Tag Archives: Sports News

ବିସିସିଆଇ କଠୋର ହେବା ପରେ ରଣଜୀ ଖେଳିବେ ବୋଲି ହଁ ଭରିଲେ ଶ୍ରେୟସ, ସେମିଫାଇନାଲରେ…

ନୂଆଦିଲ୍ଲୀ,୧।୩: ରଣଜୀ ଟ୍ରଫି ଟୁର୍ନାମେଣ୍ଟ ୨୦୨୪ର ସେମିଫାଇନାଲରେ ଅଜିଙ୍କ୍ୟ ରାହାନେ ଅଧିନାୟକ ଥିବା ମୁମ୍ବାଇ ଟିମ୍‌ ପହଞ୍ଚିଛି। ଏବେ ସେମିଫାଇନାଲରେ ମୁମ୍ବାଇର ମୁକାବିଲା ତାମିଲନାଡ଼ୁ ସହ ହେବ। ଶନିବାର ଅର୍ଥାତ ମାର୍ଚ୍ଚ ୨ରୁ ଏହାର ଆରମ୍ଭ ହେବ। ତେବେ ଏହି ମୁକାବିଲାରେ…

‘ଆୟର-କିଶନଙ୍କ ପ୍ରତି ଅନ୍ୟାୟ ହୋଇଛି’

ନୂଆଦିଲ୍ଲୀ,୧।୩: ବିସିସିଆଇ ପକ୍ଷରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଘୋଷଣା ହେବା ପରଠାରୁ ବିବାଦ ଉପୁଜିଛି। ବିଶେଷକରି ଶ୍ରେୟାସ ଆୟର ଏବଂ ଈଶାନ କିଶନଙ୍କ ନାମ କୌଣସି ଗ୍ରେଡ୍‌ରେ ନ ଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୋର୍ଡ ପକ୍ଷରୁ ଉଭୟଙ୍କ ନାମକୁ ବିଚାରକୁ ନିଆଯାଇ…

ଲକ୍ଷ୍ନୌ ଦେଲା କ୍ରୁନାଲ ପାଣ୍ଡ୍ୟାଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌୦୨୪) ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌(ଏଲ୍‌ଏସ୍‌ଜି) ବଡ଼ ପଦକ୍ଷେପ ନେଇଛି। ଫ୍ରାଞ୍ଚାଇଜ୍‌ କେଏଲ୍‌ ରାହୁଲ ଅଧିନାୟକ ରହିବେ। ହେଲେ ତାଙ୍କ ଡେପୁଟି ଅର୍ଥାତ ଉପଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜର ମହାନ କ୍ରିକେଟର ନିକୋଲାସ ପୁରନ୍‌ଙ୍କୁ ଦାୟିତ୍ୱ…

ଶ୍ରେୟସ-ଈଶାନ ନୁହନ୍ତି, କଣ୍ଟ୍ରାକ୍ଟରେ ଏହି ୨ ଖେଳାଳିଙ୍କ ‘ଗ୍ରେଡ୍‌’କୁ ନେଇ ବିତର୍କ ବଢ଼ୁଛି

ନୂଆଦିଲ୍ଲୀ,୨୯।୨: ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ବୁଧବାର ପ୍ରକାଶ ପାଇବା ପରଠାରୁ ବିବାଦୀୟ ସ୍ଥିତି ଉପୁଜିଛି। ତାଲିକାରେ କିଛି ଖେଳାଳି ବାଦ୍‌ ପଡ଼ିଥିବା ବେଳେ କିଛି ପ୍ରଥମ ଥର ଲାଗି ସାମିଲ ହୋଇଛନ୍ତି। ସିଧାସଳଖ ଆଦେଶ ଅବମାନନା କରି ରଣଜୀ ଟ୍ରଫି…

ପ୍ରଶ୍ନ ଉଠାଇଲେ ଇରଫାନ୍‌; ଯଦି ଆୟର-କିଶନ ବାଦ୍‌ ପଡ଼ିଲେ, ତେବେ ପାଣ୍ଡ୍ୟା କାହିଁକି ନୁହେଁ…

ନୂଆଦିଲ୍ଲୀ,୨୯।୨: ରଣଜୀ ଟ୍ରଫି ଖେଳିବାର ଆଦେଶ ପାଳନ ନ କରିବାକୁ ନେଇ ଈଶାନ କିଶନ ଏବଂ ଶ୍ରେୟସ ଆୟରଙ୍କୁ ବିସିସିଆଇ କେନ୍ଦ୍ରୀୟ ଅନୁବନ୍ଧ(କଣ୍ଟ୍ରାକ୍ଟ)ରୁ ବାଦ ଦିଆଯାଇଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତର ପୂର୍ବତନ ଦ୍ରୁତ ବୋଲର ଇରଫାନ ପଠାନ୍‌। ଦଳର…

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା, ଚିକିତ୍ସା ପାଇଁ ଲଣ୍ଡନ ଗଲେ…

ନୂଆଦିଲ୍ଲୀ,୨୮।୨: ଭାରତର ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଧର୍ମଶାଳା ଟେଷ୍ଟ ବି ଖେଳି ପାରିବେ ନାହିଁ। କାରଣ ତାଙ୍କ ଡାହାଣ ଜଙ୍ଘରେ କଷ୍ଟ ଅନୁଭବ ହେଉଛି। ଏହାକୁ ନେଇ ସେ ଅଧିକ ଚିକିତ୍ସା ଲାଗି…

୩ ମାସ ପରେ ଫେରିଲେ, ହେଲେ ୧୨ ବଲ୍‌ରେ ଖେଳ ଶେଷ

ନୂଆଦିଲ୍ଲୀ,୨୮।୨: ଯୁବ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଈଶାନ କିଷନ ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଛନ୍ତି। ଏହାର କାରଣ ହେଉଛି ସେ ଦକ୍ଷିଣ ଆଫ୍ରିକା ଗସ୍ତକୁ ଅଧାରେ ଛାଡ଼ି ଚାଲିଆସିଥିଲେ। ଏହାପରେ ସେ ଟିମ୍‌ ମ୍ୟାନେଜମେଣ୍ଟକୁ ମେଣ୍ଟାଲ ବ୍ରେକ୍‌ ମାଗିଥିଲେ। ଲଗାତର ଭାବେ ସୁଯୋଗ…

ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୨୭।୨: ହାଇଦ୍ରାବାଦରେ ପରାଜୟ ପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଦଳ ବିଶାଖାପାଟଣା, ରାଜକୋଟ ଏବଂ ରାଞ୍ଚି ଟେଷ୍ଟରେ ଇଲଂଣ୍ଡକୁ ପରାସ୍ତ କରିଥିଲା। ଫଳରେ ଦଳ ଟେଷ୍ଟ ସିରିଜରେ ୩-୧ରେ ଆଗୁଆ ହୋଇଛି। ତେବେ…

‘ନିଶ୍ଚିତ ଭାବେ ଚାପରେ ରହିବେ ହାର୍ଦ୍ଦିକ’

ନୂଆଦିଲ୍ଲୀ,୨୩।୨: ଆସନ୍ତା ଆଇପିଏଲ୍‌ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହାକୁ ନେଇ ରୋହିତ ଶର୍ମାଙ୍କ ପ୍ରଶଂସକ ଖପ୍ପା ଥିବା ବେଳେ ଏବେ ଭାରତର ପୂର୍ବତନ ଉଇକେଟକିପର ପାର୍ଥିବ ପଟେଲ ହାର୍ଦ୍ଦିକଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି।…

ସାମ୍ନାକୁ ଆସିଲା ଆଇପିଏଲ୍‌ ଫାଇନାଲ ତାରିଖ, ପ୍ରଥମ ମ୍ୟାଚ୍‌ରେ ସିଏସ୍‌କେ ସହ ଲଢ଼ିବ ଏହି ଟିମ୍‌ !

ନୂଆଦିଲ୍ଲୀ,୨୨।୨: ଆଇପିଏଲ୍‌ ପ୍ରଶଂସକଙ୍କ ଲାଗି ଖୁସିଖବର। ଟୁର୍ନାମେଣ୍ଟ ଆରମ୍ଭ ହେବାର ତାରିଖ ସ୍ଥିର ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଏହା ଆରମ୍ଭ ହେବ। ଚେନ୍ନାଇରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏବେ ସମସ୍ତେ…

‘ପାକିସ୍ତାନ କ୍ରିକେଟକୁ ବର୍‌ବାଦ କରିଛନ୍ତି ବାବର’

ଇସଲାମାବାଦ,୨୧।୨: ପାକିସ୍ତାନ କ୍ରିକେଟକୁ ବରବାଦ କରିଛନ୍ତି ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବାବର ଆଜମ। ଯେବେ ସେ ଅଧିନାୟକ ଥିଲେ, ସେତେବେଳେ ଏକ ନିଷ୍ପତ୍ତି ନେଇଥିଲେ, ଯାହାର ପରିଣାମ ଦଳ ଉପରେ ପଡ଼ିଥିଲା। ଏସିଆ କପ୍‌ ଏବଂ ଭାରତରେ ଖେଳାଯାଇଥିବା ଦିନିକିଆ…

ଗୋଟିଏ ଓଭରରେ ଲଗାତର ୬ ଛକା, ଯୁବରାଜଙ୍କ ଭଳି କାରନାମା କରି ଚର୍ଚ୍ଚାରେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟର ଆଗାମୀ ପିଢ଼ିର ବ୍ୟାଟ୍ସମ୍ୟାନ୍‌ ଆକ୍ରାମକ ଶୈଳୀରେ ବ୍ୟାଟିଂ କରୁଥିବା ଦେଖାଯାଉଛି। ନିକଟରେ ଟେଷ୍ଟ କ୍ରିକେଟରେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଏବଂ ସରଫରାଜ ଖାନ୍‌ଙ୍କ ଭଳି ବ୍ୟାଟର୍‌ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ସେହିଭଳି ଘରୋଇ କ୍ରିକେଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri