Tag Archives: pm modi

ଯେଉଁଠି ଦେଖିବୁ,ସେଠି ମାରିବୁ…ପାକିସ୍ତାନକୁ ଖୋଲାଖୋଲି ଚେତାବନୀ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୨୩।୫: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଭାରତ ଆତଙ୍କବାଦର ‘ନିଶ୍ଚିତ ଅନ୍ତ’ ଚାହୁଁଛି ଏବଂ ଗତ ମାସରେ ପହଲଗାମରେ ହୋଇଥିବା ଯେକୌଣସି ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଉପରେ ପୁଣି ଥରେ…

‘ଫାଙ୍କା ଭାଷଣ ଦେବା ବନ୍ଦ କର…’, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ, ପଚାରିଲେ ତିନୋଟି ପ୍ରଶ୍ନ

ନୂଆଦିଲ୍ଲୀ,୨୨।୫: କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ଆକ୍ରମଣ କରି ତାଙ୍କୁ “ଫାଙ୍କା ଭାଷଣ” ଦେବା ବନ୍ଦ କରିବାକୁ କହିବା ସହ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। ଏକ୍ସରେ ଏକ…

ଆଖି ଦେଖାଇଲେ ତାଡ଼ି ଦେବୁ….ପାକିସ୍ତାନକୁ ଓ୍ବାର୍ନିଂ ଦେଲେ ଅନୁରାଗ

ନୂଆଦିଲ୍ଲୀ,୨୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣର ଗୋଟିଏ ମାସ ପରେ ରାଜସ୍ଥାନର ବିକାନେର ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଆତଙ୍କବାଦକୁ ଦମନ କରିବା ପାଇଁ ଭାରତ ତାର ନୀତିରେ ପରିବର୍ତ୍ତନ କରିଛି।…

ସୀମାରୁ ପାକିସ୍ତାନକୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି: ସୁଧୁରିଯାଅ ନଚେତ୍‌….

ବିକାନେର୍‌,୨୨।୫: ପହଲଗାମ ଆକ୍ରମଣର ଗୋଟିଏ ମାସ ପରେ ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନରେ ଆତଙ୍କବାଦ ବିରୋଧରେ ତାଙ୍କର ଆଭିମୁଖ୍ୟ ବୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୀମା ନିକଟରୁ ବିଶ୍ୱକୁ ଏକ ବାର୍ତ୍ତା ଦେଇଛନ୍ତି, ଯାହାକୁ ପାକିସ୍ତାନ କେବେ ଭୁଲିପାରିବ ନାହିଁ। ପ୍ରଧାନମନ୍ତ୍ରୀ ଆତଙ୍କବାଦ…

ଭାରତ କିଣିବ ୫୦୦୦୦ କୋଟି ଟଙ୍କାର ଯୁଦ୍ଧ ସାମଗ୍ରୀ: ଲଢୁଆ ବିମାନ, କ୍ଷେପଣାସ୍ତ୍ର-ବୁଡ଼ାଜାହାଜ ସହ…

ନୂଆଦିଲ୍ଲୀ,୧୬ା୫: ଭାରତର ‘ଅପରେଶନ ସିନ୍ଦୂର’ ପାକିସ୍ତାନକୁ ବହୁତ କ୍ଷତି ପହଞ୍ଚାଇଛି। ଏହି ଅପରେଶନ ମାଧ୍ୟମରେ ଭାରତ ପାକିସ୍ତାନକୁ ମଧ୍ୟ ତା’ର ଶକ୍ତି ବିଷୟରେ ଅବଗତ କରାଇଛି। ଏହି ସମୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ପ୍ରତିରକ୍ଷା ବଜେଟ୍‌…

ପାକିସ୍ତାନର ପୋଲ୍‌ ଖୋଲିଦେଲେ ବିଶ୍ୱର ସବୁଠାରୁ ବଡ଼ ସାମରିକ ବିଶେଷଜ୍ଞ: କହିଲେ,ଏହା ଭାରତର ସ୍ପଷ୍ଟ ବିଜୟ…

ସିଡନୀ,୧୪।୫: ଅଷ୍ଟ୍ରେଲିୟ ସାମରିକ ବିଶେଷଜ୍ଞ ଟମ କୁପର୍‌ ଅପରେଶନ ସିନ୍ଦୂରକୁ ନେଇ ପାକିସ୍ତାନର ଫମ୍ପା ଏବଂ ମିଥ୍ୟା ଦାବି ଉପରେ ଶେହବାଜ ଶରିଫ ସରକାରଙ୍କୁ ଆଇନା ଦେଖାଇଛନ୍ତି। ସେ ୩-୪ ଦିନ ଧରି ଚାଲିଥିବା ଏହି ଅପରେଶନକୁ ଭାରତର ବିଜୟ ଭାବରେ…

ସୀମାରୁ ମୋଦିଙ୍କ ବଡ଼ ଘୋଷଣା, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ, ୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସ ପରିଦର୍ଶନ କରି ଭାରତୀୟ ବାୟୁସେନାର ସୈନିକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଅପରେଶନ ସିନ୍ଦୁରର ସଫଳତା ପାଇଁ ଯବାନମାନଙ୍କ ସାହସିକତା ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଛନ୍ତି।…

ପାକିସ୍ତାନ ମିଛର ପର୍ଦ୍ଦାଫାଶ କଲେ ମୋଦି: ଆଦମପୁର ଏୟାରବେସ୍‌ରେ ପହଞ୍ଚି ଦେଲେ ବଡ଼ ବାର୍ତ୍ତା

ନୂଆଦିଲ୍ଲୀ,୧୩।୫: ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସରେ ପହଞ୍ଚିଛନ୍ତି। ଏଠାରେ ସେ ସେନା ସୈନିକମାନଙ୍କୁ ଭେଟିଛନ୍ତି। ସେ ବାୟୁସେନାର ସାହସୀ ସୈନିକମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି।…

୩ ଦିନରେ ପାକିସ୍ତାନକୁ ଏମିତି ପାନେ ଦେଲା ଭାରତ, ବିଶ୍ୱ ଆଗରେ କଲା ଗୁହାରି

ନୂଆଦିଲ୍ଲୀ,୧୩।୫: ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଏପ୍ରିଲ ୨୨ରେ ହୋଇଥିବା ସୀମାପାର ଆତଙ୍କବାଦୀ ଆକ୍ରମଣର ଠିକଣା ଜବାବ ଦେଇଛି ଭାରତ। ଭାରତୀୟ ସେନାର ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା। ଅପରେଶନ ସିନ୍ଦୂର ଏବେ ଆତଙ୍କବାଦ ବିରୋଧରେ…

ଆମ ମହିଳାଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ ଏବେ ପ୍ରତ୍ୟେକ ଆତଙ୍କବାଦୀ ଜାଣିଛନ୍ତି: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ବାର୍ତା ଦେଇ କହିଛନ୍ତି, “ଆମ ମହିଳାଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ ଏବେ ପ୍ରତ୍ୟେକ ଆତଙ୍କବାଦୀ ଜାଣିଛନ୍ତି।” ‘ଅପରେଶନ ସିନ୍ଦୂର’ର ସଫଳତା ପରେ ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହି ଶକ୍ତିଶାଳୀ…

ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ, ଆଉ ପରମାଣୁ ବ୍ଲାକମେଲ୍ ଖାତିର କରିବୁ ନାହିଁ

ନୂଆଦିଲ୍ଲୀ,୧୨।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ସାମରିକ ଗତିବିଧି ପରେ ଏକ ଅସ୍ଥାୟୀ ଯୁଦ୍ଧବିରାମ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରକୁ ସମ୍ବୋଧିତ କରି କଡ଼ା ବାର୍ତା ଦେଇଛନ୍ତି। ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ…

“ରକ୍ତ-ପାଣି ଏକାଠି ବହିପାରିବ ନାହିଁ”: ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହୁଙ୍କାର

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଦୃଢ଼ ସ୍ୱରରେ ଘୋଷଣା କରିଛନ୍ତି, “ରକ୍ତ ଓ ପାଣି ଏକାଠି ବହିପାରିବ ନାହିଁ।” ଏହି ଶକ୍ତିଶାଳୀ ଅଭିବ୍ୟକ୍ତି ସହିତ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରେ ସ୍ୱାକ୍ଷରିତ ସିନ୍ଧୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?