ରାସ୍ତାରେ ପଡ଼ିଲା ୧୩୨ କେଭି ବିଦ୍ୟୁତ୍ତାର, ଅଟକିଲା ଶହଶହ ଗାଡ଼ିମୋଟର
ମୋହନା,୧୬ା୧୦(ମନ୍ମଥ ମିଶ୍ର): ରାଜପଥରେ ୧୩୨ କେଭି ବିଦ୍ୟୁତ୍ତାର ପଡ଼ି ରାସ୍ତା ଅବରୋଧ ହୋଇଛି। ଫଳରେ ବ୍ରହ୍ମପୁର, ଭୁବନେଶ୍ୱର, ରାୟଗଡ଼ା, ମାଲକାନଗିରି କୋରାପୁଟକୁ ଯାତାୟାତ ବନ୍ଦ ହୋଇପଡ଼ିଛି। ସୂଚନାନୁଯାୟୀ, ବିଦ୍ୟୁତ୍ ବିଭାଗର ବାର୍ଷିକ ମେଣ୍ଟେନାନ୍ସ ଚାଲିଥିବାବେଳେ ବିରାଟ ଗଛକୁ ବିଦ୍ୟୁତ୍ ବିଭାଗର କର୍ମଚାରୀ…
ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ
ଥୁଆମୂଳ ରାମପୁର,୧୧ା୧୦(ଦୁର୍ଗା କୀର୍ତ୍ତି): ଗୋଟିଏ ନୁହେଁ କି ଦୁଇଟି ନୁହେଁ ବାରମ୍ବାର ଏହି ବ୍ଲକଠାରେ ଖଟିଆରେ ଏବଂ ଭାରରେ ଗର୍ଭବତୀ ମହିଳା ବୁହା ହେବା ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣି ଏକ ଜନନୀ ଯନ୍ତ୍ରଣାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି…
ବର୍ଷାରେ ବେହାଲ ରାସ୍ତା, ସାମାନ୍ୟ ବର୍ଷିଲେ ସୃଷ୍ଟି ହେଉଛି ବନ୍ୟାର ଭ୍ରମ
ଦାରିଙ୍ଗବାଡ଼ି,୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଗତ କିଛି ମାସ ହେଲା ବର୍ଷା ହେଉଥିବା ବେଳେ ୩ ତାରିଖଠାରୁ ନିୟମିତ ବର୍ଷା ହେଉଛି। ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେଉଥିବା ବେଳେ ଦାରିଙ୍ଗବାଡ଼ି ଅଞ୍ଚଳରେ ଏହି ବର୍ଷା ଲୋକଙ୍କୁ ଦୁଃଖ…
ରାସ୍ତା ଉପରକୁ ମାଡ଼ି ଆସିଲାଣି ଗଛଲତା, ବିପଦରେ ପଥଯାତ୍ରୀ
ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମଠାରୁ କଲ୍ୟାଣପୁର ପର୍ଯ୍ୟନ୍ତ ରାସ୍ତା ବର୍ତ୍ତମାନ ବିପଦପୂର୍ଣ୍ଣ। ପାଞ୍ଚଟି ପଞ୍ଚାୟତ ତଥା କାଇଁଚପୁର, ମଲାଡ଼, ସନ୍ତୋଷପୁର, ଖଣ୍ଡ ଦେଉଳି ଓ ପୋଇରlଶି ଆଦି ପଞ୍ଚାୟତବାସୀ ନିର୍ଭର କରୁଥିବା ମୁଖ୍ୟ ରାସ୍ତାରେ…
ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଏଯାଏ ସରୁନି, ଲୋକେ ହଟହଟା
କର୍ଲାମୁଣ୍ଡା,୧୪ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଛକଠାରୁ ହଜାରୀପଡ଼ା ମୁଣ୍ଡାପଲା ପିଡବ୍ଲ୍ୟୁଡି ରାସ୍ତା ଦୀର୍ଘଦିନରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ କାର୍ଯ୍ୟ ଶେଷ ହୋଇ ପାରି ନ ଥିବାରୁ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହେଉଛି…
ଯେତେ ସମୟ ଲାଗୁଛି ଲାଗୁ ମୁଁ ସଡ଼କପଥରେ ଯିବି, ଜାଣନ୍ତୁ କାହିଁକି ଏମିତି କହିଲେ ମୋଦି
ନୂଆଦିଲ୍ଲୀ,୧୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୦୨୩ରେ ଜାତିଗତ ହିଂସା ପରେ ମଣିପୁରର ପ୍ରଥମ ଗସ୍ତରେ ଶନିବାର ଅପରାହ୍ନରେ ରାଜଧାନୀ ଇମ୍ଫାଲରେ ପହଞ୍ଚିଥିଲେ। କିନ୍ତୁ ଯେତେବେଳେ ସେ ଇମ୍ଫାଲରେ ପହଞ୍ଚିଲେ ସେତେବେଳେ ପ୍ରବଳ ବର୍ଷା ହେଉଥିଲା, ସେତେବେଳେ ସେ ନିଷ୍ପତ୍ତି ନେଇଥିଲେ…
ଧସିଲା ପାହାଡ଼, ରାସ୍ତାରେ ଗଡ଼ିଲା ବଡ଼ବଡ଼ ପଥରଖଣ୍ଡ
ଗଜପତି,୪ା୯(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକଠାରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବୁଧବାର ସନ୍ଧ୍ୟାରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଗୁମ୍ମା ବ୍ଲକର ନାମନଗଡ଼ଠାରୁ ଅଜୟଗଡ଼ ଯିବା…
ଶୁଣିଲାନି ପ୍ରଶାସନ, ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ୮ ଖଣ୍ଡ ଗାଁର ଲୋକେ, ଚେତାବନୀ ଦେଇ କହିଲେ…
ଥୁଆମୂଳ ରାମପୁର,୩୦ା୮(ଦୁର୍ଗା କୀର୍ତ୍ତି): ବାରମ୍ବାର ଦାବି ସତ୍ତ୍ୱେ ଶୁଣିଲାନି ପ୍ରଶାସନ । ଶେଷରେ ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ୮ ଖଣ୍ଡ ଗାଁର ଲୋକେ। ଗାଁରର ସମସ୍ତ ପୁରୁଷ ଏବଂ ଯୁବକ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି…
ରାସ୍ତା ପାଇଁ ୩ ସାହିର ଲୋକେ ହନ୍ତସନ୍ତ
ପାଟଣା,୨୨ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପୋସି ଆଦର୍ଶ ସ୍କୁଲ ଛକରୁ ପାଟନାଳି ପର୍ଯ୍ୟନ୍ତ ଦୀର୍ଘ ୪ କିଲୋମିଟର ମାଟି ରାସ୍ତା ଖାଲ, ଖମା, ପାଣି କାଦୁଅରେ ଭର୍ତ୍ତି ହୋଇଛି। ଫଳରେ ନୀତିଦିନ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟୁଥିବା…
ସଂଯୋଗୀକରଣ ରାସ୍ତାରେ ନୂଆ ମାଟି, ବର୍ଷା ହେଲେ ଅବସ୍ଥା ବେହାଲ
ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ବାଲିଗୁଡ଼ା ଭାୟା ବୁଡ଼ାଗୁଡ଼ା ରାସ୍ତାର ଟପରିଙ୍ଗିଆଠାରେ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଯାତାୟାତ ସମସ୍ୟା ବୃଦ୍ଧି ପାଇଛି। ପ୍ରକାଶ ଯେ, ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ଏବଂ ବୁଡ଼ାଗୁଡ଼ାଠାରୁ ବାଲିଗୁଡ଼ାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ…
ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ, ବଢୁଛି ଜନ ଅସନ୍ତୋଷ
ବୁଗୁଡ଼ା,୧୬ା୭(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେରାସ୍ତାର ସୌନ୍ଦର୍ଯ୍ୟକରଣ ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରାସ୍ତାରେ ହୋଇଥିବା ଡିଭାଇଡର ବ୍ୟବସ୍ଥା ବର୍ଷବର୍ଷ ଧରି ଅଧାପନ୍ତରିଆ ରହିଥିବାରୁ…
ବିପଦକୁ ଆମନ୍ତ୍ରଣ କରୁଛି ଥୁଆମୂଳରାମପୁର ରାସ୍ତା
ଥୁଆମୂଳରାମପୁର,୧୧ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲ ପାଟଣାଠାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ନିର୍ମାଣରେ ଅନିୟମିତତା ହେଉଥିବା ସହ କାଲଦୁଦା ଘାଟି ମୁଖ୍ୟ ରାସ୍ତା କାଦୁଅରେ ପଚପଚ ହୋଇ ମରଣଯନ୍ତା…
Archives


