Tag Archives: PM

କୃଷକଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା, ଆଗକୁ ମିଳିପାରେ ୮ ହଜାର ଟଙ୍କା

ନୂଆଦିଲ୍ଲୀ, ୧୨।୦୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦିଙ୍କ ୩.୦ ସରକାରର ପ୍ରଥମ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି । ଜୁଲାଇ ୨୩ ତାରିଖରେ ସଂସଦରେ ଏହି ବଜେଟ୍‌ ଉପସ୍ଥାପନ ହେବ । ଏହାରି ମଧ୍ୟରେ ବଜେଟ୍‌ରେ କୃଷକଙ୍କ ପାଇଁ...

ବହୁମତ ହାସଲରେ ବିଫଳ ପରେ ଭାଙ୍ଗିଲା ସରକାର, ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ, ୧୨।୦୭: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡଙ୍କୁ ବଡ଼ ଝଟ୍‌କା ଲାଗିଛି । ପ୍ରଚଣ୍ଡ ସଂସଦରେ ଫ୍ଲୋର ଟେଷ୍ଟରେ ବହୁମତ ହାସଲ କରିବାରେ ବିଫଳ ହୋଇଛନ୍ତି । ୧୯ ମାସ ସରକାରରେ ରହିବା ପରେ ଏବେ ତାଙ୍କୁ...

ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଚାଲିଛି ବଡ଼ ଯୋଜନା

କାଠମାଣ୍ଡୁ,୩ା୭(ପି.ଟି.) : ନେପାଳ ପ୍ରଧାନମନ୍ତ୍ରୀ ପଦରୁ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ହଟାଇବା ପାଇଁ ଦୁଇ ବୃହତ୍‌ ଦଳ ନେପାଳୀ କଂଗ୍ରେସ ଏବଂ ସିପିଏନ୍‌-ୟୁଏମ୍‌ଏଲ୍‌ ମଧ୍ୟରେ ସୋମବାର ରାତିଅଧିଆ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଉକ୍ତ ଡିଲ୍‌ ଅନୁଯାୟୀ ମେଣ୍ଟ ସରକାର...

ଆକାଉଣ୍ଟକୁ ଆସିନାହିଁ କି ପିଏମ୍‌ କିଷାନ ଟଙ୍କା ? ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ, ୧୯।୬: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି ଗୁରୁବାର ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୯.୨୬ କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି...

PM Kisan Samman Nidhi: କେବେ ଖାତାକୁ ଆସିବ ୧୬ତମ କିସ୍ତିି, ଏସବୁ ନ କଲେ ଆସିବନି ଟଙ୍କା…

ନୂଆଦିଲ୍ଲୀ,୧୧।୨ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଏକ ବଡ ଯୋଜନା। ଏହା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତି ୪ ମାସରେ ୨୦୦୦ ଟଙ୍କା ହିସାବରେ ୩ କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ଦିଆଯାଏ। ଏହି ସୁବିଧା...

Ayushman Card 2024:ଆୟୁଷ୍ମାନ କାର୍ଡ ପାଇଁ କିପରି କରିବେ ଆବେଦନ: ଏସବୁ ପ୍ରମାଣ ପତ୍ର ଜରୁରୀ, ନ ହେଲେ ହେବ ରଦ୍ଦ…

ନୂଆଦିଲ୍ଲୀ,୧୧।୧ : ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ତଥା ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆୟୁଷ୍ମାନ ଭାରତ ଯୋଜନା, ଯାହାର ଲାଭ ଲକ୍ଷ ଲକ୍ଷ ଭାରତୀୟଙ୍କ...

ଭାଜପା ଟିକେଟ ପାଇଁ ୩ ମାନଦଣ୍ଡ: ପୂରଣ କଲେ ଲୋକସଭାରେ ନିର୍ବାଚନରେ କରିବେ ପ୍ରତିଦ୍ୱନ୍ଦ୍ୱିତା…

ନୂଆଦିଲ୍ଲୀ,୧୧।୧ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶରେ ପ୍ରସ୍ତୁତି ଚାଲିଛି। ଲଗାତାର ତୃତୀୟ ଥର ପାଇଁ ହ୍ୟାଟ୍ରିକ ସ୍କୋର କରିବାର ଆଶାରେ ଭାଜପା ମଧ୍ୟ ପ୍ରସ୍ତୁତ ହେଉଛି। ରାଜନୈତିକ ସୂତ୍ର ଅନୁଯାୟୀ ଭାଜପା ଏହାର ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ...

ଅଧିକ ସନ୍ତାନ ଜନ୍ମ କରନ୍ତୁ, ଚିନ୍ତା ନାହିଁ ଘର ଯୋଗାଇବେ ମୋଦି: ଭାଜପା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ…

ଉଦୟପୁର,୧୦।୧ : ରାଜସ୍ଥାନ ସରକାରଙ୍କ ମନ୍ତ୍ରୀ ବାବୁଲାଲ ଖରାଡି ଲୋକମାନଙ୍କୁ କହିଛନ୍ତି ସେମାନେ ଅନେକ ସନ୍ତାନ ଜନ୍ମ କରିବା ଉଚିତ। ସେମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘର ଯୋଗାଇ ଦିଆଯିବ ଏବଂ...

ମୋଦିଙ୍କୁ ପ୍ରଶଂସା କଲେ ମୁକେଶ ଅମ୍ବାନୀ: କହିଲେ ଭାରତ ଇତିହାସର ସଫଳ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୧ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ତଥା ଏମଡି ମୁକେଶ ଅମ୍ବାନୀ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଗୁଜରାଟର ରାଜଧାନୀ ଗାନ୍ଧିନଗରରେ ଅନୁଷ୍ଠିତ ଭାଇବ୍ରାଣ୍ଟ ଗୁଜରାଟ...

ପ୍ରଧାନମନ୍ତ୍ରୀ କିଷାନ ନିଧି ହେବ ଦୁଇଗୁଣା: ମହିଳା କୃଷକଙ୍କ ସଞ୍ଚୟ ଖାତାକୁ ଆସିବ ୧୨ ହଜାର ଟଙ୍କା, କେବେ ହେବ ଜାଣନ୍ତୁ …

ନୂଆଦିଲ୍ଲୀ,୧୦।୧ : ପ୍ରଧାନମନ୍ତ୍ରୀ କିଷାନ ନିଧି ଟଙ୍କା ପରିମାଣ ଦୁଇଗୁଣା କରିବାକୁ ସରକାର ବଜେଟରେ ଚିନ୍ତା କରୁଛନ୍ତି। ଏହା ହେଲେ ମହିଳା କୃଷକଙ୍କ ସଞ୍ଚୟ ଖାତାକୁ ୧୨ ହଜାର ଟଙ୍କା ଆସିବ। ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ର ସରକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri