ଡିସେମ୍ବରରେ ବୃଦ୍ଧି ପାଇଲା ଆମେରିକାରେ ମୁଦ୍ରାସ୍ଫୀତି ହାର, ସୁଧ ହାର ହ୍ରାସ ଆଶାକୁ ଝଟକା ମୁମ୍ବାଇ, ୧ ୨।୧: ନୂତନ ବର୍ଷରେ ୨୦୨୪, ଯେଉଁମାନେ ଆମେରିକାରେ ସୁଧ ହାର ହ୍ରାସ ପରେ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସ କରିବ ବୋଲି ଆଶା ରଖିଥିଲେ, ସେମାନଙ୍କ ଆଶାକୁ ଝଟକା ଲାଗିଛି। ୨୦୨୩ ଶେଷରେ ଆମେରିକାରେ ମୁଦ୍ରାସ୍ଫୀତି...