Video: ଲଗାତର ପରାଜୟ ପରେ ଶିବଙ୍କ ଶରଣରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, କଲେ ପୂଜାର୍ଚ୍ଚନା
ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଲଗାତାର ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି। ଏଯାବତ ଦଳ ଖେଳିଥିବା ୩ଟି ମ୍ୟାଚ୍ରେ ପରାଜିତ ହୋଇଛି। ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେଉଥିବା ବେଳେ ତାଙ୍କୁ ଟ୍ରୋଲିଂର...
ଦିଲ୍ଲୀ ପ୍ରତି ହୋଇଛି ବଡ଼ ଅନ୍ୟାୟ? ପ୍ରଶ୍ନ ଉଠାଇଲେ ପନ୍ତ
ବିଶାଖାପାଟଣା,୪।୪: ବୋଲର୍ଙ୍କୁ ପ୍ରହାର, ଫ୍ଲପ୍ ବ୍ୟାଟିଂ ଏବଂ ୧୦୬ ରନ୍ର ପରାଜୟ…ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚତୁର୍ଥ ମ୍ୟାଚ୍ ବହୁତ ଖରାପ ଥିଲା। କୋଲକାତା ନାଇଟ ରାଇଡର୍ସ ଏକତରଫା ଭାବେ ଦିଲ୍ଲୀକୁ ହରାଇଥିଲା। ଏହି ପରାଜୟ ପରେ ଦିଲ୍ଲୀ ଅଧିନାୟକ ପନ୍ତ...
ସୁପରମ୍ୟାନ୍ ଭଳି ପୋଷାକ ପିନ୍ଧି ବିମାନବନ୍ଦରରେ ବୁଲିଲେ ଈଶାନ କିଶନ, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୩।୪: ଆଇପିଏଲ୍ରେ ଗୋଟିଏ ପଟେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ଥିବା ବେଳେ ଦଳର ସବୁଠୁ ମହଙ୍ଗା ଖେଳାଳିଙ୍କ ଭିନ୍ନ ଲୁକ୍ ଚର୍ଚ୍ଚାରେ ରହିଛି। ସୁପରମ୍ୟାନ୍ ଭଳି ପୋଷାକ ପିନ୍ଧି ଈଶାନ କିଶନ ବୁଲୁଥିବା ନଜର ଆସିଛନ୍ତି। ଏହାଦେଖି ଅନେକେ...
ଆଇପିଏଲ୍ ମଝିରେ ପାଣ୍ଡ୍ୟାଙ୍କ ସହ ଦଳ ପାଇଁ ପ୍ରଥମ ଖୁସି ଖବର
ନୂଆଦିଲ୍ଲୀ,୩ା୪: ଆଇପିଏଲ୍ ୨୦୨୪ ଆରମ୍ଭ ହେବା ଦିନଠାରୁ ଏଯାବତର ଯାତ୍ରା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଠିକ୍ ନାହିଁ। ରୋହିତ ଶର୍ମାଙ୍କ ସ୍ଥାନରେ ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେଉଥିବା ବେଳେ ଦଳ ଖେଳିଥିବା ପ୍ରାରମ୍ଭିକ ୩ ମ୍ୟାଚ୍ରେ ପରାଜିତ...
୬,୬,୪,୦,୬,୪… ଦିଲ୍ଲୀ ବୋଲରଙ୍କୁ କନ୍ଦାଇ ଦେଲେ କୋଲକାତାର ଏହି ବ୍ୟାଟ୍ସମ୍ୟାନ୍
ବିଶାଖାପାଟଣା,୩।୪: କ୍ରିକେଟରେ ନିଜର ବୋଲିଂ ଲାଗି ପରିଚିତ ଥିବା ସୁନୀଲ ନରେନ ଯେବେ ବ୍ୟାଟିଂ କରିବାକୁ ଆସନ୍ତି, ବିରୋଧି ଟିମ୍ର ବୋଲର୍ମାନେ ଛାନିଆ ହୁଅନ୍ତି। କିଛି ଏଭଳି ଦୃଶ୍ୟ ଆଇପିଏଲ୍ ୨୦୨୪ର ୧୬ତମ ମ୍ୟାଚ୍ରେ ଦେଖିବାକୁ ମିଳିଛି। ବାମହାତୀ ବ୍ୟାଟ୍ସମ୍ୟାନ୍...
ପାଣ୍ଡ୍ୟା ଛାଡ଼ିବେ ମୁମ୍ବାଇ କ୍ୟାପ୍ଟେନ୍ ପଦ? କିଏ ହେବେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ…
ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ରେ ଏଯାବତ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ୫ ଥର ଟୁର୍ନାମେଣ୍ଟ ଜିତିଥିବା ଟିମ୍ ପ୍ରାରମ୍ଭିକ ୩ ମ୍ୟାଚ୍ରେ ପରାଜିତ ହୋଇଛି। ଦଳ ଚଳିତ ସିଜନରେ ନୂଆ ଅଧିନାୟକ ସହ ମଇଦାନକୁ ଓହ୍ଲାଇଥିଲା।...
କିଏ ଜିତିବ ଆଇପିଏଲ୍ ୨୦୨୪? ଜାଣନ୍ତୁ ChatGPTର ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୦।୩: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଆଇପିଏଲ୍ ୨୦୨୪। ମାର୍ଚ୍ଚ ୨୨ରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ସିଏସ୍କେ ଏବଂ ଆର୍ସିବି ମୁହାଁମୁହିଁ ହେବେ। ଏହି ମେଗା ଟୁର୍ନାମେଣ୍ଟରେ ଚଳିତ ବର୍ଷ ୧୦...
‘ସାରା ଜୀବନ ଧୋନୀଙ୍କ ପାଖରେ ଋଣୀ ରହିବି’
ଚେନ୍ନାଇ,୧୭।୩: ଷ୍ଟାର ସ୍ପିନର ଆର୍ ଅଶ୍ୱିନ୍ ଦିନକୁ ଦିନ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ହେଲେ ୨୦୧୧ ଆଇପିଏଲ୍ ଫାଇନାଲରେ ମହେନ୍ଦ୍ର ସିଂହ ଧୋନୀ ଦେଖାଇଥିବା ବିଶ୍ୱାସ, ମାର୍ଗଦର୍ଶନକୁ ଭୁଲିନାହାନ୍ତି। କାରଣ ଏହା ତାଙ୍କ କ୍ୟାରିୟରକୁ ନୂଆ ଦିଗ ଦେଇଥିଲା।...
ପାକିସ୍ତାନ କୋଚ୍ ହେବାକୁ ମନା କଲେ ଏହି ଭେଟେରାନ୍, ପିସିବିର ବଢ଼ିଲା ଚିନ୍ତା
ଇସଲାମାବାଦ,୧୬।୩: ପାକିସ୍ତାନ କ୍ରିକେଟ ଦଳ ନୂଆ କୋଚ୍ ଚୟନ କରୁଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏଥିପାଇଁ ଅନେକ ନାମ ଉପରେ ବିଚାର କରୁଛି। ଏସବୁ ମଧ୍ୟରେ ବୋର୍ଡକୁ ଏକ ଝଟ୍କା ଲାଗିଛି। ଦଳର ମୁଖ୍ୟ ପ୍ରଶିକ୍ଷକ(କୋଚ୍) ଦୌଡ଼ରେ ଅଷ୍ଟ୍ରେଲିଆର...
ଡବ୍ଲ୍ୟୁପିଏଲ୍ ଫାଇନାଲରେ ଦିଲ୍ଲୀ ବନାମ ଆର୍ସିବି: ଜାଣନ୍ତୁ କେବେ, କେଉଁଠି, କେତେବେଳେ ଦେଖିବେ ଏହି ମହାମୁକାବିଲା…
ନୂଆଦିଲ୍ଲୀ,୧୬।୩: ଓମେନ୍ସ ପ୍ରିମିୟର ଲିଗ୍ର ଦ୍ୱିତୀୟ ସିଜନ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ।ଦିଲ୍ଲୀ ଟିମ୍ ଲିଗ୍ ପର୍ଯ୍ୟାୟରେ ୮ରୁ ୬ ମ୍ୟାଚ୍ ଜିତି ଶୀର୍ଷରେ ପହଞ୍ଚିଥିଲା। ଏପରିକି...
ଆଇପିଏଲ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଆଉ ଏକ ଝଟ୍କା
ନୂଆଦିଲ୍ଲୀ,୧୬।୩: ଖୁବ୍ଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟି୨୦ ଲିଗ୍ ଆଇପିଏଲ୍ ୨୦୨୪। ଏହାକୁ ନେଇ ସମସ୍ତ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ହେଲେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ବଡ଼ ଝଟ୍କା। ଦଳର...
ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…
ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି। ଏହାର ପୁରସ୍କାରସ୍ବରୂପ ଅଶ୍ୱିନ ଟେଷ୍ଟ ର଼୍ୟାଙ୍କିଂରେ ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ଏସବୁ ହେବା ପରେ...
Archives


