Tag Archives: sports

ବରଗଡ଼ରେ ଆରମ୍ଭ ହେବ ଚିଫ୍‌ ମିନିଷ୍ଟର କପ୍‌ ଫୁଟ୍‌ବଲ ମ୍ୟାଚ୍‌: ଭାଗ ନେବେ ୮ ଟିମ୍‌

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଫୁଟ୍‌ବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆସନ୍ତା ସୋମବାରରୁ ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ୧୫ ବର୍ଷରୁ କମ୍‌ ବୟସ ବର୍ଗର ଚିଫ୍‌ ମିନିଷ୍ଟର…

ଆଜିଠାରୁ ନୂଆ ଫର୍ମାଟରେ ପୁରୁଷ ହକି

ଝାନ୍‌ସୀ, ୪ା୪: ହକି ଇଣ୍ଡିଆ ଜାତୀୟ ସିନିୟର ପୁରୁଷ ଚାମ୍ପିୟନଶିପ୍‌ର ୧୫ତମ ସଂସ୍କରଣ ଏଠାରେ ଶୁକ୍ରବାରଠାରୁ ଖେଳାଯିବ। ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ନୂଆ ଫର୍ମାଟରେ ଖେଳାଯିବ। ପୁରୁଷ ଟୁର୍ନାମେଣ୍ଟ ପ୍ରଥମ ଥର ମେଜର ଧ୍ୟାନଚାନ୍ଦ ହକି ଷ୍ଟାଡିୟମରେ…

କେକେଆର୍‌ର ବଡ଼ ବିଜୟ

କୋଲକାତା,୩ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୮୦ ରନ୍‌ର ବଡ଼ ବ୍ୟବଧାନରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌)କୁ ପରାସ୍ତ କରିଛି। ଏହା କୋଲକାତାର ଚତୁର୍ଥ ମ୍ୟାଚରେ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ହାଇଦ୍ରାବାଦ ଲାଗି ଏହା…

ପିସିବି ମୁଖ୍ୟ ମହସିନ ନକ୍‌ଭୀଙ୍କୁ ମିଳିଲା ଗୁରୁଦାୟିତ୍ୱ

ଦୁବାଇ,୩ା୪: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକ୍‌ଭୀ ଗୁରୁବାର ଏସିଆନ କ୍ରିକେଟ ପରିଷଦ(ଏସିସି)ର ନୂଆ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ମୁଖ୍ୟ ଶାମି ସିଲ୍‌ଭା ଏହି ଦାୟିତ୍ୱରେ ଥିଲେ। ଗୁରୁବାର ଭର୍ଚୁଆଲ…

MCAର ବଡ଼ ସୂଚନା: ମୁମ୍ବାଇ ଛାଡ଼ି ଯିବେ ନାହିଁ ସୂର୍ଯ୍ୟକୁମାର

ମୁମ୍ବାଇ,୩ା୪: ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଛାଡ଼ି ଯାଉ ନାହାନ୍ତି। ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଜଶସ୍ବି ଜୟସ୍ବାଲ ଆଗାମୀ ଘରୋଇ ସିଜନ ଲାଗି ମୁମ୍ବାଇ ଛାଡ଼ି ଗୋଆ ଦଳରେ…

IND vs NZ: ଫାଇନାଲରେ ବି ଟସ୍‌ ହାରିଲେ ରୋହିତ, ବୋଲିଂ କରିବ ଟିମ୍‌ ଇଣ୍ଡିଆ

ଦୁବାଇ,୯।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି। ଏହି ଐତିହାସିକ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏଣୁ ଭାରତ ପ୍ରଥମେ ବୋଲିଂ କରିବ। ତେବେ ଚାମ୍ପିଅନ୍ସ ଟ୍ରଫି ଇତିହାସରେ…

ଫାଇନାଲ ଖେଳିବେ ଭାରତ-ନ୍ୟୁଜିଲାଣ୍ଡ, ଶେଷ ଯାଏ ଲଢ଼ି ବି ହାରିଗଲା…

ଲାହୋର,୫।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲକୁ ଗଲା ନ୍ୟୁଜିଲାଣ୍ଡ। ବୁଧବାର ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳିଥିବା ଦ୍ୱିତୀୟ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି ଦଳ ଫାଇନାଲରେ ପ୍ରବେଶ କରିଛି। ଶେଷ ଯାଏ ଲଢ଼ିବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଶେଷରେ ୫୦ ରନ୍‌ରେ…

IND vs PAK: ଟସ୍‌ ହାରି ଟିମ୍‌ ଇଣ୍ଡିଆର ବିଶ୍ୱରେକର୍ଡ, ପାକିସ୍ତାନ କରୁଛି ବ୍ୟାଟିଂ

ଦୁବାଇ,୨୩।୨: ଚାମ୍ପିଅନ୍ସ ଟ୍ରଫିର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ। ରବିବାର ଦୁବାଇରେ ଖେଳାଯାଉଥିବା ଏହି ମୁକାବିଲାରେ ପାକିସ୍ତାନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ମ୍ୟାଚ୍‌ ଲାଗି ପାକିସ୍ତାନରେ ଗୋଟିଏ ପରିବର୍ତ୍ତନ ହୋଇଛି। ଫଖର ଜମାନଙ୍କ ସ୍ଥାନରେ ଇମାମ ଉଲ୍‌…

ସିରିଜକୁ ଫେରିଲା ଇଂଲଣ୍ଡ, ଜିତିଲା ତୃତୀୟ ଟି୨୦

ରାଜକୋଟ, ୨୮।୧- ତୃତୀୟ ଟି୨୦ ଜିତିଲା ଇଂଲଣ୍ଡ। ରାଜକୋଟର ନିରଞ୍ଜନ ଶାହା ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚରେ ଇଂଲଣ୍ଡ ୨୬ ରନରେ ଭାରତକୁ ପରାସ୍ତ କରିଛି। ଇଂଲଣ୍ଡ ୨୦ ଓଭରରେ ୯ ଉଇକେଟ ହରାଇ ୧୭୧ ରନ କରିଥିଲା। ଜବାବରେ…

ଇଂଲଣ୍ଡ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ତିଳକ ବର୍ମା

ଚେନ୍ନାଇ,୨୫।୧: ଜବରଦସ୍ତ ଫର୍ମରେ ଟିମ୍‌ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍‌। ଯୁବ ବ୍ୟାଟ୍ସମ୍ୟାନ୍‌ ତିଳକ ବର୍ମା ଏକାକୀ ଲଢ଼ି ଇଲଂଣ୍ଡଠାରୁ ବିଜୟକୁ ଛଡ଼ାଇ ଆଣିଛନ୍ତି। ଶନିବାର ଖେଳାଯାଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ କିଛି ଏଭଳି ଦୃଶ୍ୟ କ୍ରିକେଟ ପ୍ରଶଂସକଙ୍କ…

ପୁଣି ବିବାଦରେ ବିରାଟଙ୍କ ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ଓ୍ବାନ୍‌ 8 କମ୍ୟୁନ୍‌’, ବଡ଼ ଅବହେଳା ଯୋଗୁ ମିଳିଲା ନୋଟିସ୍‌

ବେଙ୍ଗାଲୁରୁ,୨୧।୧୨: ଅଷ୍ଟ୍ରେଲିଆ ଖବରଦାତାଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାରେ ଥିବା ଭାରତୀୟ କ୍ରିକେଟର ବିରାଟ କୋହଲି ବିବାଦ ଘେରକୁ ଆସିଛନ୍ତି। ବେଙ୍ଗାଲୁରୁରେ ଥିବା ତାଙ୍କର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ‘ଓ୍ବାନ୍‌ ୮ କମ୍ୟୁନ୍‌’କୁ ନଗର ନିଗମ ତରଫରୁ ନିୟମ ଉଲ୍ଲଂଘନ କରିବା…

IPL 2025 ପୂର୍ବରୁ ଅଧିନାୟକ ହେଲେ ରିଙ୍କୁ ସିଂ, କ୍ୟାରିୟରରେ ପ୍ରଥମଥର ପାଇଁ…

ନୂଆଦିଲ୍ଲୀ,୨୦।୧୨: ଟିମ୍‌ ଇଣ୍ଡିଆର ଯୁବ କ୍ରିକେଟର ରିଙ୍କୁ ସିଂଙ୍କୁ ମିଳିଛି ନୂଆ ଦାୟିତ୍ୱ। ଆଇପିଏଲ୍‌ରେ ଜବରଦସ୍ତ ପ୍ରଦର୍ଶନ ପରେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ସୁଯୋଗ ମିଳିଥିଲା। ସେ ଭାରତର ଟି୨୦ ଟିମ୍‌ରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏବେ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri