ଟ୍ରେନ୍ରେ ଚଢ଼ିବା ସମୟରେ ଅଘଟଣ: ମା’ ସହ ଖସିପଡ଼ିଲେ ୪ ବର୍ଷର ଶିଶୁକନ୍ୟା
ରାୟଗଡ଼ା,୧୮ା୧୦(ଆଶିଷ ରଞ୍ଜନ ପଣ୍ଡା): ଚଳନ୍ତା ଟ୍ରେନ୍ରେ ଚଢ଼ିବା ବେଳେ ଅଘଟଣ ଘଟିଛି। କରବା ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇଛନ୍ତି। ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ରାୟଗଡ଼ା ଜିଲା ସିଙ୍ଗାପୁରୁ ରୋଡ୍ ରେଳ ଷ୍ଟେଶନରେ…
ଟ୍ରାକ୍ରେ ଠିଆ ହୋଇ କରୁଥିଲେ ରିଲ୍ସ, ଆସିଲା ଟ୍ରେନ୍, ଆଉ ତା’ ପରେ…
ଲକ୍ଷ୍ନୌ,୧୧ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲା ଉର୍ମିଆ ଗ୍ରାମ ନିକଟସ୍ଥ ଏକ ଟ୍ରେନ୍ ଲାଇନରେ ରିଲ୍ସ କରିବା ଏକ ପରିବାର ପାଇଁ ମହଙ୍ଗା ପଡ଼ିଛି। ରେଳ ଟ୍ରାକ୍ରେ ଠିଆ ହୋଇ ରିଲ୍ସ କରୁଥିବା ସମୟରେ ଟ୍ରେନ୍ ଧକ୍କାରେ ମହମ୍ମଦ ଅହମଦ(୩୦) ତାଙ୍କ…
ଟ୍ରାକ୍ରୁ ଖସିଲା ମାଲ୍ବାହୀ ଟ୍ରେନ୍, ଦୁଇ ବଗି ଭାଙ୍ଗିଲା
ପାରାଦୀପ,୨ା୯(ଶରତ ରାଉତ): ପାରାଦୀପ ରଙ୍ଗିଆଗଡ଼ ରେଲଓ୍ବେ ଷ୍ଟେଶନ ପାଖ ବାଉରିଆପାଳନନ୍ଦା ଠାରେ ସୋମବାର ମଧ୍ୟାହ୍ନରେ ଏକ ମାଲବାହୀ ଟ୍ରେନ୍ର ଦୁଇଟି ବଗି ଲାଇନ୍ଚ୍ୟୁତ ହୋଇଛି। ଗୋଟିଏ ରେଲଓ୍ବେ ଟ୍ରାକ୍ରୁ ଖସି ପଡ଼ିଥିବା ବେଳେ ଅନ୍ୟ ବଗି ଭାଙ୍ଗି ଗଳିପଡ଼ିଛି। ଏହି ଘଟଣା…
୨୪ ଅଗଷ୍ଟରୁ ୧୪ ସେପ୍ଟେମ଼୍ବର ମଧ୍ୟରେ ୫୨ ଟ୍ରେନ୍ ବାତିଲ୍ କଲା ରେଳ ବିଭାଗ
ନୂଆଦିଲ୍ଲୀ, ୨୧।୦୮: ଭାରତୀୟ ରେଳ କେତେକ ଟ୍ରେନ୍ ବାତିଲ୍ କରିଛି । ଏନେଇ ବିଭାଗ ବାତିଲ୍ ଟ୍ରେନ୍ ଗୁଡ଼ିକର ଲିଷ୍ଟ୍ ଜାରି କରିଛି । ଏହି ଲିଷ୍ଟରେ ଭୋପାଳରୁ ବିଳାଶପୁର ଯାତାୟତ କରୁଥିବା କିଛି ଟ୍ରେନ୍ ମଧ୍ୟ ରହିଛି । ଭୋପାଳରୁ…
କେନ୍ଦୁଝର ଦେଇ ଚାଲିବ ଟାଟାନଗର-ବ୍ରହ୍ମପୁର ଟେନ୍
କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଟାନଗରରୁ କେନ୍ଦୁଝର ଦେଇ ବ୍ରହ୍ମପୁରକୁ ବନ୍ଦେ ମାତରମ ଟ୍ରେନ୍ ଚାଲିବା ନେଇ ଚର୍ଚ୍ଚା ହେଉଛି। ତେବେ ଏ ନେଇ ରେଳ ବିଭାଗ ପକ୍ଷରୁ ଆଧିକାରିକ ଭାବେ କୌଣସି ସୂଚନା ଦିଆଯାଇନାହିଁ। ତେବେ ଏହା ଏବେ ସୋସିଆଲ ମିଡିଆରେ…
୨୩ ଷ୍ଟାର୍ଟଅପ୍କୁ ରେଳ ମନ୍ତ୍ରଣାଳୟର ପ୍ରୋତ୍ସାହନ
ଭୁବନେଶ୍ୱର,୧୭।୭ (ଅନୁରାଧା ମହାରଣା): ଜାତୀୟ ପରିବହନକାରୀ ଭାରତୀୟ ରେଳପଥ ନବସୃଜନ (ଇନୋଭେଶନ) କ୍ଷେତ୍ରରେ ଷ୍ଟାର୍ଟଅପ୍ ଓ ଅନ୍ୟାନ୍ୟ ସଂସ୍ଥାର ସହଯୋଗ ପାଇବା ପାଇଁ ରେଳ ମନ୍ତ୍ରଣାଳୟ ‘ଷ୍ଟାର୍ଟଅପ୍ ଫର୍ ରେଲଓ୍ବେଜ୍’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ରେଳ ନେଟ୍ୱର୍କରେ କାର୍ଯ୍ୟକ୍ଷମତା ଏବଂ ନିରାପତ୍ତା…
ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା, ରାଜ୍ୟରେ ଗଡ଼ିବ ଏତିକି ଟ୍ରେନ୍
ପୁରୀ,୩ା୭: ପୁରୀ ରଥଯାତ୍ରା ପାଇଁ ରାଜ୍ୟରେ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍। ବିଶ୍ୱପ୍ରସିଦ୍ଧ ଏହି ରଥଯାତ୍ରା ପାଇଁ ୩୧୫ରୁ ଊର୍ଦ୍ଧ୍ୱ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟ ସହ ପଡ଼ୋଶୀ ରାଜ୍ୟରୁ ପୁରୀକୁ ଟ୍ରେନ୍ ଚଳାଚଳ କରିବା ପାଇଁ…
କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ଘଟଣା: ୧୯ ଟ୍ରେନ୍ ବାତିଲ୍
କୋଲକାତା, ୧୭।୬: କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ପରେ ୧୯ ଟ୍ରେନକୁ ବାତିଲ କରାଯାଇଛି । ଦୁଇଟି ଟ୍ରେନ୍ର ୪ ବଗି ଏବଂ ୫ ୱାଗନ ଲାଇନ୍ଚ୍ୟୁତ ହୋଇ ଅନ୍ୟ ଟ୍ରାକ୍ ଉପରେ ପଡ଼ିରହିଛି । ତେଣୁ ଏହି ରୁଟ୍ ଦେଇ ଯିବାକୁ…
କୋଇଲା ଟ୍ରେନ୍ରେ ଲାଗିଲା ନିଆଁ
ସୋର,୮ା୬: ବାଲେଶ୍ୱର ଜିଲା ସୋର ଷ୍ଟେଶନରେ ଶନିବାର ଏକ କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗିଯାଇଛି। ଟ୍ରେନ୍ର ଦୁଇଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ତାଳଚେରରୁ ଝାଡ଼ଖଣ୍ଡ ଯିବା…
ଗୋଟିଏ ପରିବାରର ୪ ଭଉଣୀ ଭାଇ ନିଖୋଜ, ପତ୍ତା ପାଉନି ପୋଲିସ୍
ମୁମ଼୍ବାଇ, ୩।୬: ମହାରଷ୍ଟ୍ରର ରାଜଧାନୀ ମୁମ଼୍ବାଇରୁ ଗୋଟିଏ ପରିବାରର ୪ ଜଣ ଭଉଣୀ ଭାଇ ନିଖୋଜ ହୋଇଯାଇଛନ୍ତି। ୪ ଭଉଣୀ ଭାଇ ଘର ଛାଡ଼ି ଟ୍ରେନ୍ରେ ମଧ୍ୟପ୍ରଦେଶର ଗ଼୍ବାଲିୟର ସହର ଯାଇଥିଲେ। ସେଠାରେ ଟ୍ରେନ୍ରୁ ଓହ୍ଲାଇବା ପରେ ନିଖୋଜ ହୋଇଯାଇଥିଲେ। ଏନେଇ…
ସିମ୍ଲାରେ ଅଟକିଲା ଟ୍ରେନ୍
ସିମ୍ଲା,୩୧ା୫: ହିମାଚଳ ପ୍ରଦେଶର ଜଙ୍ଗଲରେ ନିଆଁ ଲାଗି ଲକ୍ଷଲକ୍ଷ ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ଶିମଲା, ମଣ୍ଡି, ବିଳାସପୁର ଏବଂ ସୋଲାନ ଜିଲାରେ ସବୁଜ ବନାନୀ ଲଗାତର ଜଳୁଛି। ବନ ବିଭାଗ କେତେକ ଅଞ୍ଚଳରେ ନିଆଁ ଲିଭାଇବାରେ ନିୟୋଜିତ ଅଛି, କିନ୍ତୁ…
୬ ଟ୍ରେନ୍ ବାତିଲ, ଜାଣନ୍ତୁ କେଉଁ ଟ୍ରେନ୍ ହୋଇଛି ବାତିଲ
କୋଲକାତା,୨୬ା୫: ବାତ୍ୟା ‘ରେମାଲ’ ପାଇଁ ୬ଟି ଟ୍ରେନ୍ ବାତିଲ ହୋଇଛି। ରବିବାର ଓ ସୋମବାର ପାଇଁ ଏହି ଟ୍ରେନ୍କୁ ବାତିଲ କରିଛି ଦକ୍ଷିଣ ପୂର୍ବ ରେଳତଟ। ହାଓ୍ବଡା-ଦୀଘା-ହାଓ୍ବଡା ଏକ୍ସପ୍ରେସ୍ ରବିବାର ପାଇଁ ବାତିଲ ହୋଇଥିବା ବେଳେ କାଲି ପାଇଁ ଦୀଘା-ପଂଶକୁରା ଇଏମ୍ୟୁ,…

