Tag Archives: Team India

ନୂଆ ଜର୍ସିରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୭ା୯: ଆସନ୍ତା ୯ ତାରିଖରୁ ଏସିଆ କପ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ରବିବାର ଏକ ଭିଡିଓ ଶେୟାର କରାଯାଇ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ କରାଯାଇଛି। ଟୁର୍ନାମେଣ୍ଟ ଲାଗି…

ଟିମ୍ ଇଣ୍ଡିଆର ଖେଳାଳିମାନେ ଧନୀ, ଫରକ ପଡ଼ିବ ନାହିଁ; ପ୍ରଶ୍ନ ଉଠାଇ ବଡ଼  କଥା କହିଦେଲେ… 

ଲର୍ଡସ,୧୨।୭: ଲର୍ଡସ ଟେଷ୍ଟରେ, ଉଭୟ ଦଳ ଦୁଇ ଦିନରେ ୨୩ ଓଭର କମ ବୋଲିଂ କରିଥିଲେ। ଏପରି କ୍ରିକେଟକୁ ନେଇ ପୂର୍ବତନ ଇଂଲଣ୍ଡ ଅଧିନାୟକ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଦଳଗୁଡ଼ିକ ଗୋଟିଏ ଦିନରେ ୯୦ ଓଭର ବୋଲିଂ କରୁଛନ୍ତି…

ହୋଟେଲ୍‌ ଭିତରେ ବନ୍ଦ ଟିମ୍‌ଇଣ୍ଡିଆ: ମିଳିଲା ସନ୍ଦେହଜନକ ପ୍ୟାକେଜ୍‌

ବର୍ମିଂହାମ,୨।୭: ବର୍ମିଂହାମ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ବର୍ମିଂହାମ ସହରରେ ଏକ ସନ୍ଦେହଜନକ ପ୍ୟାକେଜ୍‌ ମିଳିଥିଲା। ଏହା ଖେଳାଳିମାନଙ୍କ ସହିତ ପ୍ରଶଂସକଙ୍କ ଉତ୍ତେଜନାକୁ ବୃଦ୍ଧି କରିଥିଲା। ଖେଳାଳିମାନଙ୍କୁ ବର୍ମିଂହାମରେ ଭାରତୀୟ କ୍ରିକେଟ ଦଳ…

ବଦଳିବେ ଟିମ ଇଣ୍ଡିଆର କ୍ୟାପଟେନ? ହେଲେ କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଟିମ୍‌ ବର୍ତ୍ତମାନ ଇଂଲଣ୍ଡରେ ଏକ ଟେଷ୍ଟ ସିରିଜ ଖେଳୁଛି, ଯାହାର ଅଧିନାୟକତ୍ୱ ଶୁବମନ ଗିଲଙ୍କ ହାତରେ ଅଛି। ଏହି ଗସ୍ତ ପରେ, ଟିମ ଇଣ୍ଡିଆ ଧଳା ବଲ କ୍ରିକେଟ ଖେଳିବ, ଯାହା ପାଇଁ ଦଳରେ ଏକ ବଡ଼…

ନୂଆ କିଟ୍‌ ପିନ୍ଧି ଇଂଲଣ୍ଡ ଗସ୍ତରେ ବାହାରିଲା ଟିମ୍‌ଇଣ୍ଡିଆ

ମୁମ୍ବାଇ,୬।୬: ଭାରତୀୟ କ୍ରିକେଟ ଦଳ ଆଜି ସକାଳେ ଇଂଲଣ୍ଡ ଗସ୍ତ ପାଇଁ ଇଂଲଣ୍ଡ ଯାତ୍ରା ଆରମ୍ଭ କରିଛି। ମୁମ୍ବାଇରୁ ଯାଇଥିବା ଟିମ୍‌ ଇଣ୍ଡିଆ ନୂଆ କିଟ୍‌ରେ ନଜର ଆସିଥିଲା। ରୋହିତ-ବିରାଟଙ୍କ ଅବସର ପରେ ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଏହା ଦଳର ପ୍ରଥମ…

ମହମ୍ମଦ ସିରାଜ କହିଲେ ‘ଗୁଡ୍‌ ବାଏ’; ଟିମ୍‌ ଇଣ୍ଡିଆରୁ ଶେଷ ହେଲା ଏହି କିମ୍ବଦନ୍ତୀଙ୍କ ଯାତ୍ରା

ନୂଆଦିଲ୍ଲୀ,୩୧।୫: ନିକଟରେ ଭାରତୀୟ କ୍ରିକେଟରେ ରବିଚନ୍ଦ୍ରନ ଅଶ୍ୱିନ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି କିମ୍ବଦନ୍ତୀ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଏବେ ଟିମ ଇଣ୍ଡିଆ ସହିତ ଆଉ ଜଣେ କିମ୍ବଦନ୍ତୀଙ୍କ ଯାତ୍ରା ଶେଷ ହୋଇଛି। ଗତ ୫ ବର୍ଷ…

ଟିମ୍‌ ଇଣ୍ଡିଆର ପୂର୍ବତନ କୋଚ୍‌ ଧରିଲେ ଶ୍ରୀଲଙ୍କା ହାତ, ହୋଇଗଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୫: ସାତ ବର୍ଷ ଧରି ଟିମ୍‌ ଇଣ୍ଡିଆର ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ପୂର୍ବତନ ଭାରତୀୟ ପ୍ରଶିକ୍ଷକ ଏବେ ଶ୍ରୀଲଙ୍କାରେ ଯୋଗ ଦେଇଛନ୍ତି। ସେ ଏବେ ଶ୍ରୀଲଙ୍କା କ୍ରିକେଟରମାନଙ୍କୁ ତାଲିମ ଦେବେ। ମୁଖ୍ୟ ପ୍ରଶିକ୍ଷକ ସନଥ ଜୟସୁରିଆ ଶ୍ରୀଲଙ୍କା କ୍ରିକେଟକୁ ଶୀର୍ଷରେ ପହଞ୍ଚାଇବା…

ସନ୍ନ୍ୟାସ ନେବେ ବୁମରା! ଏମିତି ଦେଲେ ହିଣ୍ଟ

ନୂଆଦିଲ୍ଲୀ,୩୦।୫: ଭାରତୀୟ କ୍ରିକେଟ ଦଳର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଇଂଲଣ୍ଡ ବିପକ୍ଷରେ ଆଗାମୀ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଏକ ଆବେଗପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ କ୍ରିକେଟ ଖେଳ ତାଙ୍କ ପାଇଁ ଏକ…

ରୋହିତ ଓ କୋହଲିଙ୍କ ପରେ ଅବସର ନେବେ ଏହି ଭାରତୀୟ ଖେଳାଳି! ଦେଲେ ବଡ଼ ସଙ୍କେତ…

ନୂଆଦିଲ୍ଲୀ,୩୦।୫: ଭାରତୀୟ କ୍ରିକେଟ ଦଳର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଇଂଲଣ୍ଡ ବିପକ୍ଷରେ ଆଗାମୀ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଏକ ଆବେଗପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ କ୍ରିକେଟ ଖେଳ ତାଙ୍କ ପାଇଁ ଏକ…

ବଡ଼ ଖବର: ରୋହିତ ଓ କୋହଲିଙ୍କ ପରେ କ୍ରିକେଟରୁ ଅବସର ନେବେ ୫ ଭାରତୀୟ ଖେଳାଳି!

ନୂଆଦିଲ୍ଲୀ,୨୮।୫: ଭାରତୀୟ କ୍ରିକେଟ ବର୍ତ୍ତମାନ ଏକ ପାଳବଦଳର ସମୟ ମଧ୍ୟ ଦେଇ ଗତି କରୁଛି। ଦୀର୍ଘ ବର୍ଷ ଧରି ଭାରତୀୟ ଦଳକୁ ନେତୃତ୍ୱ ଦେଇଥିବା ଦୁଇ ଦିଗ୍ଗଜ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା…

ରୋହିତ-କୋହଲିଙ୍କ ପରେ ହଠାତ୍‌ ଅବସର ଘୋଷଣା କଲେ ଆଉ ଜଣେ ଭାରତୀୟ କ୍ରିକେଟର୍‌: ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୫: ଭାରତୀୟ କ୍ରିକେଟ ଦଳ ଆଇପିଏଲ ୨୦୨୫ ପରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଯାତ୍ରା କରିବ। ଏଥିପାଇଁ ବିସିସିଆଇ ଦଳ ଘୋଷଣା କରିଛି। ଏହି ଗସ୍ତ ପୂର୍ବରୁ ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟରୁ…

କୋହଲିଙ୍କ ଅବସର ପରେ ଏହି ଖେଳାଳିଙ୍କ ଚମକିବ ଭାଗ୍ୟ: ଏବେ ଟିମ୍‌ ଇଣ୍ଡିଆରେ ସ୍ଥାନ ପକ୍କା

ନୂଆଦିଲ୍ଲୀ,୧୨।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ସୋମବାର ବିରାଟ ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି। ଏବେ ପ୍ରଶ୍ନ ହେଉଛି ଟେଷ୍ଟ ଦଳରେ ବିରାଟଙ୍କ ସ୍ଥାନ କିଏ ନେବେ?…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?