ଏକଦା ମନ୍ଦିର ବାହାରେ ଫୁଲ ବିକୁଥିଲେ ମା’; ଏବେ ପୁଅ ୫୯ ବଲ୍ରେ ବିସ୍ଫୋରକ ୧୧୯ରନ୍ର ଇଂନିସ ଖେଳି ଚର୍ଚ୍ଚାରେ…
କଲମ୍ବୋ,୯।୭: ଦେଖିବାକୁ ଛୋଟ ହେଲେ କ’ଣ ହେଲା, କାରନାମା କିନ୍ତୁ ବହୁତ ବଡ଼। ଏହି ପଂକ୍ତି ଶ୍ରୀଲଙ୍କା ଓପନର୍ ପଥୁମ ନିସଙ୍କାଙ୍କ ଉପରେ ପୁରା ଫିଟ୍ ବୋଲି କୁହାଯାଉଛି। କାରଣଟି ହେଲା ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ଜଣଙ୍କ ମଙ୍ଗଳବାର ଲଙ୍କା ପ୍ରିମିୟର...
ବିଶ୍ୱ ଚାମ୍ପିୟନ୍ ଅଧିନାୟକ ରୋହିତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ନୀତା ଅମ୍ବାନୀ, ଜାଣନ୍ତୁ କ’ଣ ପୁରା ଘଟଣା-Video
ନୂଆଦିଲ୍ଲୀ,୭।୭: ଆଇପିଏଲ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହଠାତ ରୋହି ଶର୍ମାଙ୍କୁ ପଦରୁ ହଟାଇ ଦେଇଥିଲା। ଏହା ପରେ ଏହି ମାମଲା ବେଶ ଚର୍ଚ୍ଚାରେ ରହିଥିଲା। ଏପରିକି ମୁମ୍ବାଇର ଫଲୋଅର୍ସ ସଂଖ୍ୟା କମିଯାଇଥିଲା। ହେଲେ ଏସବୁ ମଧ୍ୟରେ...
ମ୍ୟାଚ୍ ଚାଲିଥିବା ବେଳେ ହେଲା ହୃଦ୍ଘାତ, ପୁଅଙ୍କ ସାମ୍ନାରେ ଆଖି ବୁଜିଲେ ଏହି ଖେଳାଳି
ନୂଆଦିଲ୍ଲୀ,୬।୭: କ୍ରୀଡା ଜଗତ ସହ ଜଡିତ ଏକ ଖରାପ ଖବର ସାମ୍ନାକୁ ଆସିଛି। ଖେଳ ସମୟରେ ବାଂଲାଦେଶର ଶୀର୍ଷ ଚେସ୍ ଗ୍ରାଣ୍ଡମାଷ୍ଟରଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶର ଖ୍ୟାତନାମା ଚେସ ଗ୍ରାଣ୍ଡମାଷ୍ଟର ଜିଆଉର ରେହମାନ(୫୦)ଙ୍କର ଜୁଲାଇ ୫ ରେ ମୃତ୍ୟୁ ଘଟିଛି।...
ଆଇପିଏଲ୍ରେ ଦଳ ବଦଳାଇବେ ଅଶ୍ୱିନ, ଧୋନୀଙ୍କ ଟିମ୍କୁ ଫେରିବା ନେଇ ଦେଲେ ବଡ଼ ସଙ୍କେତ…
ନୂଆଦିଲ୍ଲୀ,୬।୭: ଟିମ୍ ଇଣ୍ଡିଆ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇପିଏଲ୍ରେ ଏବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି। ଏହାପୂର୍ବରୁ ଅନେକ ବର୍ଷ ଯାଏ ସେ ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିଲେ। ଚଳିତ ବର୍ଷ ଶେଷରେ...
ହୋଇଗଲା ସ୍ପଷ୍ଟ! ହାର୍ଦ୍ଦିକ-ନତାଶାଙ୍କ ସମ୍ପର୍କରେ ଫାଟ…
ନୂଆଦିଲ୍ଲୀ,୬।୭: ଟି୨୦ ବିଶ୍ୱକପ୍ ୨୦୨୪ରେ ସ୍ବତନ୍ତ୍ର ଯୋଗଦାନ ଦେଇଥିବା ଭାରତୀୟ କ୍ରିକେଟ ଟିମ୍ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। କିଛି ଦିନ ଧରି ପତ୍ନୀ ନତାଶା ଷ୍ଟେନ୍କୋଭିକ୍ଙ୍କ ସହ ତାଙ୍କ ସମ୍ପର୍କରେ ତିକ୍ତତା ଆସିଥିବା...
ଗଛରେ ଚଢ଼ି ଏଭଳି କିଛି ଦୃଶ୍ୟ କଏଦ କରିଥିଲେ ପ୍ରଶଂସକ, Video ସାମ୍ନାକୁ ଆସିବା ପରେ…
ନୂଆଦିଲ୍ଲୀ,୫।୭: ଟି୨୦ ବିଶ୍ୱକପ୍ ଜିତିବା ପରେ ଭାରତରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ଏହି କ୍ରମରେ ଖେଳାଳିମାନେ ସ୍ବଦେଶକୁ ଫେରି ରୋଡ ଶୋ’ କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି। ଦିଲ୍ଲୀରୁ ନେଇ ବମ୍ବେ ଯାଇ ପ୍ରଶଂସକମାନେ ଖେଳାଳିଙ୍କ ଝଲକ...
ବିଶ୍ୱ ବିଜେତା ହୋଇ ଘରକୁ ଫେରିଲେ ହିଟ୍ମ୍ୟାନ୍, ଫୁଲ ବିଛାଇ ସ୍ବାଗତ କଲେ…
ନୂଆଦିଲ୍ଲୀ,୫।୭: ଟିମ୍ ଇଣ୍ଡିଆ ଅଧିନାୟକ ଭାବେ ବିଶ୍ୱକପ୍ ଜିତି ଘରକୁ ଫେରିବା ପରେ ରୋହିତ ଶର୍ମାଙ୍କୁ ଭବ୍ୟ ସ୍ବାଗତ ମିଳିଛି। ଏଥିଲାଗି ପ୍ରାୟ ୧ ମାସରୁ ଅଧିକ ସମୟ ବାହାରେ ରହିଥିଲେ ସେ। ଏଣୁ ଯେତେବେଳେ ସେ ଘରକୁ ଫେରିଥିଲେ,...
‘ମୁଁ ଯେତେବେଳେ ମ୍ୟାଚ୍ ଦେଖେ, ଭାରତ ହାରିଯାଏ’
ବମ୍ବେ: ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଇସିସି ଟି୨୦ ବିଶ୍ୱକପ୍ ଜିତି ନେଇଛି। ପୁରା ଦେଶ ଏହି ବିଜୟକୁ ସେଲିବ୍ରେଟ୍ କରୁଥିବା ବେଳେ ବଲିଉଡର ସମସ୍ତ ସେଲିବ୍ରିଟି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ବିଗ୍ ବି...
ବିଶ୍ୱକପ୍ ବିଜେତା ଟିମ୍ର ଏହି ୬ଜଣଙ୍କୁ ସ୍ବତନ୍ତ୍ର ଭାବେ ଫୋନ୍ କଲେ ପ୍ରଧାନମନ୍ତ୍ରୀ, କହିଲେ…
ନୂଆଦିଲ୍ଲୀ,୩୦।୬: ଟି୨୦ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର ବିଜୟକୁ ନେଇ ସାରା ଦେଶ ଉତ୍ସବମୁଖର। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ବିଜେତା ଟିମ୍କୁ ଶୁଭେଚ୍ଛା ଜଣାଇବା ସହ ୬ ଲୋକଙ୍କୁ ସ୍ବତନ୍ତ୍ର ଭାବେ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଅଧିନାୟକ...
ଆପଣ ଦେଖୁଥିଲେ ବିଶ୍ୱକପ୍ ଫାଇନାଲ, ପ୍ରତି ସେକେଣ୍ଡରେ ‘ଡିଜ୍ନୀ’ କମାଉଥିଲା ଏତିକି ଲକ୍ଷ ଟଙ୍କା
ନୂଆଦିଲ୍ଲୀ,୩୦।୬: ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଇସିସି ବିଶ୍ୱକପ୍ ଟି୨୦ ଜିତିନେଇଛି ଟିମ୍ ଇଣ୍ଡିଆ। ବିଶ୍ୱକପ୍ରେ ଭାରତୀୟ ଟିମ୍ର ଜବରଦସ୍ତ ପ୍ରଦର୍ଶନକୁ ସାରା ଦୁନିଆ ଟିଭି ସହ ଡିଜିଟାଲ ପ୍ଲାଟଫର୍ମରେ ବି ଦେଖିଥିଲା। ରିପୋର୍ଟ ମୁତାବକ ଡିଜନୀ ପ୍ଲସ୍ ହଟ୍ଷ୍ଟାର ପ୍ଲାଟଫର୍ମରେ...
ରୋହିତଙ୍କ ଉପରେ ବିଶ୍ୱାସ ଅଛି, ୭ ମାସରେ ଦ୍ୱିତୀୟ ଥର ଏଭଳି ହେବନାହିଁ: ଗାଙ୍ଗୁଲି
କୋଲକାତା,୨୮।୬: ଟି୨୦ ବିଶ୍ୱକପ୍ ୨୦୨୪ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଦଳ ଜୁନ ୨୯ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ପ୍ରଥମ ଥର ପାଇଁ ଫାଇନାଲ ଖେଳୁଥିବା ଦକ୍ଷିଣ ଆଫ୍ରିକାକୁ ଭେଟିବ। ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ...
ଶାମିଙ୍କ ସହ ନିର୍ବନ୍ଧକୁ ନେଇ ବଡ଼ ବୟାନ ଦେଲେ ସାନିଆଙ୍କ ବାପା
ନୂଆଦିଲ୍ଲୀ,୨୧।୬: ଭାରତର ଟେନିସ ତାରକା ସାନିଆ ମିର୍ଜା ଚଳିତ ବର୍ଷ କ୍ରିକେଟର ଶୋଏବ ମଲ୍ଲିକଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ଏହାପରେ ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ଦ୍ୱିତୀୟ ବିବାହ କରିନେଇଥିଲେ। ହେଲେ ଏଯାଏ ସାନିଆ ଏକାକି ଅଛନ୍ତି। ଏମିତିରେ ତାଙ୍କର...
Archives


