କାଙ୍ଗୁଲା ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ହେଲେ ପାଇଲଟ ବନ୍ତଳା,୯ା୬(ସୁଶିତ ସାହୁ): ମାତ୍ର ୨୧ ବର୍ଷ ବୟସରେ ଅନୁଗୋଳ ବ୍ଲକ କାଙ୍ଗୁଲା ବେନ୍ତପୁର ଅଞ୍ଚଳର ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ହୋଇଛନ୍ତି ପାଇଲଟ୍। ୨୦୨୫ ଫେବୃଆରୀରେ ତାଙ୍କୁ କମର୍ସିଆଲ ପାଇଲଟ ଲାଇସେନ୍ସ ପ୍ରଦାନ କରାଯାଇଛି। ସମୀକ୍ଷାଙ୍କ ଏପରି ସଫଳତା ସମ୍ପର୍କରେ ଜଣାପଡ଼ିବା...