ଚେତିଲା ପ୍ରଶାସନ: ବନ୍ୟାର କାରଣ ଖୋଜିବା ସହ ସ୍ଥାୟୀ ସମାଧାନର ବ୍ଲୁ ପ୍ରିଣ୍ଟ୍ ଲାଗି ବୈଷୟିକ ଟିମ୍ର ଅନୁଧ୍ୟାନ
ପୁରୁଷୋତ୍ତମପୁର,୨୮ା୧୧(ସବିତା ମିଶ୍ର): ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟାର ଦୁଃଖ ଏବେ ବି ଭୁଲିନାହାନ୍ତି ପୁରୁଷୋତ୍ତମପୁରବାସୀ। ଋଷିକୁଲ୍ୟା ନଦୀର ଉଛୁଳା ଜଳ ନଦୀବନ୍ଧ ଡେଇଁବା ସହ ବିଭିନ୍ନ ସ୍ଥାନରେ କୂଳ ଘାଇ ଭାଙ୍ଗି ପୁରୁଷୋତ୍ତମପୁର ଏନ୍ଏସି ସମେତ ବହୁ ଗ୍ରାମ ଜଳମଗ୍ନ…

