୧୯ ମାସ ପରେ ଆସିଲା ‘ନୀଳ ଡ୍ରମ’ ହତ୍ୟାକାଣ୍ଡର ରାୟ: ମୁସ୍କାନ-ସାହିଲଙ୍କୁ ମୃତ୍ୟୁଦଣ୍ଡ, ବିଚାରପତି କହିଲେ…
ମୀରଟ,୧୪।୧୦: ମୀରଟର ଚର୍ଚ୍ଚିତ “ନୀଳ ଡ୍ରମ” ହତ୍ୟା ମାମଲାରେ ଅଦାଲତ ଏକ ବଡ଼ ରାୟ ଶୁଣାଇଛନ୍ତି। ନିଜ ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ପତ୍ନୀ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମୀ ସାହିଲ ଶୁକ୍ଳାଙ୍କୁ…

