ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଫଳାଫଳ ପ୍ରକାଶ: ସଭାପତି ଭାବେ ବିଜୟ ହେଲେ କାହ୍ନା ମହାନନ୍ଦିଆ
ଗୁଡ଼ାରି,୧୫ା୧୦(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରିସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂଘର ନିର୍ବାଚନ ଫଳ ଘୋଷଣା ହୋଇଛି। ଏହି ମହାବିଦ୍ୟାଳୟରେ ଛାତ୍ରସଂଘର ମୋଟ୍ ୭ଟି ପଦବୀ ନିମନ୍ତେ ଇଲେକ୍ସନ ବଦଳରେ ପ୍ରାର୍ଥିପତ୍ର ଦାଖଲ ଦିନ ସିଲେକ୍ସନ କରାଯାଇଥିଲା। ମହାବିଦ୍ୟାଳୟ…

