ଶାନ୍ତି ଆଲୋଚନା ପାଇଁ ଜେଲେନସ୍କିଙ୍କୁ ମସ୍କୋ ନିମନ୍ତ୍ରଣ କଲା ରୁଷିଆ
ନୂଆଦିଲ୍ଲୀ,୨୯।୧: ଚାରି ବର୍ଷ ଧରି ଲାଗି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଘଟିବ ଅନ୍ତ। ଏହି କ୍ରେମଲିନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଶାନ୍ତି ଆଲୋଚନା ପାଇଁ ମସ୍କୋ ଆସିବାକୁ ରୁଷିଆ ପୁନର୍ବାର ନିମନ୍ତ୍ରଣ କରିଛି।…
‘ଆମେ ୟୁକ୍ରେନ କିମ୍ବା ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ କୌଣସି ଧମକକୁ ଭୟ କରୁନାହୁଁ’, ଟ୍ରମ୍ପଙ୍କୁ ସିଧା ଜବାବ ଦେଲେ ଫ୍ରାନ୍ସ ରାଷ୍ଟ୍ରପତି
ପ୍ୟାରିସ,୧୮।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ସମର୍ଥନ କରିବା ପାଇଁ ୮ଟି ୟୁରୋପୀୟ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି, ଯାହା ଏବେ ବିରୋଧର କାରଣ ହୋଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି ଯେ ଗ୍ରୀନଲ୍ୟାଣ୍ଡ…
ଏସବୁ ଦେଶ ସବୁଠୁ ଅଧିକ କିଣନ୍ତି ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ
ନୂଆଦିଲ୍ଲୀ,୨ା୧: ଷ୍ଟକ୍ହୋମ ଇଣ୍ଟରନ୍ୟାଶନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅସ୍ତ୍ରଶସ୍ତ୍ର ବାଣିଜ୍ୟ ଉପରେ ଆଲୋକପାତ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୦ରୁ ୨୦୨୪ ମଧ୍ୟରେ ୟୁକ୍ରେନ ବିଶ୍ୱର ସର୍ବବୃହତ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଦେଶ ହୋଇଥିବାବେଳେ ଭାରତ ଦ୍ୱିତୀୟ…
ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି
ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ରୁଷିଆର…
ଆମେ ଯୁଦ୍ଧ ଆରମ୍ଭ କରିନାହୁଁ, ଲକ୍ଷ୍ୟ ପୂରଣ ହେଲେ ଶେଷ କରିବୁ: ପୁଟିନ
ନୂଆଦିଲ୍ଲୀ,୪।୧୨: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପଶ୍ଚିମ ରାଷ୍ଟ୍ର ଓ ୟୁକ୍ରେନ ଉପରେ ବର୍ଷିଛନ୍ତି। ସେ ଦୃଢ଼ତାର ସହ କହିଛନ୍ତି ଯେ ରୁଷିଆ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିନାହିଁ। ବରଂ ପଶ୍ଚିମ ରାଷ୍ଟ୍ରଙ୍କ ପ୍ରଭାବରେ ୟୁକ୍ରେନ ହିଁ…
ସେନାରେ ଭର୍ତ୍ତି ପାଇଁ ମିଳୁନାହାଁନ୍ତି ଲୋକ, ନିଆଯାଉଛି ଏମିତି ଆକ୍ସନ ସମସ୍ତେ ଆଶ୍ଚର୍ଯ୍ୟ
କ୍ୱିଭ,୨୮।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ଚାରି ବର୍ଷ ବିତିଗଲାଣି। ଯେତେବେଳେ ୨୦୨୨ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କଲା, ୟୁକ୍ରେନୀୟ ଲୋକମାନେ ପ୍ରବଳ ଉତ୍ସାହ ଏବଂ ଏକତା ପ୍ରଦର୍ଶନ କଲେ। ଦେଶକୁ ରକ୍ଷା କରିବା…
ଡିସେମ୍ବରରେ ଭାରତ ଆସିବେ ପୁଟିନ୍: ଯୁକ୍ରେନ୍ ଯୁଦ୍ଧ ପରେ ପ୍ରଥମ ଗସ୍ତ
ନୂଆଦିଲ୍ଲୀ,୧।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୨୩ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀ ପାଇଁ ୫-୬ ଡିସେମ୍ବରରେ ଭାରତ ଆସିବାର ସମ୍ଭାବନା ରହିଛି। ୨୦୨୨ ଫେବ୍ରୁଆରୀରେ ଯୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ଏହା ତାଙ୍କର ନୂଆଦିଲ୍ଲୀର ପ୍ରଥମ ଗସ୍ତ। କ୍ରେମ୍ଲିନ୍ ପୂର୍ବରୁ…
ଟ୍ରମ୍ପଙ୍କ ଟାରିଫ୍ ମାଡ଼ ଦେଖି ପୁଟିନଙ୍କୁ ଫୋନ କଲେ ମୋଦି, ନାଟୋ ମୁଖ୍ୟଙ୍କ ବଡ଼ ଦାବି
ଭୁବନେଶ୍ୱର,୨୬ା୯: ନାଟୋ ମହାସଚିବ ମାର୍କ ରୁଟେ ଦାବି କରିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଲଗାଇଥିବା ଟାରିଫ୍ ରୁଷିଆ ଉପରେ ପରୋକ୍ଷ ପ୍ରଭାବ ପକାଉଛି। ରୁଟେ କହିଛନ୍ତି, ଏହି ଟାରିଫ୍ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର…
ଭାରତକୁ ବଡ ଝଟକା ଦେଲା ୟୁକ୍ରେନ: ୧ ଅକ୍ଟୋବରରୁ ଲାଗୁ କରିବ କଟକଣା, ଏବେ ମୋଦି ନେବେ ବଡ ପଦକ୍ଷେପ
ନୂଆଦିଲ୍ଲୀ,୧୫ା୯: ଅମେରିକା ସହ ନାଟୋ ଦେଶମାନଙ୍କ ରୁଷିଆ ତେଲ ବାବଦରେ ଭାରତ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଯୁକ୍ରେନ୍ ଭାରତରୁ ଡିଜେଲ୍ ଆମଦାନୀ ଉପରେ ରୋକ୍ ଲଗାଇଛି। ଯୁକ୍ରେନ୍ର ଏନର୍ଜି କନ୍ସଲ୍ଟେନ୍ସି ଏନ୍କୋର୍ (ଏନ୍କୋର୍) ସୋମବାର (୧୫ ସେପ୍ଟେମ୍ବର ୨୦୨୫) ଘୋଷଣା…
ୟୁକ୍ରେନ ଉପରେ ଡ୍ରୋନ୍ ମାଡ଼ କଲା ରୁଷିଆ, ୪ ଶିଶୁ ସମେତ ୧୫ ମୃତ
କ୍ୱିଭ୍,୨୮ା୮: ୟୁକ୍ରେନ ଉପରେ ରୁଷିଆ ଗୁରୁବାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଯେଉଁଥିରେ ୪ ଶିଶୁ ସମେତ ମୋଟ୍ ୧୫ ଜଣ ପ୍ରାଣ ହରାଇଛନ୍ତି। ଏହାର ପ୍ରତିକ୍ରିୟା ଦେଇ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି କହିଛନ୍ତି ଯେ, ଯୁଦ୍ଧ ଶେଷ କରିବା…
ୟୁକ୍ରେନ ସ୍ୱାଧୀନତା ଦିବସରେ ରୁଷିଆର ପରମାଣୁ ବିଦ୍ୟୁତ କେନ୍ଦ୍ରରେ ଡ୍ରୋନ ଆକ୍ରମଣ
ନୂଆଦିଲ୍ଲୀ,୨୪।୮: ୟୁକ୍ରେନ ତା’ର ୩୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ରୁଷିଆ ଅଭିଯୋଗ କରିଛି ଯେ ୟୁକ୍ରେନ ରବିବାର ରାତିରେ ରୁଷିଆର ପଶ୍ଚିମ କୁର୍ସ୍କ ଅଞ୍ଚଳରେ ଥିବା ଏକ ପରମାଣୁ ବିଦ୍ୟୁତ କେନ୍ଦ୍ର ଉପରେ ଡ୍ରୋନ ଆକ୍ରମଣ କରି…
ଟ୍ରମ୍ପ୍-ଜେଲେନ୍ସ୍କି ଭେଟ ଆଜି: ମାନି ନେଇପାରନ୍ତି ସର୍ତ୍ତ
ଓ୍ବାଶିଂଟନ/ଲଣ୍ଡନ,୧୮ା୮: ୟୁକ୍ରେନ୍ ଶାନ୍ତି ଚୁକ୍ତି ପାଇଁ ସୋମବାର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଆମେରିକା ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଓ୍ବାଶିଂଟନରେ ଭେଟିବେ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଆଲାସ୍କାରେ ଟ୍ରମ୍ପ୍ଙ୍କ ସହ କରିଥିବା ଆଲୋଚନାରୁ ନିଷ୍କର୍ଷ ବାହାରି ନ ଥିବାବେଳେ ସାଢ଼େ ୩…
Archives


