ଭାଜପା ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି ରାଜସ୍ଥାନ ପଞ୍ଚାୟତ ନିର୍ବାଚନ ଫଳାଫଳ; ଜୟପୁରରେ କଂଗ୍ରେସର ବଡ଼ ବିଜୟ
ଜୟପୁର,୨୦।୧୧: ରାଜସ୍ଥାନ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଚାଲିଥିବା ବେଳେ ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି, ଯାହା ଜୟପୁରରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଏକ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ମୋଟ ୫୭ଟି ଜିଲା ପରିଷଦ ଆସନ…

