ଆଇସିସି ଟି୨୦ ବିଶ୍ୱକପ୍ ଲାଗି ଲୋଗୋ ଜାରି କଲା ଆଇସିସି
ନୂଆଦିଲ୍ଲୀ,୭।୧୨: ଆଇସିସି ପକ୍ଷରୁ ଆସନ୍ତା ବର୍ଷ ହେବାକୁ ଥିବା ପୁରୁଷ ଏବଂ ମହିଳା ଟି୨୦ ବିଶ୍ୱକପ୍ର ଲୋଗୋ ଜାରି କରାଯାଇଛି। ଏହି ଲୋଗୋରେ ବ୍ୟାଟ୍, ବଲ୍ର ରଚନାତ୍ମକ ମିଶ୍ରଣକୁ ପ୍ରତୀକ ଭାବେ ରହିଛି। ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜର ମିଳିତ ସଂଯୋଜନାରେ ହେବାକୁ…
ପାଣ୍ଡ୍ୟାଙ୍କ ମଜା ଉଡାଇଲେ ଅଜୟ ଜାଡେଜା: କହିଲେ- ସେ ଜଣେ ଭଲ ଖେଳାଳି ହେଲେ…
ନୂଆଦିଲ୍ଲୀ,୬।୧୨: ନିକଟରେ ଗୁଜରାଟ ଟାଇଟନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତ୍ୟାବର୍ତ୍ତନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଲଗାତାର ଭାବେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦୁଇ ବର୍ଷ ଧରି ଗୁଜରାଟ ଜବରଦସ୍ତ ପ୍ରଦର୍ଶନ କରିଥିଲା। ବିଶେଷକରି ଡେବ୍ୟୁ ସିଜନରେ ଦଳ ଟୁର୍ନାମେଣ୍ଟରେ ବିଜେତା ହୋଇଥିବା…
ମୁଁ ବିରାଟଙ୍କୁ ଅଧିନାୟକ ପଦରୁ ହଟାଇ ନ ଥିଲି: ଗାଙ୍ଗୁଲି ବିବାଦୀୟ ମାମଲାକୁ ନେଇ କହିଲେ…
ନୂଆଦିଲ୍ଲୀ,୫।୧୨: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଯେତେବେଳେ ଅଧିନାୟକ ପଦ ଛାଡ଼ିଥିଲେ ସେତେବେଳେ ଅନେକ ପ୍ରକାର ଚର୍ଚ୍ଚା ହେଉଥିଲା। କିଛି ସେ ଚାପରେ ଅଧିନାୟକ ପଦ ଛାଡ଼ିଥିବା କହିଥିବା ବେଳେ କିଛି ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି…
ରୋହିତଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର ଅଧିନାୟକ? ପୂର୍ବତନ କ୍ରିକେଟର କହିଲେ…
ନୂଆଦିଲ୍ଲୀ,୫।୧୨: ଆଗାମୀ ଦିନରେ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ଦିନିକିଆ ବିଶ୍ୱକପ୍ ପରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଆଲୋଚନା ହେଉଛି। କାରଣ ବୟସ ବଢ଼ୁଥିବାରୁ ସେ କେତେ ସମୟ ଧରି ତିନୋଟି ଯାକ ଫର୍ମାଟ…
ଡିସେମ୍ବର ୯ରେ ହେବ ୧୬୫ ଖେଳାଳିଙ୍କ ଭାଗ୍ୟପରୀକ୍ଷା
ନୂଆଦିଲ୍ଲୀ,୨।୧୨: ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ଆୟୋଜିତ ହେବ ମହିଳା ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍)। ଏହାକୁ ନେଇ ଡିସେମ୍ବର ୯ରେ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିରେ ୧୬୫ ଖେଳାଳି ସାମିଲ ହେବେ ବୋଲି ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ,…
ଆଇପିଏଲ୍ ୨୦୨୪ରେ ପାଣ୍ଡ୍ୟା ହୋଇପାରନ୍ତି ମୁମ୍ବାଇ ଅଧିନାୟକ ! ଅଶ୍ୱିନ କହିଲେ- ସହଜରେ ଗ୍ରହଣ କରିନେବେ ରୋହିତ
ଚେନ୍ନାଇ,୧।୧୨: ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ପୂର୍ବ ଦୁଇ ସଂସ୍କରଣରେ ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିବା ବେଳେ ଏବେ ସେ ମୁମ୍ବାଇର ନେତୃତ୍ୱ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ…
ରିଲିଜ କରିଥିଲା ଗୁଜରାଟ ଟାଇଟନ୍ସ, ବିଜୟ ହଜାରେ ଟ୍ରଫିରେ ବିସ୍ଫୋରକ ଶତକ ମାରି ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର
ବମ୍ବେ: ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ଗୁଜରାଟ ଟାଇଟନ୍ସରୁ ରିଲିଜ କରାଯାଇଥିବା ଉର୍ଭିଲ ପଟେଲ। ଟୁର୍ନାମେଣ୍ଟରେ ମାତ୍ର ୪୧ ବଲରେ ଶତକ ମାରି ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏବେ ସେ ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ ଦ୍ରୁତ ଶତକ ମାରିଥିବା ଦ୍ୱିତୀୟ…
ରାଜସ୍ଥାନ ରୟାଲ୍ସକୁ ଝଟ୍କା: ଷ୍ଟୋକ୍ସଙ୍କ ପରେ ଏବେ ଆଇପିଏଲ୍ରୁ ହଟିଲେ…
ନୂଆଦିଲ୍ଲୀ,୨୬।୧୧: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍) ୨୦୨୪ ଅକ୍ସନ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଝଟ୍କା ଲାଗିଛି। ଦଳର ଷ୍ଟାର ଖେଳାଳି ଜୋ ରୁଟ୍ ଆସନ୍ତା ବର୍ଷ ଟୁର୍ନାମେଣ୍ଟରେ ଭାଗ ନେବାକୁ ମନା କରିଛନ୍ତି। ସେ ଅକ୍ସନ ଲାଗି ରିଟେନ୍ସନ ତାଲିକା…
ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା
ନୂଆଦିଲ୍ଲୀ,୨୫।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ ପୂର୍ବରୁ ଭାରତୀୟ ଟିମ୍କୁ ଲାଗିଛି ଝଟ୍କା। ଷ୍ଟାର ବୋଲର୍ ଉମରାନ ମଲିକ ଆହତ ହୋଇଛନ୍ତି। ସେ ଶେଷଥର ଲାଗି ଜୁଲାଇ ୨୦୨୩ରେ ଭାରତ ପକ୍ଷରୁ ଖେଳିଥିଲେ। ତେବେ ଦକ୍ଷିଣ ଆଫ୍ରିକା ପିଚ୍…
ବିବାହ ବନ୍ଧନରେ ଟିମ୍ ଇଣ୍ଡିଆର ଏହି ଦ୍ରୁତ ବୋଲର୍, ପ୍ରେମିକାଙ୍କ ଧରିଲେ ହାତ…
ନୂଆଦିଲ୍ଲୀ,୨୫।୧୧: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର୍ ନବଦୀପ ସାଇନି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ନିଜର ପ୍ରେମିକା ସ୍ବାତୀ ଅସ୍ଥାନାଙ୍କ ହାତ ଧରିଛନ୍ତି। ଗୁରୁବାର ବିବାହ ଅନୁଷ୍ଠିତ ହୋଇତିବା ବେଳେ ସାଇନି ଏହାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର…
ଟିମ୍ ଇଣ୍ଡିଆକୁ ବାଏ କହିବେ ହେଡ କୋଚ୍ ରାହୁଲ ଦ୍ରାବିଡ? ଏହି ୨ ଆଇପିଏଲ୍ ଟିମ୍ରୁ ମିଳିଲା ବମ୍ପର ଅଫର!
ନୂଆଦିଲ୍ଲୀ,୨୫।୧୧: ଆଇସିସି କ୍ରିକେଟ ବିଶ୍ୱକପ୍ ୨୦୨୩ ଶେଷ ହେବା ସହ ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ ଚୁକ୍ତି ଶେଷ ହୋଇଛି। ରାହୁଲ ୨୦୨୧ରେ ଟି୨୦ ବିଶ୍ୱକପ୍ ପରେ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ରବି ଶାସ୍ତ୍ରୀଙ୍କ…
ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମ୍ରେ ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ଭେଟିବାକୁ ନେଇ ରବି ଶାସ୍ତ୍ରୀ କହିଲେ ଏମିତି
ନୂଆଦିଲ୍ଲୀ,୨୪।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ଫାଇନାଲ ମୁକାବିଲା ଖେଳାଯାଇଥିଲା। ଏଥିରେ ଟିମ୍ ଇଣ୍ଡିଆ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଫଳରେ ୬ଷ୍ଠ ଥର ଲାଗି ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟରେ ବିଶ୍ୱ ଚାମ୍ପିୟନ ହେବାର ଗୌରବ ହାସଲ କରିଥିଲା। ଏହି ପରାଜୟକୁ ନେଇ…
Archives


