Tag Archives: rohit sharma

Champions Trophy 2025: ଗିଲ୍‌ଙ୍କ ଜବରଦସ୍ତ ଶତକ: ବାଂଲାଦେଶକୁ ପରାସ୍ତ କଲା ଭାରତ

ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍‌ରେ, ଭାରତୀୟ ଦଳ ବାଂଲାଦେଶକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଦଳର ଅଧିନାୟକ ନାଜମୁଲ ହୋସେନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…

ବଡ଼ କୀର୍ତ୍ତିମାନ ହାସଲ କଲେ ରୋହିତ ଶର୍ମା: ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ ଭାବେ…

ଦୁବାଇ,୨୦।୨: ରୋହିତ ଶର୍ମା ଦିନିକିଆ କ୍ରିକେଟ ଇତିହାସରେ ୧୧,୦୦୦ ରନ ପୂରଣ କରିଛନ୍ତି। ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ରାହିତ ତାଙ୍କ କ୍ୟାରିୟରରେ ୧୦,୯୮୮ ରନ କରିଥିଲେ। ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଇନିଂସରେ ମାତ୍ର ୧୨ ରନ କରି…

ଚମକିଲେ ଶାମି: ଭାରତକୁ ୨୨୯ ରନ୍‌ର ଟାର୍ଗେଟ୍‌

ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ ଖେଳି ଭାରତ ବିପକ୍ଷରେ ୨୨୮ ରନର ଲକ୍ଷ୍ୟ ରଖିଛି। ଟିମ ଇଣ୍ଡିଆକୁ ଏବେ ୨୨୯ ରନ କରିବାକୁ ପଡିବ। ବାଂଲାଦେଶ ବହୁତ ବଡ଼ ସ୍କୋର କରିପାରି ନ ଥିଲା, କିନ୍ତୁ ତୌହିଦ…

Rohit Sharma: ରୋହିତ ଶର୍ମାଙ୍କ ପାଇଁ ଏହି ଐତିହାସିକ ରେକର୍ଡରୁ ବଞ୍ଚିତ ହେଲେ ଅକ୍ଷର ପଟେଲ

ଦୁବାଇ,୨୦।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ, ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳୁଛି। ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ନାଜମୁଲ ହାସନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବୋଲିଂ କରି ଭାରତୀୟ ଦଳ ମାତ୍ର…

ଶାମିଙ୍କ ଚମତ୍କାର ବୋଲିଂ: ବାଂଲାଦେଶକୁ ପ୍ରାରମ୍ଭିକ ଝଟ୍‌କା

ଦୁବାଇ,୨୦।୨: ଭାରତୀୟ ଦଳ ଆଜି ଦୁବାଇରେ ବାଂଲାଦେଶ ବିପକ୍ଷରେ ମ୍ୟାଚ ସହିତ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିଛି। ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ବାଂଲାଦେଶର ଏହି ନିଷ୍ପତ୍ତି ସଠିକ୍‌ ଯାଇନାହିଁ। ଦଳକୁ ପ୍ରାରମ୍ଭକୁ ଝଟ୍‌କା…

ଭାରତୀୟ ଖେଳାଳିଙ୍କ ଜର୍ସିରେ ପାକିସ୍ତାନ ନାଁ: ଜାଣନ୍ତୁ କାହିଁକି

ଦୁବାଇ,୧୮।୨: ଆସନ୍ତାକାଲିଠାରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫେବୃଆରୀ ୧୯ରେ କରାଚୀର ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଏକ ମ୍ୟାଚ ସହିତ…

ଭାରତୀୟ ଦଳ ପାଇଁ ଖୁସିଖବର: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବିସିସିଆଇ କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୨: ଭାରତୀୟ ଦଳ ଫେବୃଆରୀ ୨୦ରୁ ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। ଭାରତୀୟ ଦଳ ବାଂଲାଦେଶର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଭାରତ ବନାମ ବାଂଲାଦେଶ ମ୍ୟାଚ ପୂର୍ବରୁ ଭାରତୀୟ ଖେଳାଳିମାନଙ୍କ ପାଇଁ ଖୁସି ଖବର ଆସିଛି। ନିକଟରେ ବିସିସିଆଇ…

Champions Trophy 2025: ଦୁବାଇ ଅଭିମୁଖେ ଟିମ୍‌ ଇଣ୍ଡିଆ, ସାଥିରେ ଗଲେନି ପରିବାର

ମୁମ୍ବାଇ,୧୫।୨: ଭାରତୀୟ କ୍ରିକେଟ ଦଳ ଶନିବାର ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଦୁବାଇ ଗସ୍ତ କରିଛି। ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସମେତ କିଛି ଖେଳାଳି ମୁମ୍ବାଇରୁ ଯାଇଛନ୍ତି। ଟିମ ଇଣ୍ଡିଆ ଦୁଇଟି…

Video: ବିଜୟ ଟ୍ରଫି ନେବାକୁ ଭୁଲିଗଲେ ରୋହିତ ଶର୍ମା; ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ଇଂଲଣ୍ଡ ଧଳା ବଲ ସିରିଜ ପାଇଁ ଟିମ ଇଣ୍ଡିଆ ଗସ୍ତ କରିଥିଲା। ଉଭୟଙ୍କ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ଏବଂ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଇଥିଲା। ପ୍ରଥମ ଟି-୨୦ ସିରିଜରେ…

IND vs ENG 3rd ODI: ଟସ୍‌ ଜିତିଲା ଇଂଲଣ୍ଡ; ଭାରତୀୟ ଦଳରେ ୩ ପରିବର୍ତ୍ତନ

ଅହମଦାବାଦ,୧୨।୨: ଅହମଦାବାଦ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚ ପାଇଁ ଇଂଲଣ୍ଡ ପ୍ଲେଇଙ୍ଗ-୧୧ରେ ଗୋଟିଏ ପରିବର୍ତ୍ତନ କରିଛି। ଭାରତ ଦଳରେ…

ଭାରତକୁ ୩ ଦିନରେ ପରାସ୍ତ କରିଦେବୁ….ପୂର୍ବତନ ଅଧିନାୟକଙ୍କ ଅଜବ ଦାବି

କଲମ୍ବୋ,୧୧।୨: ଗତ ବର୍ଷ ଟିମ ଇଣ୍ଡିଆ ପାଇଁ କିଛି ବିଶେଷ ନ ଥିଲା। ଯଦିଓ ଭାରତୀୟ କ୍ରିକେଟ ଦଳ ୨୦୨୪ରେ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା, ତଥାପି ଟେଷ୍ଟ ଏବଂ ଦିନିକିଆରେ ଏହାର ପରିସଂଖ୍ୟାନ ଲଜ୍ଜାଜନକ ରହିଥିଲା। ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ…

ବାରବାଟୀ ବିଜୟ ପରେ ଖୁସିରେ ଗଦ୍‌ଗଦ୍‌ ହୋଇ ଏମିତି କହିଦେଲେ ରୋହିତ ଶର୍ମା

କଟକ,୧୦।୨: ଇଂଲଣ୍ଡ ବିପକ୍ଷରେ ୧୧୯ ରନର ଏକ ଚମତ୍କାର ଇନିଂସ ଖେଳି ରୋହିତ ଶର୍ମା ନିଜ ଫର୍ମକୁ ଫେରିଥିଲେ। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ସେ ଫର୍ମ ହାସଲ କରି ସମାଲୋଚକମାନଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri