ତ୍ରିଶକ୍ତି ଚିନ୍ତାରେ ଆମେରିକା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଘାରିଛି ଭାରତ, ରୁଷିଆ, ଚାଇନା ଡର। ବିଶ୍ବରେ ଏହି ତିନି ଶକ୍ତିର ପ୍ରଭାବ ବୃଦ୍ଧି ଦେଖି ଆମେରିକା ଛାନିଆ। ଆମେରିକା ଡଲାରକୁ ପ୍ରତିହତ କରିବାକୁ ଏହି ୩ ରାଷ୍ଟ୍ର ଆଞ୍ଚଳିକ ମୁଦ୍ରାରେ କାରବାର କରିବାକୁ ରଣନୀତି…