Tag Archives: Team India

ଉପରକୁ ଉଠିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଘରୋଇ ଦଳକୁ ପରାସ୍ତ କରିଥିଲା। ଭାରତର ଏହି ବିଜୟ ସହିତ ସିରିଜ ୧-୧ରେ ବରାବର ହୋଇଥିଲା। ବର୍ତ୍ତମାନ ଆଇସିସି ଟେଷ୍ଟର ର଼୍ୟାଙ୍କିଂ ପ୍ରକାଶ…

କୋହଲି-ରୋହିତଙ୍କ ପ୍ରତ୍ୟାବର୍ତ୍ତନ ଏହି ଖେଳାଳିଙ୍କ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ,୮।୧: ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରାଯାଇଛି। ଏହି ୧୬ ଜଣିଆ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି। ଏହି ଦୁଇ ମହାନ ଖେଳାଳି ଗତ ଟି-୨୦…

ପଡ଼ିଆରେ ହାତ ଯୋଡିଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୪।୧: ଟିମ ଇଣ୍ଡିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପଟାଉନ ଟେଷ୍ଟରେ ୪୬ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହି ମ୍ୟାଚ ସମୟରେ କୋହଲି ହାତ ଯୋଡୁ ଥିବାର ଦେଖାଯାଇଛି। ତାଙ୍କର…

ବର୍ଷେ ପୂର୍ବେ ପେପରରେ ଲେଖିଥିଲେ ଟାର୍ଗେଟ୍‌, ଏବେ ଫଟୋ ଶେୟାର କରି କେତେ ନିକଟତର ହୋଇଛନ୍ତି କହିଲେ ଶୁଭମନ ଗିଲ୍‌

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟର୍‌ ଶୁବମାନ ଗିଲ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ସେ ଦିନିକିଆ ଏବଂ ଟି-୨୦ରେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଟେଷ୍ଟ ଫର୍ମାଟରେ କିଛି ବିଶେଷ କରିପାରି ନାହାନ୍ତି। ଶୁବମାନଙ୍କୁ ମଧ୍ୟ ତାଙ୍କର ଟେଷ୍ଟ ଫର୍ମକୁ ନେଇ ସମାଲୋଚନାର…

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକାର ବଢିଲା ସମସ୍ୟା: ଅଧିନାୟକ ପଡ଼ିଲେ ବାଦ୍‌

ସେଞ୍ଚୁରିଅନ୍‌,୨୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇଟି ମ୍ୟାଚ ଟେଷ୍ଟ ସିରିଜ ଖେଳାଯାଉଛି। ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ସେଞ୍ଚୁରିଅନରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଗୋଟିଏ ଇନିଂସ ଏବଂ ୩୨ ରନରେ…

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ଭୟଭୀତ

ସେଞ୍ଚୁରିଅନ୍‌,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜି ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନ ସୁପରସ୍ପୋର୍ଟ ପାର୍କରେ ଖେଳାଯିବ। ଏହି ମ୍ୟାଚ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି…

ଇତିହାସ ରଚିବାକୁ ଆଉ ମାତ୍ର ୧୧ ଉଇକେଟ ଦୂରରେ ଅଶ୍ୱିନ୍‌

ସେଞ୍ଚୁରିଅନ୍‌,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହି ଟେଷ୍ଟ ସିରିଜ ଟିମ ଇଣ୍ଡିଆର କିମ୍ବଦନ୍ତୀ ସ୍ପିନର ଆର ଅଶ୍ୱିନଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି।…

ରୋହିତଙ୍କ ପରେ କିଏ ହେବ ଟିମ୍‌ ଇଣ୍ଡିଆର ଅଧିନାୟକ? ପୂର୍ବତନ କ୍ରିକେଟର କହିଲେ…

ନୂଆଦିଲ୍ଲୀ,୫।୧୨: ଆଗାମୀ ଦିନରେ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ଦିନିକିଆ ବିଶ୍ୱକପ୍‌ ପରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଆଲୋଚନା ହେଉଛି। କାରଣ ବୟସ ବଢ଼ୁଥିବାରୁ ସେ କେତେ ସମୟ ଧରି ତିନୋଟି ଯାକ ଫର୍ମାଟ…

ଏହି ଖେଳାଳି ମାନଙ୍କ କ୍ୟାରିୟରରେ ଲାଗିଲା ବିରାମ! ଆଉ ଟିମ୍ ଇଣ୍ଡିଆକୁ ଫେରିବା ଅସମ୍ଭବ

ନୂଆଦିଲ୍ଲୀ,୪ା୧୨: ଭାରତୀୟ ଟିମ୍ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛି। ଏହି ଗସ୍ତରେ ଭାରତ ତିନୋଟି ଫର୍ମାଟ୍, ଟି୨୦, ଦିନିକିଆ ଏବଂ ଟେଷ୍ଟର ସିରିଜ୍ ଖେଳିବ। ଏଥିପାଇଁ ଭାରତୀୟ ଚୟନକର୍ତ୍ତା ତିନୋଟି ଭିନ୍ନ ଦଳ ଗଠନ କରିଛନ୍ତି ଏବଂ ମୋଟ ୩୨…

ଡୁପ୍ଲିକେଟ୍‌ କୋହଲିଙ୍କୁ ଦେଖିବାକୁ ପାଇଁ ପ୍ରବଳ ଭିଡ଼: ଦେଖିଲେ ଆଖି ଖାଇଯିବ ଧୋକା

ଅହମ୍ମଦାବାଦ୍‌,୧୯।୧୧: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଫାଇନାଲ୍‌ ମ୍ୟାଚ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଏହାପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ବିରାଟ କୋହଲି ନିଜର ୫୦ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। ବର୍ତ୍ତମାନ ସମଗ୍ର…

ଭାରତ ବିଶ୍ୱକପ୍‌ ଚାମ୍ପିୟନ ହେଲେ ୟୁଜର୍ସଙ୍କୁ ୧୦୦ କୋଟି ବାଣ୍ଟିବ ଏହି ଷ୍ଟାଟଅପ୍‌ କମ୍ପାନୀ, ଚମକାଇଲା ଘୋଷଣା

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ ପ୍ରବେଶ କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ସମସ୍ତେ ନିଜ ନିଜ ଢଙ୍ଗରେ ଭାରତୀୟ ଟିମ୍‌ର ଊତ୍ସାହ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଜଣେ ଷ୍ଟାଟଅପ୍‌ କମ୍ପାନୀ ‘ଆଷ୍ଟ୍ରୋଟକ୍‌’ର ପ୍ରତିଷ୍ଠାତା ଏବଂ ସିଇଓ…

ଖରାପ ଫିଲ୍ଡିଂ ସତ୍ତ୍ୱେ ଧୈର୍ଯ୍ୟ ହରାଇ ନ ଥିଲୁ: ରୋହିତ ଶର୍ମା

ମୁମ୍ବାଇ,୧୬।୧୧: ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲ ମୁକାବିଲାରେ ୭୦ ରନ୍‌ରେ ବିଜେତା ହୋଇଛି। ମ୍ୟାଚ୍‌ ପରେ ଅଧିନାୟକ ରୋହିତ ଶର୍ମା ଖରାପ ଫିଲ୍ଡିଂ ସତ୍ତ୍ୱେ ଧୈର୍ଯ୍ୟ ହରାଇ ନ ଥିଲୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ରୋହିତ କହିଛନ୍ତି, ମୁଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri