୧୫ ମାସ ପରେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ପନ୍ତ କହିଲେ-ଥ୍ୟାଙ୍କ୍ ୟୁ ଭଗବାନ
ନୂଆଦିଲ୍ଲୀ,୩୦।୫: ଟି୨୦ ବିଶ୍ୱକପ୍ ଖେଳିବା ଲାଗି ଟିମ୍ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆମେରିକାରେ ପହଞ୍ଚିଛନ୍ତି। ଟିମ୍ ଇଣ୍ଡିଆର ଖେଳାଳିମାନେ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି। ଏହି କ୍ରମରେ ପନ୍ତଙ୍କ ଏକ ପୋଷ୍ଟ ବେଶ ଭାଇରାଲ ହେଉଛନ୍ତି। କାରଣ ସେ…
କେକେଆର୍ ଛାଡ଼ି ଟିମ୍ ଇଣ୍ଡିଆ ହେଡ୍ କୋଚ୍ ହେବାକୁ ଗମ୍ଭୀର ରାଜି, ଏହା ହେଉଛି ବଡ଼ କାରଣ…
ନୂଆଦିଲ୍ଲୀ,୨୮।୫: ଟିମ୍ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍ କିଏ ହେବ? ଏହି ପ୍ରଶ୍ନର ଉତ୍ତର ବୋଧହୁଏ ମିଳିସାରିଛି। କାରଣ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟର ଗୌତମ ଗମ୍ଭୀର ଏହି ଦାୟିତ୍ୱ ତୁଲାଇବା ଲାଗି ସହମତି ପ୍ରକାଶ କରିଛନ୍ତି। ଏଣୁ ରାହୁଲ ଦ୍ରାବିଡଙ୍କ…
ପତ୍ନୀ ନତାଶାଙ୍କୁ ଆଲିମନି ଟଙ୍କା ଦେବା ଲାଗି ଗୁଜରାଟରୁ ମୁମ୍ବାଇ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା? ସାମ୍ନାକୁ ଆସିଲା ଚକିତ କଲା ଭଳି…
ନୂଆଦିଲ୍ଲୀ,୨୫।୫: ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜୀବନରେ କିଛି ବି ଠିକ୍ ଚାଲିନାହିଁ। ପ୍ରଥମେ ଆଇପିଏଲ୍ ୨୦୨୪ରେ ଖରାପ ପ୍ରଦର୍ଶନ ପରେ ଏବେ ବିବାହ ବିଚ୍ଛେଦ ନେଇ ଖବର ଚର୍ଚ୍ଚାରେ ରହିଛି। ପତ୍ନୀ ନତାଶା ଷ୍ଟାନକୋଭିକଙ୍କଠାରୁ ପାଣ୍ଡ୍ୟା…
କୋହଲିଙ୍କୁ ଟାର୍ଗେଟ କଲେ ରାୟୁଡୁ
ନୂଆଦିଲ୍ଲୀ,୨୪।୫: ଚେନ୍ନାଇ ସୁପର କିଙ୍ଗ୍ସ ଏକ ରୋମାଞ୍ଚକ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁଠାରୁ ପରାଜିତ ହୋଇ ପ୍ଲେଅଫ୍ରୁ ବାଦ୍ ପଡ଼ିଥିଲା। ଏହା ଦେଖି କମେଣ୍ଟ୍ରି କରୁଥିବା ପୂର୍ବତନ ସିଏସ୍କେ କ୍ରିକେଟର ଅମ୍ବତି ରାୟୁଡ଼ୁ କାନ୍ଦି ପକାଇଥିଲେ। ଏହାପରଠାରୁ ସେ ଲଗାତାର ଭାବେ…
ଏଲିମିନେଟର ମୁକାବିଲା ପୂର୍ବରୁ RCB ପ୍ରଶଂସକଙ୍କୁ କ୍ଷମା ମାଗିଲେ ଓ୍ବାଟସନ୍, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୨୨।୫: ଆଇପିଏଲ୍ ୨୦୨୪ର ଏଲିମିନେଟର ମୁକାବିଲା ବୁଧବାର ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ବଡ଼ ମୁକାବିଲା ପୂର୍ବରୁ ଅଷ୍ଟ୍ରେଲୀୟ ଖେଳାଳି ତଥା ପୂର୍ବତନ ଆର୍ସିବି ଖେଳାଳି ଶେନ ଓ୍ବାଟସନ୍ ବାଙ୍ଗାଲୁରୁ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି।…
ବଡ଼ ଖବର: ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ବିପଦ ଥିବାରୁ ଅଭ୍ୟାସ, ପ୍ରେସ୍ମିଟ୍ ବାତିଲ କଲା ଆର୍ସିବି…
ନୂଆଦିଲ୍ଲୀ,୨୨।୫: ରାଜସ୍ଥାନ ରୟାଲ୍ସ(ଆର୍ଆର୍) ବିପକ୍ଷରେ ଆଇପିଏଲ୍ ୨୦୨୪ ଏଲିମିନେଟର୍ ପ୍ରତିଯୋଗିତା ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ(ଆର୍ସିବି) ପ୍ରସ୍ତୁତ ହେଉଥିବା ବେଳେ ବଡ଼ ଖବର ସାମ୍ନାକୁ ଆସିଛି। ବିରାଟ କୋହଲିଙ୍କ ସୁରକ୍ଷାକୁ ନେଇ ବିପଦ ଥିବାରୁ ଆର୍ସିବି ପକ୍ଷରୁ ଏହାର ଏକମାତ୍ର ଅଭ୍ୟାସ…
ସିଏସ୍କେ ହାରିବା ପରେ ପରେ ବ୍ରାଭୋଙ୍କୁ ମିଳିଲା ଖୁସିଖବର, ଟି୨୦ ବିଶ୍ୱକପ୍ରେ…
ନୂଆଦିଲ୍ଲୀ,୨୨।୫: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ଡୱେନ ବ୍ରାଭୋ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ କୋଚ୍ ଭାବେ ଦାୟିତ୍ୱ ତୁଲାଉଥିଲେ। ଦଳ ଟୁର୍ନାମେଣ୍ଟରୁ ବାହାରିବାର ୪ ଦିନ ହୋଇଥିବା ବେଳେ ତାଙ୍କୁ ନୂଆ ଖୁସିଖବର ମିଳିଛି। ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଟିମର…
ଚାହିଁଲେ ବି ପୁଣି ଥରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇପାରିବେ ନାହିଁ ରବି ଶାସ୍ତ୍ରୀ, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୧୬।୫: ଟି୨୦ ବିଶ୍ୱକପ୍ ୨୦୨୪ ଶେଷ ହେବା ପରେ ଭାରତୀୟ ଟିମ୍ରେ ବଡ଼ ପରିବର୍ତ୍ତନ ହେବ। କାରଣ ଜୁନ୍ ୨୯ ପରେ ବର୍ତ୍ତମାନର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତାଙ୍କୁ ୨୦୨୩ ଦିନିକିଆ ବିଶ୍ୱକପ୍ ପରେ…
ଏହି ଯୁବତୀଙ୍କ ଡିମାଣ୍ଡ ଶୁଣି ତରଳିଗଲେ ଗୌତମ ଗମ୍ଭୀର, ହସିକରି କହିଲେ ଏମିତି…
ନୂଆଦିଲ୍ଲୀ,୧୫।୫: ଆଇପିଏଲ୍ ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସ ଟିମ୍ ଜବରଦସ୍ତ ପ୍ରଦର୍ଶନ କରୁଛି। ଦଳ ୧୩ରୁ ୯ ମ୍ୟାଚ୍ରେ ବିଜେତା ହୋଇଛି। ଫଳରେ କେକେଆର୍ ପ୍ରଥମ ଦଳ ଭାବେ ପ୍ଲେଅଫ୍ ଲାଗି ଯୋଗ୍ୟତା ହାସଲ କରିନେଇଛି। ଏମିତିରେ ଦଳର ପ୍ରଦର୍ଶନର ଶ୍ରେୟ…
ବିଦା ହେବ ସନରାଇଜର୍ସ ହାଇଦ୍ରାବାଦ, ପ୍ଲେ ଅଫ୍ରେ ପହଞ୍ଚିବେ ଆର୍ସିବି-ସିଏସ୍କେ !
ନୂଆଦିଲ୍ଲୀ,୧୪।୫: ଆଇପିଏଲ୍ ପ୍ଲେ ଅଫ୍ ମୁକାବିଲା ଯେତିକି ପାଖେଇ ଆସୁଛି, ରୋମାଞ୍ଚ ସେତିକି ବଢ଼ୁଛି। ଏମିତିରେ କେଉଁ ୪ ଟିମ୍ ଯୋଗ୍ୟତା ହାସଲ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମ ଟିମ୍ ଭାବେ ପ୍ଲେ…
ଧୋନୀ ଚାହିଁଲେ ବି ହୋଇପାରିବେ ନାହିଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍, ଜାଣନ୍ତୁ କାରଣ?
ନୂଆଦିଲ୍ଲୀ,୧୨।୫: ଟିମ୍ ଇଣ୍ଡିଆର କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ୨୦୨୪ ଟି୨୦ ବିଶ୍ୱକପ୍ ପରେ ଶେଷ ହେବାକୁ ଯାଉଛି। ନିକଟରେ ବିସିସିଆଇ ସଚିବ ଜୟ ଶାହା ଏନେଇ ସୂଚନା ଦେଇ ଖୁବ୍ଶୀଘ୍ର ନୂଆ କୋଚ୍ ଲାଗି ଆବେଦନ ମଗାଯିବ ବୋଲି…
ମ୍ୟାଚ୍ ଜିତି ବି ଜରିମାନା ଗଣିଲେ ଗୁଜରାଟ ଟାଇଟନ୍ସ ଅଧିନାୟକ, ଖେଳାଳି; ଜାଣନ୍ତୁ…
ଅହମ୍ମଦାବାଦ,୧୧।୫: ଆଇପିଏଲ୍ ୨୦୨୪ରେ ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାଜିତ କରିଛି ଗୁଜରାଟ ଟାଇଟନ୍ସ। ଫଳରେ ଦଳ ପ୍ଲେଅଫ୍ରେ ନିଜର ଆଶା ଏବେ ବି ଉଜ୍ଜୀବିତ ରଖିଛି। ହେଲେ ଧୀମା ଓଭରକୁ ନେଇ ଗୁଜରାଟର ଅଧିନାୟକ ଶୁଭମନ ଗିଲଙ୍କ…
Archives


