ରାଜ୍ୟରେ ବଢୁଛି ତମାଖୁ-ପାନ ମସଲା ବିକ୍ରୟରୁ ଟିକସ ଆଦାୟ: ୧୦ ବର୍ଷରେ ପୁରିଲାଣି ସରକାରଙ୍କ ପକେଟ
ଭୁବନେଶ୍ୱର,୧୦୩: ଗତ ଦଶ ବର୍ଷ ମଧ୍ୟରେ ତମାଖୁ ଉତ୍ପାଦ ଏବଂ ପାନ ମସଲା ବିକ୍ରୟରୁ ଓଡ଼ିଶା ସରକାର ୬,୫୯୫.୫୫ କୋଟି ଟଙ୍କା ଟିକସ ଆଦାୟ କରିଛି। ବିଧାୟକ ଟଙ୍କଧର ତ୍ରିପାଠିଙ୍କ ଏକ ପ୍ରଶ୍ନର ଉତ୍ତରରେ ସୋମବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ…
କମ୍ପାନୀ କ୍ୟାଣ୍ଟିନରେ ମିଳୁଥିବା ସିଙ୍ଗଡ଼ାରୁ ବାହାରିଲା କଣ୍ଡୋମ, ପଥର, ତମାଖୁ
ପୁନେ,୮।୪: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ପୁଣେର ଏକ ପ୍ରତିଷ୍ଠିତ କମ୍ପାନୀର କ୍ୟାଣ୍ଟିନରେ ପରିବେଷିତ ସିଙ୍ଗଡ଼ାରୁ କଣ୍ଡୋମ, ପଥର, ତମାଖୁ, ଏବଂ ଅନ୍ୟାନ୍ୟ ଅପରିଷ୍କାର ଜିନିଷ ବାହାରିଥିବା ସ୍ଥାନୀୟ ମିଡ଼ିଆ ରିପୋର୍ଟରେ ଖବର ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୭ରେ ପଦାକୁ…
ପାନ ମସଲା, ଘୁଟକା ଅନ୍ୟାନ୍ୟ ତମାଖୁ ଉତ୍ପାଦନକରି ଦେବେ ୧ ଲକ୍ଷ ଟଙ୍କା ଜରିମାନା ଯଦି …
ନୂଆଦିଲ୍ଲୀ, ୪।୨: ପାନ୍ ମସାଲା, ଘୁଟକା ଏବଂ ତମାଖୁ ଉତ୍ପାଦନ କରୁଥିବା କମ୍ପାନୀ ଗୁଡିକ ଏପ୍ରିଲ୍ ୧ ରୁ ସାମଗ୍ରୀ ଏବଂ ସେବା କର (ଜିଏସଟି) କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜୀକରଣ କରିବାରେ ବିଫଳ ହୁଅନ୍ତି ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନା…

