IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍? ୫ କୋଟିରେ ରିଟେନ କରିଛି…
ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ ଯଶଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ତାଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଯୌନ…
RCB ପରେ ଏବେ ବିକ୍ରି ହେବାକୁ ଯାଇଛି ଆଉ ଏକ ଫ୍ରାଞ୍ଚାଇଜ, ଟିମ ମାଲିକଙ୍କ ଭାଇ କଲେ ବଡ଼ ଦାବି
ନୂଆଦିଲ୍ଲୀ,୨୮।୧୧: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ପରବର୍ତ୍ତୀ ସିଜିନ ପାଇଁ ନିଲାମ ବହୁତ ଦୂରରେ ନାହିଁ। ମାତ୍ର କିଛି ଦିନ ମଧ୍ୟରେ ସମସ୍ତ ଫ୍ରାଞ୍ଚାଇଜ ସେମାନଙ୍କ ଦଳକୁ ପ୍ରସ୍ତୁତ କରିବା ଆରମ୍ଭ କରିବେ। କିନ୍ତୁ ଏହା ପୂର୍ବରୁ, ଗୋଟିଏ କଥା ପ୍ରାୟ…
ଏହି ଦିନ କଥା ମନେପକାଇ ଇମୋଶନାଲ ହେଲେ ବିରାଟ କୋହଲି
ନୂଆଦିଲ୍ଲୀ,୩।୯: ଜୁନ ୩ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB) ୧୭ ବର୍ଷ ପରେ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ (IPL) ଟାଇଟଲ ଜିତିଥିଲା। ଏହା ପରେ, RCB ଖେଳାଳିମାନେ ବହୁତ ଖୁସି ଥିଲେ, କିନ୍ତୁ ବିଜୟ ପରେଡ ସମୟରେ ବେଙ୍ଗାଲୁରୁରେ…
RCBର ବଡ଼ ଘୋଷଣା: ୩ ମାସ ପରେ ପ୍ରଶଂସକଙ୍କୁ ଦେଲା ଗୁଡ୍ନ୍ୟୁଜ୍
ନୂଆଦିଲ୍ଲୀ,୨୮।୮: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ୧୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ରଜତ ପଟିଦାରଙ୍କ ଅଧିନାୟକତ୍ୱରେ ଦଳ ଫାଇନାଲରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ଟ୍ରଫି ଜିତିଥିଲା। ଏହାର ଉତ୍ସବ ପାଳନ କରିବା ପାଇଁ, ପରଦିନ ଅର୍ଥାତ୍ ଜୁନ ୪ରେ, ବେଙ୍ଗାଲୁରୁର…
ସିରାଜଙ୍କୁ ଟିମ୍ରୁ କାହିଁକି ରିଲିଜ କଲା RCB? ହେଲା ବଡ଼ ଖୁଲାସା
ନୂଆଦିଲ୍ଲୀ,୨୩।୮: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ର ମେଗା ନିଲାମ ପୂର୍ବରୁ ଏହାର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ରିଲିଜ କରିଛି। ଏବେ ଦଳ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛି। ଆରସିବିର କ୍ରିକେଟ ନିର୍ଦ୍ଦେଶକ…
RCBର ବଢ଼ିଲା ଅଡୁଆ! ବିସିସିଆଇ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨।୭: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଅନ୍ୟତମ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ପାଇଁ ଅଡ଼ୁଆ ବଢ଼ିଛି। ୨୦୨୫ ଜୁନ ୪ରେ ବେଙ୍ଗାଲୁରୁର ଏମ. ଚିନ୍ନାସୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିଜୟର ଉତ୍ସବ ସମୟରେ ହୋଇଥିବା ଦଳାଚକଟାରେ ୧୧ ଜଣଙ୍କ…
ମୁଁ ରୟାଲ ଚ୍ୟାଲେଞ୍ଜ୍ ପିଏ ନାହିଁ…କାହିଁକି ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୨।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ହେଉଛି IPLର ସବୁଠାରୁ ମହଙ୍ଗା ଫ୍ରାଞ୍ଚାଇଜ ମଧ୍ୟରୁ ଗୋଟିଏ। ଏହି ଦଳର ମୁଖ୍ୟ ଚେହେରା ହେଉଛନ୍ତି ବିରାଟ କୋହଲି। ଗତ କିଛି ଦିନ ଧରି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି ଯେ, RCBର ମାଲିକମାନେ…
RCB ଟିମ୍ କିଣିବେ ଡିକେ ଶିବକୁମାର? ନିଜେ ଦେଲେ ଏହାର ଜବାବ…
ମୁମ୍ବାଇ,୧୧।୬: କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆରସିବି ଫ୍ରାଞ୍ଚାଇଜ କିଣିବା ଗୁଜବ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ଲୋକଙ୍କ ଭାବନାକୁ ଜାଣୁ ଏବଂ ସେମାନଙ୍କ ଜୀବନକୁ ସମ୍ମାନ କରୁ। ସେ ପଚାରିଲେ ଯେ ମୋତେ ଆରସିବିର…
IPL ଜିତିବା ପରେ ଫ୍ରାଞ୍ଚାଇଜ୍ ବିକ୍ରି ପାଇଁ ଯୋଜନା କରୁଛନ୍ତି RCB ମାଲିକ
ବେଙ୍ଗାଲୁରୁ,୧୦।୬: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ରେ ଐତିହାସିକ ବିଜୟ ହାସଲ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ମାଲିକ କମ୍ପାନୀ ଡିଆଜିଓ ପିଏଲସି (Diageo Plc) ଫ୍ରାଞ୍ଚାଇଜ୍ ବିକ୍ରୟ କରିବାକୁ ଯୋଜନା କରୁଛନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।…
IPL 2026ରୁ ବ୍ୟାନ୍ ହେବ ଆର୍ସିବି? BCCI ନେଇପାରେ ବଡ଼ ନିଷ୍ପତ୍ତି, କାହିଁକି ଜାଣନ୍ତୁ…
ନୂଆଦିଲ୍ଲୀ,୮।୬: IPL ୨୦୨୫ ଟାଇଟଲ ଜିତିବା ପରେ, ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ବିଜୟ ପରେଡ ଏବଂ ମହାଉତ୍ସବ ପାଇଁ ପ୍ରସ୍ତୁତି କରାଯାଇଥିଲା। ଏହି ସମୟରେ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା। ଯେଉଁଥିରେ ୧୧ ଜଣଙ୍କ…
RCBକୁ ନେଇ ଚମକାଇବା ଭଳି କଥା କହିଲେ ମାଲ୍ୟା, ଖୋଲିଲେ ବର୍ଷ ବର୍ଷ ପୁରୁଣା ରାଜ୍
ନୂଆଦିଲ୍ଲୀ,୬।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହେଉଛି ସେହି ଦଳଗୁଡ଼ିକ ମଧ୍ୟରୁ ଗୋଟିଏ ଯାହାର ବିଶ୍ୱରେ ସବୁଠାରୁ ଅଧିକ ପ୍ରଶଂସକ ଅଛନ୍ତି। ଯଦିଓ ଏହି ଦଳ ଇତିହାସରେ ବହୁତ ସଫଳ ହୋଇନାହିଁ। ଦଳଟି IPL 2025 ରେ ପ୍ରଥମ ଟାଇଟଲ ଜିତିଛି, କିନ୍ତୁ…
ବେଙ୍ଗାଲୁରୁ ଦଳାଚକଟା ଘଟଣାକୁ ନେଇ ପ୍ରଥମ ପ୍ରତିକ୍ରିୟା ରଖିଲେ ବିରାଟ କୋହଲି, ଜାଣନ୍ତୁ କ’ଣ କହିଲେ
ବେଙ୍ଗାଲୁରୁ,୫।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲା। ଏହି ସମୟରେ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା। ଏ ସମ୍ପର୍କରେ RCB ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। କୋହଲି…
Archives


