ଭାରତରେ ନିଜ ବ୍ୟବସାୟକୁ ରିଲିଏନ୍ସ କମ୍ପାନୀକୁ ବିକ୍ରିକଲା ଡିଜନୀ: ରିପୋର୍ଟ ନୂଆଦିଲ୍ଲୀ, ୨୩।୧୦: ଅନେକ ଚର୍ଚ୍ଚା ମଧ୍ୟରେ ଡିଜନୀ ଭାରତରେ ଏହାର ବ୍ୟବସାୟକୁ ଏସିଆ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ କମ୍ପାନୀ ରିଲାଏନ୍ସକୁ ବିକ୍ରି କରିବା ପାଇଁ ଚୁକ୍ତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଏହି ଚୁକ୍ତି ଅନୁଯାୟୀ ଡିଜନୀ ଷ୍ଟାରର...