧିକାର ସମ୍ବାଦ ସଂସ୍ଥା ମୃତ୍ୟୁ ସଂଖ୍ୟା ଶେୟାର କରିଛି,…

ବେକାକୁ ହେଲାଣି ଇରାନ ହିଂସା, ଏବେ ପର୍ଯ୍ୟନ୍ତ ୩୫ ମୃତ

ତେହରାନ,୬।୧: ଇରାନରେ ଏକ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ହିଂସା କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ହିଂସାତ୍ମକ ପ୍ରତିବାଦରେ ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା…

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ ପୂର୍ବ ସାରେ ମୋଗବଜାର ଅଞ୍ଚଳରେ ଏକ କ୍ରୁଡ ବୋମା ବିସ୍ଫୋରଣରେ ଜଣେ ୨୧ବର୍ଷୀୟ ଯୁବକଙ୍କ…

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ଲକ୍ଷ୍ମୀପୁର…

ବାଂଲାଦେଶ ହିଂସାକୁ ନେଇ ବଡ଼ ଚେତାବନୀ ଦେଲେ ଶଶି ଥରୁର! କହିଲେ ଏହା ଭାରତ ପାଇଁ…

ନୂଆଦିଲ୍ଲୀ,୨୦।୧୨: ବରିଷ୍ଠ କଂଗ୍ରେସ ନେତା ଏବଂ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଶଶି ଥରୁର ବାଂଲାଦେଶରେ ବଢୁଥିବା ରାଜନୈତିକ ସଙ୍କଟ ସମ୍ପର୍କରେ କଡ଼ା ଚେତାବନୀ ଦେଇଛନ୍ତି। ଥରୁର କହିଛନ୍ତି ଯେ ବାଂଲାଦେଶରେ ଗଣତନ୍ତ୍ର କବଳିତ ହେଉଛି, ଯାହା କେବଳ…

ପାକିସ୍ତାନରେ ବଢୁଛି ମହିଳାଙ୍କ ଉପରେ ନିର୍ଯ୍ୟାତନା! ବଳାତ୍କାରୀଙ୍କୁ ମିଳୁନି ଦଣ୍ଡ, ଡରାଉଛି ସଂଖ୍ୟା

ଇସଲାମାବାଦ,୩।୧୨: ପାକିସ୍ତାନରେ ମହିଳାମାନଙ୍କ ଅବସ୍ଥା ଅତ୍ୟନ୍ତ ଭୟଙ୍କର ରହିଛି। ମହିଳାମାନଙ୍କ ବିରୁଦ୍ଧରେ ହିଂସା ନିରନ୍ତର ବୃଦ୍ଧି ପାଉଛି। ସାହିଲ ନାମକ ଏକ ସଂଗଠନ ଏହାର ରିପୋର୍ଟରେ ଦାବି କରିଛି ଯେ ୨୦୨୫ ର ପ୍ରଥମ ୧୧ ମାସରେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧ…

ନେପାଳରେ ପୁଣି ବ୍ୟାପିଲା ହିଂସା? ଲାଗିଲା କର୍ଫ୍ୟୁ

କାଠମାଣ୍ଡୁ,୨୦।୧୧: ଭାରତ ସୀମାନ୍ତ ନେପାଳର ବାରା ଜିଲାରେ ଜେନ-ଜେଡ ଯୁବକ ଏବଂ ପଦଚ୍ୟୁତ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଦଳ ସିପିଏନ-ୟୁଏମଏଲର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହାର ଜବାବରେ ପ୍ରଶାସନ ଏହି ଅଞ୍ଚଳରେ କର୍ଫ୍ୟୁ…

ଶେଖ ହାସିନାଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଣି ପରେ ପୁଣି ଅଶାନ୍ତ ହୋଇଉଠିଛି ବାଂଲାଦେଶ, ୨ ମୃତ

ଢାକା,୧୮।୧୧: ବାଂଲାଦେଶ ପୁଣିଥରେ ଶେଖ ହାସିନା ମାମଲାକୁ ନେଇ ଉଷ୍ମ ହେଉଛି। ଛାତ୍ର ବିଦ୍ରୋହ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT) ମୃତ୍ୟୁଦଣ୍ଡ ଦେବା ପରେ, ଆୱାମୀ ଲିଗ ସମର୍ଥକମାନେ ଅନ୍ୟ ଦଳଗୁଡ଼ିକ ସହିତ ପୋଲିସ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?