କେନ୍ଦୁଝର ଦେଇ ଚାଲିବ ଟାଟାନଗର-ବ୍ରହ୍ମପୁର ଟେନ୍‌

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଟାନଗରରୁ କେନ୍ଦୁଝର ଦେଇ ବ୍ରହ୍ମପୁରକୁ ବନ୍ଦେ ମାତରମ ଟ୍ରେନ୍‌ ଚାଲିବା ନେଇ ଚର୍ଚ୍ଚା ହେଉଛି। ତେବେ ଏ ନେଇ ରେଳ ବିଭାଗ ପକ୍ଷରୁ ଆଧିକାରିକ ଭାବେ କୌଣସି ସୂଚନା ଦିଆଯାଇନାହିଁ। ତେବେ ଏହା ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି। ଏହା ସପ୍ତାହରେ ୬ ଦିନ ଚାଲିବ ବୋଲି ଜଣାପଡ଼ିଛି। ଏହା ଟାଟାନଗରରୁ ସକାଳ ୫.୨୦ରେ ବାହାରି ବ୍ରହ୍ମପୁରରେ ଅପରାହ୍ନ ୨.୩୦ରେ ପହଞ୍ଚିବ ଏବଂ ସେଠାରୁ ୩ ଟାରୁ ବାହାରି ଟାଟାନଗରରେ ରାତି ୧୧.୫୫ରେ ପହଞ୍ଚିବ ବୋଲି ଜଣାପଡ଼ିଛି। ଏହା ଟାଟାନଗରରୁ ବାହାରି ରାଜ ଖରସୁଆଁ, କେନ୍ଦୁଝର, ଜଖପୁରା, ହରିଦାସପୁର, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବାଲୁଗାଁ ଷ୍ଟେଶନରେ ରହଣି ହେବ ବୋଲି ଜଣାପଡ଼ିଛି। ଏହା ଦ୍ବାରା ବ୍ୟବସାୟିକ କାରବାର ଓ ପର୍ଯ୍ୟଟନର ବିକାଶ ହୋଇ ପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପାକିସ୍ତାନ ଯିବୁ ନାହିଁ’, ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ କାହିଁକି ଏଭଳି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩୦ା୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ କମ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କଠୋର ଆଭିମୁଖ୍ୟ ଗ୍ରହଣ…

ଇରାନର ନୂଆ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ, କହିଲେ…

ଓ୍ବାଶିଂଟନ୍‌,୩୦।୪: ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ପୁଣିଥରେ ସ୍ଥଗିତ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ନୂତନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି…

ଶେଷ ପର୍ଯ୍ୟାୟରେ ମା’ ରାମଚଣ୍ଡୀ ମନ୍ଦିରର ନବୀକରଣ କାର୍ଯ୍ୟ: ଏମ୍‌ପି-ବିଧାୟକ ସମୀକ୍ଷା କରି କହିଲେ…

ମହାକାଳପଡ଼ା,୩୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମା’ ରାମଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଏମ୍‌ପି…

କାଜୁ ବଗିଚାରେ ପଡ଼ିଛି ଦନ୍ତାହାତୀର ମୃତଦେହ, ବନବିଭାଗର ତଦନ୍ତ ଆରମ୍ଭ

ବଲାଙ୍ଗୀର,୩୦।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଚାନୁଟମାଲ ଗାଁର ଏକ କାଜୁ ବଗିଚାରେ ଗୋଟିଏ ଦନ୍ତାହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ବନ ବିଭାଗ…

ଯୁବତୀ-ଯୁବକଙ୍କ ଭିତରେ ପଶିଲା ପୋଲିସ, ୩କର୍ମୀଙ୍କୁ ପିଟିପିଟି…

କଟକ,୩୦।୪(ପ୍ରଭୁକଲ୍ୟାଣ ପାଲ୍): କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସ କର୍ମଚାରୀଙ୍କୁ ଅସାମାଜିକ ଯୁବକଙ୍କ ଦ୍ୱାରା ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଏହି…

ଶିକ୍ଷା ବିଭାଗରେ କଳାଦାଗ: ମହିଳା ସିଆରସିସିଙ୍କୁ ନିର୍ଯାତନା ଦେଇ ବନ୍ଧାହେଲେ ଡିଇଓ-ବିଇଓ-ପିଇଟି

ବରଗଡ,୩୦।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ କାର୍ଯ୍ୟରତ ଜଣେ ମହିଳା ସିଆରସିସିଙ୍କୁ ନିର୍ଯାତନା ସହିତ ଅଶ୍ଳୀଳ ମେସେଜ୍‌ କରିବା ମହଙ୍ଗା ପଡିଛି। ଏଭଳି ଅଭିଯୋଗରେ ବରଗଡ଼ ଟାଉନ ଥାନା…

ପଞ୍ଚାୟତରେ ନାହିଁ ବ୍ୟାଙ୍କ ସେବା: ଭତ୍ତା ପାଇଁ ଦେଶୀଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ହିତାଧିକାରୀ

ନନ୍ଦପୁର,୩୦ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପରଜା ବଡ଼ପଡ଼ା ପଞ୍ଚାୟତର ବୃଦ୍ଧା, ବୃଦ୍ଧ, ବିଧବା, ଅସହାୟମାନଙ୍କୁ ଡିବିଟି ମାଧ୍ୟମରେ ଦିଆଯାଉଥିବା ଭତ୍ତା ଟଙ୍କା ଉଠାଣ ଲାଗି…

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri